ମାଟ୍ରିକ୍ ଫେଲ୍

କୁକୁଡ଼ାଟି ସେଦିନ ବେକମୋଡି ପଡ଼ିଥିବା ଗଞ୍ଜା ଉପରେ ନିଜର ଡେଣା ଘୋଡ଼େଇ ବର୍ଷା ପାଣିରୁ ତା’କୁ ବଞ୍ଚାଇବାକୁ ଚେଷ୍ଟା କରୁଥିଲା। ବେଳଅବେଳରେ ଗଞ୍ଜା…ଆଗକୁ ପଢନ୍ତୁ

ଦିଆସିଲି

ବିଚ୍ଛିନ୍ନାଞ୍ଚଳର ଷଢ଼େଇକଳିଆ ଭାଷାରେ ରଚିତ ଏକ କ୍ଷୁଦ୍ର ଗଳ୍ପ। ଗୀତା ମାଆରେ, ଯା ମାଆ ଚାଣ୍ଡେ, ଚାଣ୍ଡେ (ଶୀଘ୍ର), ସଇବା ଖୁଡ଼ୀ…ଆଗକୁ ପଢନ୍ତୁ

ସଉକ

ଏଡ଼େ ବଡ଼ ଆଲୋକିତ କୋଠରିର ସମ୍ପୂର୍ଣ୍ଣ ରାଜୁତି ପାଇ ବି ବହିଗୁଡ଼ିକ ଜମା ଖୁସି ନୁହନ୍ତି। ଦୁଇ ମହଲା କୋଠାଟିଏ। ଆଖପାଖରେ…ଆଗକୁ ପଢନ୍ତୁ

ଅପହଞ୍ଚ ସ୍ୱପ୍ନ

ଆଲୋ ନାଚରେ ଅଧିକ ଲୋକ ନ ହେଲେ ନାଚ କ’ଣ ଜମେ? ସେଇମିତି ବଡ଼ନେତା ଉପରୁ ଆସୁଚନ୍ତି, ତାଙ୍କ ସଭାରେ ତ…ଆଗକୁ ପଢନ୍ତୁ

ପ୍ରକଟ

ଭଗବାନଙ୍କ ରକ୍ତର ଗ୍ରୁପ୍ ବି ଜଣାପଡିଗଲା। ଭୁବନର ନିଦ ଭାଙ୍ଗିଗଲା। ରାତି କେତେଟା ବାଜିଥିବ କେଜାଣି। ଜାଣିବାର ଉପାୟ ନ ଥିଲା।…ଆଗକୁ ପଢନ୍ତୁ

ଲାନଟିନ୍

ଦାଣ୍ଡପିଣ୍ଡାରେ ସଭିଏଁ ଗୋଟିଏ ଗୋଡ଼ରେ ଠିଆ ହେଇଥାନ୍ତି ଯେ ପର୍ଯ୍ୟନ୍ତ ସାହିତ୍ୟ ବହିର ଗୋଟିଏ ପଦ୍ୟ ମୁଖସ୍ଥ କରି ନ ଶୁଣେଇଛନ୍ତି। “ଆରେ ଏ…ଆଗକୁ ପଢନ୍ତୁ

ଉପହାର

ସମୟ ଢେର ଗଡ଼ି ଯାଇଥିଲା। ବୟସର ଚାପରେ ବାପା ବି ବାର୍ଦ୍ଧକ୍ୟର ଶେଷ ଅବସ୍ଥାକୁ ଆସି ସାରିଥିଲେ। ବାପାଙ୍କ ପକେଟ୍‌ରେ ଥିବା…ଆଗକୁ ପଢନ୍ତୁ

ସାଧୁବାବାଙ୍କ ଭୋଗ

ସେ ଚକାସନରେ ବସି ବଢ଼ିଆ କରି ଗ୍ରାସେ ଚଢ଼େଇଲେ। ତା’ପରେ ପେଟକୁ ଆଉଁସି ଆଉଁସି ଲୁଗାପାରି ଦାଣ୍ଡରେ ଚାରିକାତ ଲମ୍ବେଇ ପଡ଼ିଗଲେ।…ଆଗକୁ ପଢନ୍ତୁ

ବ୍ଲାଇଣ୍ଡନେସ୍‌

ମୁଁ ଜଣେ କଲର ବ୍ଲାଇଣ୍ଡ୍ ବ୍ୟକ୍ତି। ନୀଳ ରଙ୍ଗ କ’ଣ ଏବଂ ସବୁଜ ରଙ୍ଗ କ’ଣ ମୁଁ ଜାଣେନାହିଁ। ପୃଥିବୀବାସୀ ଆସି…ଆଗକୁ ପଢନ୍ତୁ

ହୃଦୟ

କୁମ୍ଭୀରିଣୀ ଖୁବ୍ ଭାଙ୍ଗିପଡ଼ି କହିଲା, ‘ତମ ସ୍ଥଳ ଜୀବ ଗୁଡ଼ା କଣ ହୃଦୟକୁ କାଢ଼ି ରଖିପାରନ୍ତି ଏଠି ସେଠି?‘ ସେଦିନ କୁମ୍ଭୀର…ଆଗକୁ ପଢନ୍ତୁ