‘ସାହିତ୍ୟ ଚର୍ଚ୍ଚା’ ଏକ ମୁଦ୍ରିତ ପତ୍ରିକା ଭାବରେ ପ୍ରତି ମାସରେ ପ୍ରକାଶ ପାଏ। ଆପଣମାନେ ଏହାର କପି ବିଭିନ୍ନ ପତ୍ରପତ୍ରିକା ବିକ୍ରୟ କେନ୍ଦ୍ରମାନଙ୍କରୁ ମାତ୍ର ଟ.୪୦ ମୂଲ୍ୟରେ ପାଇପାରିବେ।

The monthly issues of ‘Sahitya Charcha’ are published every month in the form of a printed magazine, the copies of which are available with the leading magazine stalls at a price of Rs.40 each.


ସାହିତ୍ୟ ଚର୍ଚ୍ଚା’ ପତ୍ରିକାର ଜୁଲାଇ, ୨୦୨୪ ସଂଖ୍ୟା ଏକ ଇ-ବୁକ୍ ଆକାରରେ ମଧ୍ୟ ‘ଗୁଗଲ୍ ପ୍ଲେ-ବୁକ୍ସ’ର ନିମ୍ନଲିଖିତ ଲିଂକ୍ ରେ ଟ. ୨୩.୬୦ (ତେଇଶି ଟଙ୍କା ଷାଠିଏ ପଇସା ମାତ୍ର) ମୂଲ୍ୟରେ ଉପଲବ୍ଧ ଅଛି।

The July, 2024 issue of ‘Sahitya Charcha’ magazine is available as an e-book at the following link of ‘Google Play Books’ at a nominal price of Rs.23.60 paise only.

https://play.google.com/store/books/details?id=iQAREQAAQBAJ&pli=1


ସାହିତ୍ୟ ଚର୍ଚ୍ଚା’ ପତ୍ରିକାର ଜୁନ୍, ୨୦୨୪ ସଂଖ୍ୟା ଏକ ଇ-ବୁକ୍ ଆକାରରେ ମଧ୍ୟ ‘ଗୁଗଲ୍ ପ୍ଲେ-ବୁକ୍ସ’ର ନିମ୍ନଲିଖିତ ଲିଂକ୍ ରେ ଟ. ୨୩.୬୦ (ତେଇଶି ଟଙ୍କା ଷାଠିଏ ପଇସା ମାତ୍ର) ମୂଲ୍ୟରେ ଉପଲବ୍ଧ ଅଛି।

The June, 2024 issue of ‘Sahitya Charcha’ magazine is available as an e-book at the following link of ‘Google Play Books’ at a nominal price of Rs.23.60 paise only.-

https://play.google.com/store/books/details?id=W8gKEQAAQBAJ


ସାହିତ୍ୟ ଚର୍ଚ୍ଚା’ ପତ୍ରିକାର ମଇ, ୨୦୨୪ ସଂଖ୍ୟା ଏକ ଇ-ବୁକ୍ ଆକାରରେ ମଧ୍ୟ ‘ଗୁଗଲ୍ ପ୍ଲେ-ବୁକ୍ସ’ର ନିମ୍ନଲିଖିତ ଲିଂକ୍ ରେ ଟ. ୨୩.୬୦ (ତେଇଶି ଟଙ୍କା ଷାଠିଏ ପଇସା ମାତ୍ର) ମୂଲ୍ୟରେ ଉପଲବ୍ଧ ଅଛି।

The May, 2024 issue of ‘Sahitya Charcha’ magazine is available as an e-book at the following link of ‘Google Play Books’ at a nominal price of Rs.23.60 paise only.

https://play.google.com/store/books/details?id=0SkFEQAAQBAJ


ସାହିତ୍ୟ ଚର୍ଚ୍ଚା’ ପତ୍ରିକାର ଏପ୍ରିଲ, ୨୦୨୪ ସଂଖ୍ୟା ଏକ ଇ-ବୁକ୍ ଆକାରରେ ମଧ୍ୟ ‘ଗୁଗଲ୍ ପ୍ଲେ-ବୁକ୍ସ’ର ନିମ୍ନଲିଖିତ ଲିଂକ୍ ରେ ଟ. ୨୩.୬୦ (ତେଇଶି ଟଙ୍କା ଷାଠିଏ ପଇସା ମାତ୍ର) ମୂଲ୍ୟରେ ଉପଲବ୍ଧ ଅଛି।

The April, 2024 issue of ‘Sahitya Charcha’ magazine is available as an e-book at the following link of ‘Google Play Books’ at a nominal price of Rs.23.60 paise only.

https://play.google.com/store/books/details?id=gTD-EAAAQBAJ


Free Downloads:

ଏହା ବ୍ୟତୀତ ପତ୍ରିକାଟିର ଅନ୍ୟ ପୂର୍ବତନ ସଂଖ୍ୟାଗୁଡିକ ଆପଣମାନେ ଆମର ନିମ୍ନଲିଖିତ ଲିଂକ୍ ଗୁଡ଼ିକରୁ ବିନାମୂଲ୍ୟରେ ପି.ଡି.ଏଫ୍ ରୂପରେ ଡାଉନଲୋଡ଼୍ କରିପାରନ୍ତି।

However, you may download the other previous issues of the magazine free of cost at the following links, in the PDF format.


ପ୍ରତି ମାସରେ ଡାକ ବା କୋରିଅର୍ ଯୋଗେ ପାଆନ୍ତୁ ‘ସାହିତ୍ୟ ଚର୍ଚ୍ଚା’ ପତ୍ରିକା

ବାର୍ଷିକ ଗ୍ରାହକ ଦେୟ ଟ. ୪୮୦ ମାତ୍ର (ଟ.୪୦ ହିସାବରେ ୧୨ଟି ସଂଖ୍ୟାର ମୂଲ୍ୟ)। କୌଣସି ଅତିରିକ୍ତ ଡାକ କିମ୍ବା କୋରିଅର ଖର୍ଚ୍ଚ ନାହିଁ। ଏହି ଯୋଜନାରେ ବର୍ଷକ ପାଇଁ ନିଜର ପ୍ରିୟଜନଙ୍କୁ ମଧ୍ୟ ଉପହାର ସ୍ବରୂପ ପଠାଇପାରନ୍ତି ‘ସାହିତ୍ୟ ଚର୍ଚ୍ଚା’ ପତ୍ରିକା। ଏହି ଗ୍ରାହକ ଯୋଜନା ବିଷୟରେ ସଂପୂର୍ଣ୍ଣ ସୂଚନା ନିମ୍ନରେ ଦିଆଯାଇଥିବା ଲିଂକ୍ ରେ ଉପଲବ୍ଧ ଅଛି।

You may also get copies of the ‘Sahitya Charcha’ Magazine every month by post or courier.

The Annual Subscription is Rs.480 only. No other postal or courier charges. You may also use the scheme to gift the magazine to your near and dear ones for one year. The complete details of the annual subscription scheme may be seen at the following link.