ବ୍ରହ୍ମଦାରୁଂ ସ୍ମରାମି

ବିନ୍ଦୁ ବିନ୍ଦୁ, ଅର୍ବୁଦ ବିନ୍ଦୁରେ ଫୁଟି ଦିଶେମାଟି ଓ ଆକାଶ; ଜଳ ଅବା ଅନଳ, ଅନିଳଅପ୍ରମେୟ ଆର୍ତ୍ତି; ଆଶାନ୍ୱିତ ଦିବ୍ୟତାର ଆଖିଜଳ-ସ୍ଥଳ-ଅନ୍ତରୀକ୍ଷେ,…ଆଗକୁ ପଢନ୍ତୁ

ଦ୍ୟୂତକ୍ରୀଡ଼ା

ଶକୁନିର ପଶାପାଲି ଲମ୍ବିଛି ସବୁଠି, ବସ୍ତ୍ର ହରଣର ଦୃଶ୍ୟ ଅଭିନୀତ ସେଠି। ଲେଉଟୁଛି ଦୃଶ୍ୟପଟ ମହାଭାରତରଲୋଟୁଛି ମାଟି ବୈକୁଣ୍ଠ ଲୋଟୁଛି ସଂସ୍କାର।…ଆଗକୁ ପଢନ୍ତୁ

ସାଇକେଲରେ ପର୍ବତାବତରଣ

ଦେଖ, ଦେଖ ହେ ବିହଙ୍ଗ ମୁଁ ବି ପାରେ ଉଡ଼ି ! ପାଦ ଟେକି ଦେଇଛି ମୁଁ ହାତ ଅଛି ଭିଡ଼ିଭାରସାମ୍ୟ…ଆଗକୁ ପଢନ୍ତୁ

ବୟସର ଅପରାହ୍ଣରେ ରଜ

ନାଲି ପାନ ବିବି କହୁଥିଲ ମୋତେ ଆଣୁଥିଲ ଖିଲିପାନ, ସାଦା ପାନ ଖଣ୍ଡେ ଆଣ କହିଲାରୁକହୁଛ ବନ୍ଦ ଦୋକାନ। ରଜରେ ସେଦିନ…ଆଗକୁ ପଢନ୍ତୁ

ଏମିତି ହେଉ ଭାରତ

ଏମିତି ନିଶ୍ଚେ ହୋଇବ ଆମ ଭାରତ, ନାଗରିକଗଣ ଶାଂତ କରିଲେ ଚିତ୍ତ। ଏମିତି ହେଉ ଭାରତହାତ ପାଉଥାଉ ମନଲାଖି କାମପେଟ ପାଉ…ଆଗକୁ ପଢନ୍ତୁ

ଘଷରା ସଂସାର

ଆମେ ବରଣୀୟ ଓ ସ୍ମରଣୀୟ ହେବାର ମରୀଚିକା ପଛରେ ଧାଉଁଛୁ କି? ମୁଁ ଯେ ‘ମରଣୀୟ’ ଜାଣେ ବୋଲି ମନେରଖିନାହିଁ ତିଳେ…ଆଗକୁ ପଢନ୍ତୁ

ନିଷ୍କ୍ରିୟ ତପସ୍ବୀ

ନ ଥାଂତି କେହି ସାଥୀ, ସଖା, ହୁଏନି ଅନ୍ୟ ସହ ଦେଖା, ଏହା ହେଲାଣି ଯୁଗ-ରୁଚି। କଂପ୍ୟୁଟର୍‌କୁ କରି ସାଥୀଏବର ଯୁବକ,…ଆଗକୁ ପଢନ୍ତୁ

ଦୀପ ଜଳିଲେ…

ଦୀପଟି ଆଗେ ହାତ ଯୋଡ଼ିଲେ ମଣିଷ ଭାବ ଜାଗେ। ଯେଉଁ ଥାନେ ବି ଦୀପ ଜଳିଲେଶୁଭ ଭାବନା ଜାଗେ,ସବୁରି ହିତ ହେଉ…ଆଗକୁ ପଢନ୍ତୁ

ଧଳା ଓ କଳା

ଆଜି ବୋଲାଏ ଯେ ଏକାଂତ ନିଜର, କାଲି ହୋଇପାରେ ପର। ଦିନସାରା ଯିଏ ଶିଷ୍ଟ ଭଦ୍ରଲୋକରାତିବେଳେ ହୁଏ ଶଠରାତି ଯେ ବିତାଏ…ଆଗକୁ ପଢନ୍ତୁ

ଦାରୁବ୍ରହ୍ମ

ଶ୍ରୀଜଗନ୍ନାଥଙ୍କ ପବିତ୍ର ଘୋଷଯାତ୍ରା ଉପଲକ୍ଷେ କବିହୃଦୟରୁ ଝରିଆସିଛି ଏହି ପ୍ରତିବେଦନ। ସ୍ମୃତିପଟେ ଦୃଶ୍ୟମାନ୍ ବିଂଦୁଏ ଆଲୋକସଦ୍ୟଜାତ ସଂତାନର ହସ ପରି ଛବି…ଆଗକୁ ପଢନ୍ତୁ