ଲେଖକଙ୍କ ସେବାନିବୃତ୍ତି

ଶକୁନିର ପଶାପାଲି ଲମ୍ବିଛି ସବୁଠି, ବସ୍ତ୍ର ହରଣର ଦୃଶ୍ୟ ଅଭିନୀତ ସେଠି। ଲେଉଟୁଛି ଦୃଶ୍ୟପଟ ମହାଭାରତରଲୋଟୁଛି ମାଟି ବୈକୁଣ୍ଠ ଲୋଟୁଛି ସଂସ୍କାର।…ଆଗକୁ ପଢନ୍ତୁ
ଛେଳିଗୁଡ଼ାକ ମେଁ ମେଁ ସ୍ୱରରେ ମା’ ମଙ୍ଗଳାକୁ ଡାକିଡାକି ପ୍ରାଣ ବିକଳରେ ଧାଇଁଥିଲେ ଗାଁ ଆଡ଼େ। ରାସ୍ତାରେ କାହାର ନଖରାମି ଦେଖିବାକୁ…ଆଗକୁ ପଢନ୍ତୁ
ବତିଶଗୋଟି ମାନବେତର କାହାଣୀକୁ ନେଇ ସଂକଳିତ ଏହି ପୁସ୍ତକଟି ଏକ ପ୍ରଣିଧାନଯୋଗ୍ୟ ପ୍ରକାଶନ। ଏଥିରେ କାଳିନ୍ଦୀ ଚରଣ ପାଣିଗ୍ରାହୀଙ୍କର ‘ମାଂସର ବିଳାପ’ଠାରୁ…ଆଗକୁ ପଢନ୍ତୁ
ମୁଁ ଯଦି ଖଣ୍ଡେ ବହି କିଣୁନି, ଅନ୍ୟମାନେ କିଣିବେ ବୋଲି କାହିଁକି ଆଶା କରିବି? ମୁଁ ଠିକ୍ଠାକ୍ ଥିଲି। ଖାଉଥିଲି, ବୁଲୁଥିଲି,…ଆଗକୁ ପଢନ୍ତୁ
ଦେଖ, ଦେଖ ହେ ବିହଙ୍ଗ ମୁଁ ବି ପାରେ ଉଡ଼ି ! ପାଦ ଟେକି ଦେଇଛି ମୁଁ ହାତ ଅଛି ଭିଡ଼ିଭାରସାମ୍ୟ…ଆଗକୁ ପଢନ୍ତୁ
ଏହି ପାଠ ଦୋକାନର ବହୁତ ପ୍ରକାର ସ୍କିମ୍ ବା ପ୍ଲାନ୍ ପ୍ରସ୍ତୁତ କରାଯାଇଛି। ଗାଁ’ଗଣ୍ଡାରେ ତେଜରାତି ଦୋକାନଟିଏ ନିହାତି ଦେଖିବାକୁ ମିଳିଥାଏ।…ଆଗକୁ ପଢନ୍ତୁ
ନାଲି ପାନ ବିବି କହୁଥିଲ ମୋତେ ଆଣୁଥିଲ ଖିଲିପାନ, ସାଦା ପାନ ଖଣ୍ଡେ ଆଣ କହିଲାରୁକହୁଛ ବନ୍ଦ ଦୋକାନ। ରଜରେ ସେଦିନ…ଆଗକୁ ପଢନ୍ତୁ
ଏବେ ସବୁ ରାସ୍ତା ତାକୁ ଆପଣାର ମନେ ହେଉଥିଲା, ଯାହା କୁଆଡ଼େ ବି ଯାଉନଥିଲା। ଲଫାପା ଉପରେ ଅଠା ଟିକେଟ ମାରୁମାରୁ…ଆଗକୁ ପଢନ୍ତୁ
“ତୁମେ ସେ ଚିଠିରେ କେତେ କ’ଣ ଲେଖିଥିବ ବୋଲି ମୁଁ ଆଶା କରୁଥିଲି, ଅଥଚ କ’ଣ ଲେଖିଥିଲ ତୁମେ?“ ମୋ’ ସାନଭଉଣୀ…ଆଗକୁ ପଢନ୍ତୁ
ଲୋକମାନଙ୍କର ସୁଖ, ଦୁଃଖ, ନୈରାଶ୍ୟ, ଯନ୍ତ୍ରଣା ଓ ସଂଘର୍ଷର କଥା ଯଦି କବିତାରେ ଉଠୁନାହିଁ, ସେମାନେ ଆପଣଙ୍କୁ କାହିଁକି ଶୁଣିବେ? ଅଶ୍ୱିନୀ…ଆଗକୁ ପଢନ୍ତୁ