Blog

କୃଷ୍ଣଙ୍କର ପ୍ରଭାତ ଅବକାଶ

ଉନବିଂଶ ଶତାବ୍ଦୀର ଶେଷ ଭାଗରେ ପଣ୍ଡିତ ଗଣେଶ ମିଶ୍ର ଜଣେ ବୈଷ୍ଣବ କବି ଭାବରେ ଓଡ଼ିଆ, ସଂସ୍କୃତ, ବଂଗଳା ଓ ବ୍ରଜ…ଆଗକୁ ପଢନ୍ତୁ

ସ୍ବଭାଷା ହୋଇନି ସ୍ବାଧୀନ

ଲୋକଭାଷାଠୁଁ ହୋଇ ଭିନ୍ନଚାଲିଛି ସ୍ବଭାଷା ଲିଖନତେଣୁ ଏ ନୁହେ ସୁସଂପନ୍ନଏବେ ବି ପରଂପରାଧୀନ ଲେଖିବା ମାତ୍ରକେ ‘ ତତ୍ସମ ‘ହୁଏନି ଲୋକ…ଆଗକୁ ପଢନ୍ତୁ

ନଣନ୍ଦ-ଭାଉଜ ଟାହୁଲି

ନଣନ୍ଦ :କଇଁଆ କଇଁଥ କେନ୍ଦୁଖାଇବା ପାଇଁ କି କେତେ ତୁ କାନ୍ଦୁଭାଉଜ ଲୋଭାଇ ପୀରତି କି ନିନ୍ଦୁ । ଭାଉଜ :ଖଜୁରି…ଆଗକୁ ପଢନ୍ତୁ

ଧରା ପଡିଛନ୍ତି

ନୁଆ ନୂଆ କରୋନା ଭାରତକୁ ଆସିଥାଏ। ତାର ପରିଣାମ କଣ ଆଗକୁ ହେବ ଭଲ କରି ଜଣାପଡି ନ ଥାଏ। ଯେତେବେଳେ…ଆଗକୁ ପଢନ୍ତୁ

ଭାବିଛି ମୁଁ ଲେଖିବାକୁ

ଗୀତ ଟିଏ ଲେଖିବାକୁଭାବିଛି ଯେବେ ମୁଁ         ଗୀତ ଟିଏ ଲେଖିବାକୁ, କେବେ କେବେ ଅଜାଣତେଜାଣି ଜାଣି କେବେ ସତେ ବାଧ୍ୟ ହୁଏ ପୁଣି         ତମ…ଆଗକୁ ପଢନ୍ତୁ

କାବ୍ୟ ସର୍ଜନାର ନାଟକୀୟ ବିଷୟ ବିନ୍ୟାସ

ସ୍ରଷ୍ଟାର କାବ୍ୟ ସୃଷ୍ଟି ଆପାତତଃ କୌଣସି ଏକ ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟକୁ କେନ୍ଦ୍ରୀଭୂତ କରି । ଏକ ସୁନିର୍ଦ୍ଦିଷ୍ଟ କଥା ଏହାର ପରିକଳ୍ପନାର…ଆଗକୁ ପଢନ୍ତୁ

ତିନି ମାଇଲ ଖୁଣ୍ଟ

ଶୈଶବ:ଧୂଳି ଖେଳ, ବାଲିଘର, ମା କୋଳେ ଶୟନଗୀତ, ନାଚ, ହସ ଖୁସି ବିତିଯାଏ ରାତି ଦିନଲୁଚକାଳି, ଗୁଡିଟଣା, ବର୍ଷା ଭିଜା ଦିନମାନକାଗଜ…ଆଗକୁ ପଢନ୍ତୁ

ଭାଷାଗତ ବିସଂଗତି ଓ ସାହିତ୍ୟ

ଓଡ଼ିଆ ଭାଷା ଯେ ବର୍ତ୍ତମାନ କତିପୟ ଭାଷାଗତ ବିସଂଗତି ଓ ଦ୍ବନ୍ଦ୍ବର ସମ୍ମୁଖୀନ ଏଥିରେ ସନ୍ଦେହ ନାହିଁ। ସାହିତ୍ୟ ଜଗତ ହେଉଛି…ଆଗକୁ ପଢନ୍ତୁ

ମହାସାଗର

ଯୋଜନ ବିସ୍ତାରି ରହିଅଛ ତୁମେମା ମାଟିର କୋଳେ,ସୁନ୍ଦର ରୂପକୁ ଲେଖିକି ପାରିବିଯାହା ଦେଖେ ସଞ୍ଜ ବେଳେ। ମୁକ ସାକ୍ଷୀ ହୋଇ ଦିଗବଳୟକୁନେଇଛ…ଆଗକୁ ପଢନ୍ତୁ

କରୋନା କବିତା

କରୋନା ପ୍ରସଙ୍ଗ ଉପରେ ଏକୋଇଶି ଜଣ କବିଙ୍କର ସୁନିର୍ବାଚିତ କବିତାର ସମ୍ଭାରକୁ ନେଇ ପ୍ରସ୍ତୁତ ଏହି ସଂକଳନଟି।କରୋନା କାଳର ଅନୁଭବ ଆଜି…ଆଗକୁ ପଢନ୍ତୁ