ଯିଏ ନିଜ ପଥେ ଏକା ଚାଲିଥାଏ

“ନିଜ ପଥେ ଚାଲିବାରେ ଯେ ମଜା ଥାଏ, ଆଉ କାହା ପଥେ ଗଲେ ବେକାର ହୁଏ।” ଯେ ମଣିଷ ଏକା ଚାଲି…ଆଗକୁ ପଢନ୍ତୁ

ଭାବିଛି ମୁଁ ଲେଖିବାକୁ

ଗୀତ ଟିଏ ଲେଖିବାକୁଭାବିଛି ଯେବେ ମୁଁ         ଗୀତ ଟିଏ ଲେଖିବାକୁ, କେବେ କେବେ ଅଜାଣତେଜାଣି ଜାଣି କେବେ ସତେ ବାଧ୍ୟ ହୁଏ ପୁଣି         ତମ…ଆଗକୁ ପଢନ୍ତୁ

ମହାସାଗର

ଯୋଜନ ବିସ୍ତାରି ରହିଅଛ ତୁମେମା ମାଟିର କୋଳେ,ସୁନ୍ଦର ରୂପକୁ ଲେଖିକି ପାରିବିଯାହା ଦେଖେ ସଞ୍ଜ ବେଳେ। ମୁକ ସାକ୍ଷୀ ହୋଇ ଦିଗବଳୟକୁନେଇଛ…ଆଗକୁ ପଢନ୍ତୁ

ଶ୍ରୀରାମ ଠାକୁର

ପ୍ରଭୁ ଲୀଳାମୟ ଶ୍ରୀରାମ ଠାକୁରଭକତ ପ୍ରେମରେ ବନ୍ଧାଦୁଃଖ ନାଶକାରୀ ସୁଖ ପ୍ରଦାୟକହରନ୍ତି ସକଳ ବାଧା !!ପୂଣ୍ୟତୋୟା ନଦୀ ସରଯୁ ତଟରେପୂଣ୍ୟ ଅଯୋଧ୍ୟା…ଆଗକୁ ପଢନ୍ତୁ