ଚର୍ଚ୍ଚା ମଂଚ

ଆମର ଏହି ଚର୍ଚ୍ଚା ମଂଚ କୁ ଆପଣଙ୍କୁ ସ୍ୱାଗତ କରୁଛୁ। ଏହି ମଂଚ ରେ କେବଳ ଓଡ଼ିଆ ସାହିତ୍ୟର ବିଭିନ୍ନ ଦିଗ ବିଷୟରେ ହିଁ ବିଚାର ଆଲୋଚନା ହେବ। ସାହିତ୍ୟ ଛଡ଼ା ଅନ୍ୟ କୌଣସି ପ୍ରସଙ୍ଗ ଦୟାକରି ଏହା ମଧ୍ୟକୁ ଆଣନ୍ତୁ ନାହିଁ। ଆପଣ ଓଡ଼ିଆ କିମ୍ବା ଇଂରାଜୀ ଭାଷାରେ ଏଠାରେ ଭାବ ବିନିମୟ କରିପାରିବେ। 

ଏଠାରେ ଯଦି ଆପଣ ପ୍ରଥମ ଥର ପାଇଁ ଭାଗ ନେଉଛନ୍ତି, ତେବେ ଆପଣଙ୍କୁ New User Registration ଲିଙ୍କ୍ ରେ ନାମ ଏବଂ ଇ-ମେଲ ଠିକଣା ଲେଖି ପ୍ରଥମେ ନିଜକୁ ରେଜିଷ୍ଟର କରାଇବାକୁ ହେବ। ରେଜିଷ୍ଟ୍ରସନ କରିବାର କିଛି ସମୟ ମଧ୍ୟରେ ଆପଣଙ୍କ ଇ-ମେଲ୍ କୁ ଏକ ସନ୍ଦେଶ ଯିବ। ସେହି ସନ୍ଦେଶଟିରେ ଥିବା ଲିଙ୍କ୍ କୁ କ୍ଲିକ୍ କରି ନୂଆ ପାସୱାର୍ଡ ଟିଏ ସୃଷ୍ଟି କଲେ ହିଁ ଆପଣଙ୍କ ରେଜିଷ୍ଟ୍ରସନ ପ୍ରକିୟାଟି ସଂପୂର୍ଣ୍ଣ ହେବ। 

କୌଣସି ବିଷୟ ଉପରେ ଚାଲିଥିବା ଆଲୋଚନା କୁ ପଢିବା ପାଇଁ Topic ତଳେ ଥିବା ସେହି ବିଷୟର ନାମ ଟି ଉପରେ କ୍ଲିକ୍ କରନ୍ତୁ। ଆପଣ ସାହିତ୍ୟ ସମ୍ପର୍କୀୟ ଯେ କୌଣସି ନୂଆ ବିଷୟଟିଏ ଉପରେ ଚର୍ଚ୍ଚା ଏଠାରେ ଆରମ୍ଭ କରି ପାରନ୍ତି। କିମ୍ବା  ପୂର୍ବରୁ ଚାଲିଥିବା କୌଣସି ବିଷୟର ଚର୍ଚ୍ଚା ଉପରେ ମଧ୍ୟ ନିଜର ମତ ଲେଖିପାରନ୍ତି।

ଏହି ମଞ୍ଚରେ ଭାଗ ନେବା ପାଇଁ କୌଣସି ଅସୁବିଧାର ସମ୍ମୁଖୀନ ହେଲେ ଆମକୁ info@sahityacharcha.com ଠିକଣାରେ ଇ-ମେଲ କରନ୍ତୁ।

Viewing 15 topics - 1 through 15 (of 25 total)
Viewing 15 topics - 1 through 15 (of 25 total)