Blog

ଚିଫ୍ ୱାଟର ସପ୍ଲାଇ ଅଫିସର

ଶରତ ବାବୁ ଝିଅ ବାହାଘର ପାଇଁ ଜ୍ୱାଇଁ ଖୋଜି ଖୋଜି ବ୍ୟସ୍ତ ହୋଇ ପଡିଲେଣି। ମନ ଲାଖି ଜ୍ୱାଇଁଟିଏ ପାଇଁ କେତେ…ଆଗକୁ ପଢନ୍ତୁ

ପୌଷ ସଂଜର ସନେଟ୍

ସଂଜର କୁଆଁରୀ ଦେହେ ମାଡ଼ିଆସେ ଜ୍ୟୋତ୍ସ୍ନାର ଜୁଆରଆଖିରେ ମହୁଲି ସ୍ବପ୍ନ ମନତଳେ ଫାଲଗୁନୀ ଫୁଆରପଞ୍ଚମ ତାନରେ ଗାଏ ବେପରୁଆ ପୁବେଇ ପବନପୌଷର…ଆଗକୁ ପଢନ୍ତୁ

ଚୁକ୍ତି ଭିତ୍ତିକ ଚାକିରୀ

ଛେଲାଗଡ ଛକରେ ଓହ୍ଲାଇ ଦେଇ ବସ୍ ଟି ଆଗକୁ ଗଡି ଚାଲିଲା। ତ୍ରିପାଠୀଏ ରାତି ଚାରିଟାରୁ ବାହାରି ଲେଣି। ଏଠାରେ ପହଞ୍ଚୁ…ଆଗକୁ ପଢନ୍ତୁ

ରୀତିଯୁଗୀୟ କାବ୍ୟାଦର୍ଶରେ ଅଭିମନ୍ୟୁଙ୍କ କାବ୍ୟ ସଂସାର

ରୀତିର ଆଦି ଉତ୍ସ ହେଉଛି ବେଦ। ରୀଡ୍ଂ ଧାତୁରେ ଅଧିକରଣାର୍ଥେ “କ୍ତିନ” ପ୍ରତ୍ୟୟ ଯୋଗେ ହେବା ଦ୍ୱାରା ରୀତି ଶବ୍ଦର ସୃଷ୍ଟି।…ଆଗକୁ ପଢନ୍ତୁ

ପନ୍ଦରଟି ଲିମେରିକ୍

୧ଛକି ଲୁଚି ବସିଥିଲା ମଦନାଧରିବାକୁ ଗୋଟେ ବଡ଼ ମଇନାଭାବୁଥିଲା ବାରମ୍ବାରଆଜି ତାର କଚ୍ଚେପୁଅବାରଧରିପକାଇଲା ତାକୁ ରେଞ୍ଜର ଭାଇନା। ୨ଶୋଇଲି ଦିନେ ଖାଇ…ଆଗକୁ ପଢନ୍ତୁ

ଅତନୁ ଅତସୀ

କ’ଣ କହିବା ଏହାକୁ? ଗଳ୍ପ ନା କବିତା? ‘ଅ’ ଅକ୍ଷର ଅନୁପ୍ରାସରେ ରଚିତ ଏଭଳି ଲେଖା ଓଡ଼ିଆ ସାହିତ୍ୟରେ ବିରଳ। ଏଥିରୁ…ଆଗକୁ ପଢନ୍ତୁ

ଅଯୋଗ୍ୟ

କଣ କହିବି ସାର୍? ରେଟ୍ ପୁରା ଡବଲ ଅଛି, କିନ୍ତୁ ଆପଣ ଯେହେତୁ ମୋତେ ପାଠ ପଢାଇଛନ୍ତି ସେଥିପାଇଁ ମୁଁ ଅଧାରେଟରେ…ଆଗକୁ ପଢନ୍ତୁ

ଆନ୍ତଃ ଚେତନାର ଆବିଷ୍କାର

ନିଜକୁ ଚିହ୍ନିବା ଆଉ ଭଲପାଇବା ଏକ ସାଧନାର କଥା। ଏଥିପାଇଁ ନିଜ ଆନ୍ତର୍ଚେତନାକୁ ଯିବାକୁ ପଡ଼େ। ଆନ୍ତର୍ଚେତନାକୁ ଗଲେ ଯାଇ ନିଜକୁ…ଆଗକୁ ପଢନ୍ତୁ

ପୁଣି ଫେରିଲା ଛନ୍ଦ

କବିତାର ଏକ ଛନ୍ଦମୁକ୍ତ ସ୍ବରୂପ ଆମ ସାହିତ୍ୟରେ ପ୍ରବେଶ କଲା ବିଶେଷତଃ ଆଧୁନିକ କାଳରେ। ଟି.ଏସ୍.ଏଲିଅଟଙ୍କ କବିତାରେ ଅନୁପ୍ରାଣିତ ହୋଇ ଶ୍ରୀ…ଆଗକୁ ପଢନ୍ତୁ

ସାରଳାଦାସଙ୍କ ନିଜସ୍ଵ ପରିକଳ୍ପନା ନବଗୁଞ୍ଜର ରୂପ

ମହାଭାରତ ହେଉଛି ଭାରତବର୍ଷର ଜାତୀୟ ମହାକାବ୍ୟ। ସମଗ୍ର ଭାରତବର୍ଷର ଜନଜୀବନର ଚିତ୍ର ଏଥିରେ ପ୍ରତିଫଳିତ। ଭାରତବର୍ଷରେ ପ୍ରାଗ୍ ଐତିହାସିକ ଯୁଗରୁ ବିଭିନ୍ନ…ଆଗକୁ ପଢନ୍ତୁ