ଟରୋଣ୍ଟୋରେ ରଜ

“ଦୋଳି ଖେଳୁଛି ମୋ ଗୋରୀ / ବାରିରୁ ତୋଳିଲି ଏତକ ଚେରୀଲୋ / ଜହ୍ନ ହସେ କିରିକିରି ।” ସାତ ସମୁଦର…ଆଗକୁ ପଢନ୍ତୁ

ପାଠକଂକୁ ଅପମାନ

“ପାଠକ ରୂପେ ଜଣାଶୁଣା ହେଲେ କେହି ଛାଡ଼ିବେନି ପିଛା,” କହନ୍ତି କବି ପ୍ରଫୁଲ୍ଲ କୁମାର ତ୍ରିପାଠୀ। ‘ ପାଠକ ‘ ନାମରେ…ଆଗକୁ ପଢନ୍ତୁ

ସେଇ ଗୀତଟି ଗାଅ ଅନାମିକା

‘ତାନପୁରାରେ ସ୍ୱର ତୋଳ ରାଗ ପଲ୍ଲବୀରେ, କୋମଳ ଗାଂଧାର ଆଉ ତୀବ୍ର ମଧ୍ୟମାରେ ‘…କବି କୁଳମଣି ଓଝାଙ୍କ ଦ୍ଵାରା ରଚିତ ଏକ…ଆଗକୁ ପଢନ୍ତୁ

ଅତି-ହେତୁବାଦୀଙ୍କ ପ୍ରତି

ଗତ ଅକ୍ଟୋବର ୨୫ ତାରିଖ ପବିତ୍ର ସୂର୍ଯ୍ୟୋପରାଗ ଅବସରକୁ କିଛି ତଥାକଥିତ ହେତୁବାଦୀ ଚିକେନ ବିରିୟାନୀ ଖାଇ ମନାଇଥିବାର ସମ୍ବାଦ ଉପରେ…ଆଗକୁ ପଢନ୍ତୁ

ପଞ୍ଚମୁଦ୍ରା

ଦଶହରାର ପବିତ୍ର ଲଗ୍ନରେ କବି ଦେବୀଙ୍କୁ ଆବାହନ କରିଛନ୍ତି ଏକ ନିଆରା ଦୃଷ୍ଟିରେ । ସମ୍ବୋଧନୀ…!ଯଦି ଛନ୍ଦ କପଟରେ ଏତେ ଥିଲା…ଆଗକୁ ପଢନ୍ତୁ

ଆସିବ ସୁଦିନ?

ଆମ ରାଇଜରେ ଏକ ସ୍ୱର୍ଣ୍ଣିମ ବ୍ୟବସ୍ଥାର ସ୍ୱପ୍ନ ଦେଖନ୍ତି କବି। ନେତାଗଣ ହୋଇଯିବେ ସ୍ପଷ୍ଟ ସତ୍ୟବାଦୀକର୍ମୀଗଣ ହୋଇବେନି ଆଉ ପ୍ରତିବାଦୀବେପାରୀ ସମୂହ…ଆଗକୁ ପଢନ୍ତୁ

ରକ୍ତମଗ୍ନା ରିଞ୍ଜୋଡି (୧)

ପାହାଡ ତୀଖଛୁଇଁ, ଘୁମେଁଇ ପଡିଥିବାନେଳି ନେଳିଆ,ଆଞ୍ଜୁଳାଏ ଆକାଶସାରାକିଏ, କେଜାଣି ଓଜାଡି, ଦେଇଛିମିଞ୍ଜିମିଞ୍ଜିଆ ଚାଙ୍ଗୁଡିଭର୍ତ୍ତି ତାରା ଫୁଲ,ଅନ୍ଧାର ସିନ୍ଥିରେ ଗାଢକଳାଲେସିଦେଇଛି, ପଥର ସନ୍ଧିରେଲୁଚିଥିବା,…ଆଗକୁ ପଢନ୍ତୁ

ଆମ ଲେଂଗୁଏଜ୍‌, କଲ୍‌ଚର୍‌

ଆମ ନିଜ ମାତୃଭାଷା ପ୍ରତି ଆମମାନଙ୍କର ମତିଗତିକୁ ପ୍ରଶ୍ନ କରିଛନ୍ତି କବି । ମଦର୍‌ଲ୍ୟାଂଡ୍‌ ଓ ମଦର୍‌ଟଂଗ୍‌ଲୋଡ଼ଂତି ସେବା ଓ ଯତ୍ନଟାୟାର୍ଡ୍‌…ଆଗକୁ ପଢନ୍ତୁ

ଟଙ୍କାର

ହେ ଅର୍ଜୁନ ! କଷିଥାନ୍ତ ଗୁଣ, ଯୋଖିଥାନ୍ତ ବାଣ, ନା ଶୁଭିଥାନ୍ତା ପଞ୍ଚଜନ୍ୟ ଶଙ୍ଖ ଧ୍ୱନି, ନା ବାଜିଥାନ୍ତା ଯୁଦ୍ଧର ନାଗରା,…ଆଗକୁ ପଢନ୍ତୁ

ଅଟଇ କି ଫାଲତୁ?

କବି ସିନା ଏହାକୁ କହନ୍ତି ‘ଫାଲତୁ କଥା’ । ଆମେ କିନ୍ତୁ ମାନିବାକୁ ରାଜି ନୁହଁ । ବରଂ ଏହା ଏକ…ଆଗକୁ ପଢନ୍ତୁ