ଲେଖକଙ୍କ ସେବାନିବୃତ୍ତି

ଶ୍ରୀଜଗନ୍ନାଥଙ୍କ ପବିତ୍ର ଘୋଷଯାତ୍ରା ଉପଲକ୍ଷେ କବିହୃଦୟରୁ ଝରିଆସିଛି ଏହି ପ୍ରତିବେଦନ। ସ୍ମୃତିପଟେ ଦୃଶ୍ୟମାନ୍ ବିଂଦୁଏ ଆଲୋକସଦ୍ୟଜାତ ସଂତାନର ହସ ପରି ଛବି…ଆଗକୁ ପଢନ୍ତୁ
ମୁଁ ଯାହା ଅନୁଭବ କରିଛି, ସବୁଠାରୁ ଦୁଃଖୀ ଲୋକ ଯିଏ ସେ ବ୍ୟଙ୍ଗ କରେ। ବିଶିଷ୍ଟ ସାହିତ୍ୟିକ, ଶିକ୍ଷାବିତ୍ ଓ ଐତିହ୍ୟ…ଆଗକୁ ପଢନ୍ତୁ
ନବଚିତ୍ରଣ ଏକ ଗର୍ହିତ କାର୍ଯ୍ୟ ନୁହେଁ; କାରଣ ନବୀନତାକୁ ଆମେ ପ୍ରଗତି ବା ସକାରାତ୍ମକତାର ଏକ ସୂଚକ ବୋଲି ଧରିନେଇଥାଉ। କିନ୍ତୁ…ଆଗକୁ ପଢନ୍ତୁ
କିଆ ଫୁଲ ଖସ ଖସ। ବାପାଙ୍କର ଖାନଦାନିଆ ନିଶ। ବାଡ଼ିରେ ନଳିତା ବିଡ଼ା।ଶ୍ଵଶୁର ମୋହର ଖାଆନ୍ତି ମୋଡ଼ା।ଖାଆନ୍ତି ମୋଡ଼ା ଲୋସ୍ଵଭାବଟା ବଡ଼…ଆଗକୁ ପଢନ୍ତୁ
ନାଚ ଶେଷରେ ମୁଁ ତାଙ୍କୁ କହିଲି, ତୁମେ ଭୁଲ ଗାଇଲ। ମୋ ପିଲାଦିନେ ମାଇନର ସ୍କୁଲରେ ଥିଲା ଯାଏ ଲକ୍ଷ୍ମଣ ଦାସ…ଆଗକୁ ପଢନ୍ତୁ
‘ଚୁପ୍ ରହ। ବେଜିତ୍ କରନା। ମୁଁ ଦେବଦୂତ ନୁହେଁ, ମଣିଷ।’ ଦେବଦୂତ ଜଣକ ବଡ଼ପାଟିରେ କହିଲା। ଜ୍ୱରରେ ଜଳୁଥିବା ସକୀନାର ଦୁଇ…ଆଗକୁ ପଢନ୍ତୁ
ବାପାକୁ ବୁଝିବାକୁ ବୟସ ବି ହୁଏ ନାହିଁ ଲୋଡ଼ା। ବାପା ଗୋଟେ ଶବ୍ଦନୁହେଁମୁଠାଏ ସ୍ୱପ୍ନର ଆକାଶ,ବାପା ଗୋଟେ ବସ୍ତୁ କିବାବ୍ୟକ୍ତିଟିଏ ନୁହଁଜୀବନର…ଆଗକୁ ପଢନ୍ତୁ
ଆମ ଓଡ଼ିଆ ଭାଷା ଆଉ ଅକ୍ଷତ ହୋଇ ନାହିଁ। ଆଜ୍ଞାମାନେ! ଶୀର୍ଷକକୁ ଦେଖି ଆପଣ ମୁହଁ ବୁଲେଇ ନେବେନି। ଏମିତି କିଛି…ଆଗକୁ ପଢନ୍ତୁ
ମୁଁ ମାଆ ଶାରଳାଙ୍କର ଆଶୀର୍ବାଦ ପ୍ରାପ୍ତ। ତାଙ୍କରି ପ୍ରେରଣାରେ ମୁଁ ଲେଖୁଛି। ଓଡ଼ିଶାର ଗଣଔପନ୍ୟାସିକ ଭାବରେ ପରିଚିତ ଭାଗୀରଥି ଦାସ ପାଞ୍ଚ…ଆଗକୁ ପଢନ୍ତୁ
ନାମବାଚକ ବିଶେଷ୍ୟ ଅନେକ ସମୟରେ କେବଳ ଯେ ଭାଷାବିତ୍ମାନଙ୍କୁ ହରଡ଼ଘଣାରେ ପକାଏ ତା’ ନୁହେଁ, ଲେଖକ, ସମ୍ପାଦକ ଓ ପ୍ରୁଫ୍ରିଡରମାନେ ମଧ୍ୟ…ଆଗକୁ ପଢନ୍ତୁ