ଛନ୍ଦ ହେଉଛି କବିତାର ଏକ ଅପରିହାର୍ଯ୍ୟ ଅଙ୍ଗ। ଆମ କାବ୍ୟ ପରମ୍ପରାର ଏହି ଦିଗଟି ଉପରେ ଆଲୋକପାତ କରିଛନ୍ତି ଲେଖକ। ସଂସ୍କୃତ…ଆଗକୁ ପଢନ୍ତୁ
Author: sahityacharcha
ଶପଥ ବୁଣିଛି ସୁନା କୋଇଲି …
ସୁଗାୟିକା ତପୁ ମିଶ୍ର ଯେ ଏତେ ଶୀଘ୍ର ଆମ ଗହଣରୁ ଚାଲିଯିବେ, ଜଣା ନଥିଲା। ତାଙ୍କର ଅକାଳ ବିୟୋଗରେ ସ୍ମୃତି ତର୍ପଣ…ଆଗକୁ ପଢନ୍ତୁ
ଆମେରିକାରେ ‘ଛମାଣ ଆଠ ଗୁଣ୍ଠ’ ନାଟକ – ଏକ ଅଭିଜ୍ଞତା
କାନାଡ଼ା ଦେଶରେ ଅବସ୍ଥାନ କରୁଥିବା ସୁପରିଚିତ ଓଡ଼ିଆ ବୈଜ୍ଞାନିକ, କବି ତଥା ସାଂସ୍କୃତିକ ବ୍ୟକ୍ତିତ୍ବ ଗଗନ ପାଣିଗ୍ରାହୀ ଆମେରିକାରେ ଏକଦା ଫକୀର…ଆଗକୁ ପଢନ୍ତୁ
ଗ୍ରୀଷ୍ମ-କାଳୀନ ବର୍ଷା
କବୟତ୍ରୀଙ୍କ କଲମରେ ରୂପାୟିତ ଗ୍ରୀଷ୍ମ-କାଳୀନ ଅଦିନ ମେଘର ଚିତ୍ର । ବର୍ଷା ଆସେ ଥରକୁ ଥର, ଆମାଜନ୍ ରୁପାର୍ସଲ ଆସିଲା ପରି,ମୌସୁମୀ…ଆଗକୁ ପଢନ୍ତୁ
ସତ୍ୟବାନ ବ୍ରତ
ପ୍ରତିବର୍ଷ ସାବିତ୍ରୀ ବ୍ରତ ପାଳିତ ହେଉଥିବା ବେଳେ ଆମେମାନେ ଘର ଭିତରର ସାବିତ୍ରୀମାନଙ୍କ କଥା ପାଶୋରି ଦେଉ କି? ଏ ପ୍ରସଙ୍ଗରେ…ଆଗକୁ ପଢନ୍ତୁ
ଯାହାକୁ କହନ୍ତି ସେବା
ଏ ଦେଶରେ ‘ସେବା’ର ପରିଭାଷା କଣ? ଏ ପ୍ରସଙ୍ଗଟି ଉପରେ ଏକ ବ୍ୟଙ୍ଗ ଦୃଷ୍ଟିପାତ କରିଛନ୍ତି ଲେଖକ। ଆମ ଓଡିଶାରେ ଗୋଟିଏ…ଆଗକୁ ପଢନ୍ତୁ
ଲେଖା ଓ ଲେଖକ ମଧ୍ୟରେ ବ୍ୟବଧାନ
ଜଣେ ଲେଖକ ହେଉଛନ୍ତି ନିଜ ଲେଖାର ସ୍ରଷ୍ଟା ବା ଜନ୍ମଦାତା। ଏମାନଙ୍କ ମଧ୍ୟରେ ବ୍ୟବଧାନ ପୁଣି କ’ଣ? ଏ ପ୍ରଶ୍ନଟି ଆମ…ଆଗକୁ ପଢନ୍ତୁ
ମରଣ ବଂଦନୀୟ
କବି ଜିଇଁଥିଲେ ସଭିଏଁ ନିରବମଲା ପରେ ହେଉଁ ମୁଖରପ୍ରଶଂସାରେ ପୋତିଦେଇ ଲେଖକଂକୁଦେଖାଉଁ ଆମ ସଂସ୍କାର କିଏ ଶିଖାଇଲା କେବେ ଆମକୁପ୍ରୀତି ଲୁଚାଇବା…ଆଗକୁ ପଢନ୍ତୁ
Faturananda – the Doyen of Satire in Odia Fiction
He redefined satire in Odia short stories. The author pays his tribute to the great satirist…ଆଗକୁ ପଢନ୍ତୁ
କବି-ପରମ୍ପରା
ଓଡ଼ିଆ କବିତାର ଧାରା କେଉଁକାଳରୁ ବହି ଚାଲିଛି ଏବଂ ପ୍ରବହମାନ ରହିବ ମଧ୍ୟ। ଆମ କାବ୍ୟ ପରମ୍ପରାର ଉନ୍ମେଷ ଠାରୁ ନେଇ…ଆଗକୁ ପଢନ୍ତୁ