ବର୍ଷୀୟାନ କଥାକାର ଦେବ୍ରାଜ ଲେଙ୍କାଙ୍କ ସହ ଆଳାପ

ସାଧାରଣ ଲୋକଙ୍କ ଭାଷାରେ ଲେଖାଯାଉ। ନିଜକୁ ଗୋଟିଏ ମୂର୍ଖ ମନେକରି ସାହିତ୍ୟ ଲେଖିବା ଭାରି କଷ୍ଟ। ଦେବ୍ରାଜ ଲେଙ୍କା ଓଡ଼ିଆ କଥାସାହିତ୍ୟରେ…ଆଗକୁ ପଢନ୍ତୁ

ଆମ ଚଉପଦୀ

ବିଭିନ୍ନ ପତ୍ରପତ୍ରିକା, କବିତା ସଂକଳନ ଓ ସମ୍ବାଦପତ୍ରମାନଙ୍କର ସାହିତ୍ୟ-ପୃଷ୍ଠା ପ୍ରତି ଦୃଷ୍ଟିଚାରଣ କଲେ ଆମେ ଜାଣିପାରିବା ଯେ ସେଗୁଡିକରେ ପ୍ରକାଶିତ ହେଉଥିବା…ଆଗକୁ ପଢନ୍ତୁ

ହିମାଳୟର ଜଣେ ସନ୍ଥଙ୍କର ଶ୍ରୀମନ୍ଦିର ଦର୍ଶନ

ପୁରୀରେ ରଥଯାତ୍ରା ସମୟରେ ଟ୍ରାଫିକ ଡ୍ୟୁଟିରେ ଥିଲାବେଳେ କିପରି ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ, ସେ ବିଷୟରେ ଗୋଟିଏ ଘଟଣା ବର୍ଣନା…ଆଗକୁ ପଢନ୍ତୁ

ମୁଁ ପଢ଼େ ସେମାନଙ୍କ କବିତା

ହଁ, ୟୁରୋପ ଓ ଆମେରିକାର କବିଙ୍କୁ ମୁଁ ପଢ଼ି ଆସିଚି ଏଯାଏଁ, ଭାବି ଆସିଚିଯେ ଏଇମାନେହିଁ ଆଧୁନିକ ବିଶ୍ବରେ କବିତାର ସ୍ୱର…ଆଗକୁ ପଢନ୍ତୁ

ଓଡ଼ିଆ ପୁଅର ବିଜନେସ୍ ମଡେଲ୍

ମୃତ୍ୟୁଟା ହେଲା ବହୁତ ପାୱାରଫୁଲ୍ ଇଭେଣ୍ଟ । ଓଡ଼ିଆ ମାନେ ନୌବାଣିଜ୍ୟରେ ଧୁରନ୍ଧର ଥିବା ଆମେ ଶୁଣିଆସିଛୁ। ତଅପୋଇର କାହାଣୀ ସହ…ଆଗକୁ ପଢନ୍ତୁ

ଟରୋଣ୍ଟୋରେ ରଜ

“ଦୋଳି ଖେଳୁଛି ମୋ ଗୋରୀ / ବାରିରୁ ତୋଳିଲି ଏତକ ଚେରୀଲୋ / ଜହ୍ନ ହସେ କିରିକିରି ।” ସାତ ସମୁଦର…ଆଗକୁ ପଢନ୍ତୁ

ଅଜବ ରଜ-ମଉଜ

ଆଜିକାଲି ରୋଡ-ରୋମିଓମାନେ, ଦୋଳିଖେଳ ପାଖରେ କେହି ନ ଡାକିଲେ ବି ଛାଆଁକୁ ଛାଆଁ ଆସି ରୁଣ୍ଡ ହୁଅନ୍ତି। ଯାବତ ବେକାରିଆ ଏ…ଆଗକୁ ପଢନ୍ତୁ

ସ୍ମୃତିର ଆଇନାରେ ‘ଆସନ୍ତାକାଲି’

କେହି ଏଭଳି ମନେ କରିବେ ନାହିଁ- ଏହା ମୋର ମୃତ୍ୟୁକାଳୀନ ଜମାନବନ୍ଦୀ। ‘ଆସନ୍ତାକାଲି’ ମୋର ପରିଚୟ।ମୋ ସ୍ରଷ୍ଟାମାନସକୁ ଅଭିମନ୍ତ୍ରିତ କରିଛି ଆସନ୍ତାକାଲି।ବର୍ଷେ…ଆଗକୁ ପଢନ୍ତୁ

ରସ ସର୍ଜନାର ବୈଜ୍ଞାନିକ ଦିଗ

ଆକାଶ ପରି ବ୍ୟାପ୍ତ ମସ୍ତିଷ୍କର ଠାଏ ଠାଏ ମନ ମେଘ ପରି ଅଟକିଯାଇ ରସ ବର୍ଷା କରାଏ। ‘ରସ’ ର ବୈଜ୍ଞାନିକ…ଆଗକୁ ପଢନ୍ତୁ

ଓଡ଼ିଆ ଚଳଚ୍ଚିତ୍ରରେ ଆମ ସାହିତ୍ୟର ଭୂମିକା

ବହୁ କାଳଜୟୀ ଓଡ଼ିଆ ଗଳ୍ପ, ଉପନ୍ୟାସ ଓ ନାଟକ ଆଦିକୁ ଆଧାର କରି ଓଡ଼ିଆ ଚଳଚ୍ଚିତ୍ରମାନ ପ୍ରସ୍ତୁତ ହୋଇଛି। ଧାନ ହେଉଚି…ଆଗକୁ ପଢନ୍ତୁ