Blog

ମୋର୍ ଚିଠି

କବିତାଟି ସମ୍ବଲପୁରୀ ଭାଷାରେ ରଚିତ ଏବଂ ବଲାଙ୍ଗୀର ଜିଲ୍ଲାରେ ଥିବା ରାଣୀପୁର-ଝରିଆଲ୍ ଅଂଚଳର ଗୌରବଗାଥା ସହିତ ଜଡିତ। ଉଠିଗଲା ମୋର୍ ନାଁ…ଆଗକୁ ପଢନ୍ତୁ

ବିରଳ ବ୍ୟକ୍ତିତ୍ଵ

ସେଦିନ ରାଜରାସ୍ତାରେ ଚାଲୁଥିଲେ ଜଣେ ବ୍ୟକ୍ତି। ଚେହେରାରେ ପୌଢତ୍ଵର ଚିହ୍ନ ସୁସ୍ପଷ୍ଟ; ଧବଳ ବରଫସମ କେଶଗୁଚ୍ଛ, ଦାଢି ନିଶ କେତେକାଂଶରେ ପାଚି…ଆଗକୁ ପଢନ୍ତୁ

ବ – ବ – ବ

ବଗଲା ବିଶୁ ବସିଚି ବେଞ୍ଚରେ। ବସିଚି ବି ବନ୍ଧୁ ବସନ୍ତ। ବରଗଛ , ବଗଲା ବଗୁଲି, ବତକ, ବିଲେଇ ବିଷୟରେ ବୋଲିବି,…ଆଗକୁ ପଢନ୍ତୁ

ମୁଁ ଯେମିତି ଦେଖେ

କ୍ଲରିହ୍ୟୁ ହେଉଛି ଏକ ଚାରି ଧାଡ଼ିଆ ଖିଆଲି ବା ହାଲୁକା କବିତା ଯାହାକି ଜଣେ ବ୍ୟକ୍ତିବିଶେଷଙ୍କୁ ଆଧାର କରି ଲେଖା ଯାଇଥାଏ।…ଆଗକୁ ପଢନ୍ତୁ

ସେମାନେ

ରଘୁନାଥ ମହାପାତ୍ର ରଘୁନାଥ ମହାପାତ୍ର ପୁରୀରମନୋନୀତ ରାଜ୍ୟ ସଭା ମେମ୍ବରକଥାକହିପାରେ ପଥର ଯେପରି ତାଙ୍କରି ନିହାଣ ମୁନରେକୋଣାର୍କ ଗୋଟିଏ ଗଢ଼ିବା ନିଶାରେ…ଆଗକୁ ପଢନ୍ତୁ

ଉତ୍କଳରତ୍ନ ବାରିଷ୍ଟର ବିଶ୍ୱନାଥ ମିଶ୍ର

ତାଙ୍କୁ ଯଥାର୍ଥରେ କୁହାଯାଉଛି ଓଡ଼ିଶା ଇତିହାସର ବହ୍ନିପୁରୁଷ। ସେ ପୁଣି ଉତ୍କଳରତ୍ନ। ବାରିଷ୍ଟର ବିଶ୍ୱନାଥ ମିଶ୍ର ଥିଲେ ଏକ କିମ୍ବଦନ୍ତୀ। ସାକ୍ଷୀଗୋପାଳ…ଆଗକୁ ପଢନ୍ତୁ

ଚିଫ୍ ୱାଟର ସପ୍ଲାଇ ଅଫିସର

ଶରତ ବାବୁ ଝିଅ ବାହାଘର ପାଇଁ ଜ୍ୱାଇଁ ଖୋଜି ଖୋଜି ବ୍ୟସ୍ତ ହୋଇ ପଡିଲେଣି। ମନ ଲାଖି ଜ୍ୱାଇଁଟିଏ ପାଇଁ କେତେ…ଆଗକୁ ପଢନ୍ତୁ

ପୌଷ ସଂଜର ସନେଟ୍

ସଂଜର କୁଆଁରୀ ଦେହେ ମାଡ଼ିଆସେ ଜ୍ୟୋତ୍ସ୍ନାର ଜୁଆରଆଖିରେ ମହୁଲି ସ୍ବପ୍ନ ମନତଳେ ଫାଲଗୁନୀ ଫୁଆରପଞ୍ଚମ ତାନରେ ଗାଏ ବେପରୁଆ ପୁବେଇ ପବନପୌଷର…ଆଗକୁ ପଢନ୍ତୁ

ଚୁକ୍ତି ଭିତ୍ତିକ ଚାକିରୀ

ଛେଲାଗଡ ଛକରେ ଓହ୍ଲାଇ ଦେଇ ବସ୍ ଟି ଆଗକୁ ଗଡି ଚାଲିଲା। ତ୍ରିପାଠୀଏ ରାତି ଚାରିଟାରୁ ବାହାରି ଲେଣି। ଏଠାରେ ପହଞ୍ଚୁ…ଆଗକୁ ପଢନ୍ତୁ

ରୀତିଯୁଗୀୟ କାବ୍ୟାଦର୍ଶରେ ଅଭିମନ୍ୟୁଙ୍କ କାବ୍ୟ ସଂସାର

ରୀତିର ଆଦି ଉତ୍ସ ହେଉଛି ବେଦ। ରୀଡ୍ଂ ଧାତୁରେ ଅଧିକରଣାର୍ଥେ “କ୍ତିନ” ପ୍ରତ୍ୟୟ ଯୋଗେ ହେବା ଦ୍ୱାରା ରୀତି ଶବ୍ଦର ସୃଷ୍ଟି।…ଆଗକୁ ପଢନ୍ତୁ