ଏତେ ଗର୍ବ ଭାବ କାହିଁକି ଧରିଛୁ, ଝିଅ ମାଆ ବୋଲି ଜାଣିଥା। କେତେ ତୁ ସହିବୁ ସହୁଥାଯାବତୀୟ ଦୁଃଖ ପାଉଥାଦିନ ରାତି…ଆଗକୁ ପଢନ୍ତୁ
Category: କବିତା
ସମ୍ପର୍କହୀନ
“କେତେ ପ୍ରଶ୍ନ ମାଟି ଭିତରୁ ଫଣା ଟେକୁଥିବେ?” ଚଳିତ ବର୍ଷ କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପୁରସ୍କାରରେ ସମ୍ମାନିତ କବି ଆଶୁତୋଷ ପରିଡ଼ାଙ୍କର…ଆଗକୁ ପଢନ୍ତୁ
ବାପା: ସନେଟ୍ରୁ ଚଉପଦୀ
ସନେଟ୍ ହେଉଛି ବିଦେଶରୁ ଆହରିତ ଏକ କାବ୍ୟ ଶୈଳୀ। ଏଥିରେ ପ୍ରକାଶିତ ଭାବକୁ ଆମ ପାରମ୍ପରିକ ଓଡ଼ିଆ ଶୈଳୀରେ ଚଉପଦୀର ଛାଞ୍ଚରେ…ଆଗକୁ ପଢନ୍ତୁ
କପିଆ ଚଉତିଶା
ଆଜିକାଲି ପରୀକ୍ଷାମାନଙ୍କରେ ଚାଲିଥିବା କପି ବା ନକଲ ସଂସ୍କୃତି ଉପରେ କବିଙ୍କର ଏକ ଶାଣିତ ବ୍ୟଙ୍ଗ। କବିତାଟି ପାରମ୍ପରିକ ଚଉତିଶା ଶେଳୀରେ…ଆଗକୁ ପଢନ୍ତୁ
ମୁଁ ପଢ଼େ ସେମାନଙ୍କ କବିତା
ହଁ, ୟୁରୋପ ଓ ଆମେରିକାର କବିଙ୍କୁ ମୁଁ ପଢ଼ି ଆସିଚି ଏଯାଏଁ, ଭାବି ଆସିଚିଯେ ଏଇମାନେହିଁ ଆଧୁନିକ ବିଶ୍ବରେ କବିତାର ସ୍ୱର…ଆଗକୁ ପଢନ୍ତୁ
ଟରୋଣ୍ଟୋରେ ରଜ
“ଦୋଳି ଖେଳୁଛି ମୋ ଗୋରୀ / ବାରିରୁ ତୋଳିଲି ଏତକ ଚେରୀଲୋ / ଜହ୍ନ ହସେ କିରିକିରି ।” ସାତ ସମୁଦର…ଆଗକୁ ପଢନ୍ତୁ
ପାଠକଂକୁ ଅପମାନ
“ପାଠକ ରୂପେ ଜଣାଶୁଣା ହେଲେ କେହି ଛାଡ଼ିବେନି ପିଛା,” କହନ୍ତି କବି ପ୍ରଫୁଲ୍ଲ କୁମାର ତ୍ରିପାଠୀ। ‘ ପାଠକ ‘ ନାମରେ…ଆଗକୁ ପଢନ୍ତୁ
ସେଇ ଗୀତଟି ଗାଅ ଅନାମିକା
‘ତାନପୁରାରେ ସ୍ୱର ତୋଳ ରାଗ ପଲ୍ଲବୀରେ, କୋମଳ ଗାଂଧାର ଆଉ ତୀବ୍ର ମଧ୍ୟମାରେ ‘…କବି କୁଳମଣି ଓଝାଙ୍କ ଦ୍ଵାରା ରଚିତ ଏକ…ଆଗକୁ ପଢନ୍ତୁ
ଅତି-ହେତୁବାଦୀଙ୍କ ପ୍ରତି
ଗତ ଅକ୍ଟୋବର ୨୫ ତାରିଖ ପବିତ୍ର ସୂର୍ଯ୍ୟୋପରାଗ ଅବସରକୁ କିଛି ତଥାକଥିତ ହେତୁବାଦୀ ଚିକେନ ବିରିୟାନୀ ଖାଇ ମନାଇଥିବାର ସମ୍ବାଦ ଉପରେ…ଆଗକୁ ପଢନ୍ତୁ
ପଞ୍ଚମୁଦ୍ରା
ଦଶହରାର ପବିତ୍ର ଲଗ୍ନରେ କବି ଦେବୀଙ୍କୁ ଆବାହନ କରିଛନ୍ତି ଏକ ନିଆରା ଦୃଷ୍ଟିରେ । ସମ୍ବୋଧନୀ…!ଯଦି ଛନ୍ଦ କପଟରେ ଏତେ ଥିଲା…ଆଗକୁ ପଢନ୍ତୁ