ଲିମେରିକ୍ ହେଉଛି ଏକ ପାଞ୍ଚ ଧାଡ଼ିଆ ଲଘୁ କବିତା ଯାହାର ଉନ୍ମେଷ ଇଂରାଜୀ ସାହିତ୍ୟରେ ଘଟିଥିଲା। ଏଠାରେ ଆମ ଭାଷାରେ ଚଉଦ…ଆଗକୁ ପଢନ୍ତୁ
Category: ଲିମେରିକ୍
ଲଘୁ ପଂଚକ ବା ଲିମେରିକ୍ ହେଉଛି ଏକ ପାଞ୍ଚ ଧାଡ଼ିଆ ଲଘୁ କବିତା ଯାହାର ଉନ୍ମେଷ ଇଂରାଜୀ ସାହିତ୍ୟରେ ଉନବିଂଶ ଶତାବ୍ଦୀରେ ଘଟିଥିଲା।
ପନ୍ଦରଟି ଲିମେରିକ୍
୧ଛକି ଲୁଚି ବସିଥିଲା ମଦନାଧରିବାକୁ ଗୋଟେ ବଡ଼ ମଇନାଭାବୁଥିଲା ବାରମ୍ବାରଆଜି ତାର କଚ୍ଚେପୁଅବାରଧରିପକାଇଲା ତାକୁ ରେଞ୍ଜର ଭାଇନା। ୨ଶୋଇଲି ଦିନେ ଖାଇ…ଆଗକୁ ପଢନ୍ତୁ
ଡାକ୍ତର ଅଭୟ ଦାଶଙ୍କ ଲିମେରିକ୍
:: ମୁଁ ଲିମେରିକ :: କିଏ? ମୁଁ ଲିମେରିକ ବିଦେଶରୁ ଆସିଛିମୋ ଦେଶରେ ସାହିତ୍ୟ କି ଅକାଳ ପଡ଼ିଛି? ହଁ ଦିଶୁଛି…ଆଗକୁ ପଢନ୍ତୁ
ଦଶଟି ଲିମେରିକ୍
ଲିମେରିକ୍ ହେଉଛି ଏକ ପାଞ୍ଚ ଧାଡିଆ ମିନି କବିତା ଯେଉଁଥିରେ ଏକ ହାଲୁକା କଥାକୁ ବ୍ୟଂଗ ଅବା ହାସ୍ୟରସର ଖୋରାକ ଭାବରେ…ଆଗକୁ ପଢନ୍ତୁ