ପଞ୍ଚମୁଦ୍ରା

ଦଶହରାର ପବିତ୍ର ଲଗ୍ନରେ କବି ଦେବୀଙ୍କୁ ଆବାହନ କରିଛନ୍ତି ଏକ ନିଆରା ଦୃଷ୍ଟିରେ । ସମ୍ବୋଧନୀ…!ଯଦି ଛନ୍ଦ କପଟରେ ଏତେ ଥିଲା…ଆଗକୁ ପଢନ୍ତୁ

ଆସିବ ସୁଦିନ?

ଆମ ରାଇଜରେ ଏକ ସ୍ୱର୍ଣ୍ଣିମ ବ୍ୟବସ୍ଥାର ସ୍ୱପ୍ନ ଦେଖନ୍ତି କବି। ନେତାଗଣ ହୋଇଯିବେ ସ୍ପଷ୍ଟ ସତ୍ୟବାଦୀକର୍ମୀଗଣ ହୋଇବେନି ଆଉ ପ୍ରତିବାଦୀବେପାରୀ ସମୂହ…ଆଗକୁ ପଢନ୍ତୁ

ରକ୍ତମଗ୍ନା ରିଞ୍ଜୋଡି (୧)

ପାହାଡ ତୀଖଛୁଇଁ, ଘୁମେଁଇ ପଡିଥିବାନେଳି ନେଳିଆ,ଆଞ୍ଜୁଳାଏ ଆକାଶସାରାକିଏ, କେଜାଣି ଓଜାଡି, ଦେଇଛିମିଞ୍ଜିମିଞ୍ଜିଆ ଚାଙ୍ଗୁଡିଭର୍ତ୍ତି ତାରା ଫୁଲ,ଅନ୍ଧାର ସିନ୍ଥିରେ ଗାଢକଳାଲେସିଦେଇଛି, ପଥର ସନ୍ଧିରେଲୁଚିଥିବା,…ଆଗକୁ ପଢନ୍ତୁ

ଆମ ଲେଂଗୁଏଜ୍‌, କଲ୍‌ଚର୍‌

ଆମ ନିଜ ମାତୃଭାଷା ପ୍ରତି ଆମମାନଙ୍କର ମତିଗତିକୁ ପ୍ରଶ୍ନ କରିଛନ୍ତି କବି । ମଦର୍‌ଲ୍ୟାଂଡ୍‌ ଓ ମଦର୍‌ଟଂଗ୍‌ଲୋଡ଼ଂତି ସେବା ଓ ଯତ୍ନଟାୟାର୍ଡ୍‌…ଆଗକୁ ପଢନ୍ତୁ

ଟଙ୍କାର

ହେ ଅର୍ଜୁନ ! କଷିଥାନ୍ତ ଗୁଣ, ଯୋଖିଥାନ୍ତ ବାଣ, ନା ଶୁଭିଥାନ୍ତା ପଞ୍ଚଜନ୍ୟ ଶଙ୍ଖ ଧ୍ୱନି, ନା ବାଜିଥାନ୍ତା ଯୁଦ୍ଧର ନାଗରା,…ଆଗକୁ ପଢନ୍ତୁ

ଅଟଇ କି ଫାଲତୁ?

କବି ସିନା ଏହାକୁ କହନ୍ତି ‘ଫାଲତୁ କଥା’ । ଆମେ କିନ୍ତୁ ମାନିବାକୁ ରାଜି ନୁହଁ । ବରଂ ଏହା ଏକ…ଆଗକୁ ପଢନ୍ତୁ

ଆଠଟି ଗଜଲ

ଜାକିର ଖାନ ଓଡ଼ିଆ ଗଜଲ ଜଗତରେ ଏକ ସୁପରିଚିତ ନାମ । ଆସନ୍ତୁ ପଢିବା ତାଙ୍କ କଲମରୁ ଆଠଟି ମନଛୁଆଁ ଗଜଲ…ଆଗକୁ ପଢନ୍ତୁ

ଗାଁ’ର ସେକାଳ,ଏକାଳ

ଆମ ସେକାଳର ଗାଁ କ’ଣ ସତରେ ହଜିଯାଇଛି? ବଦଳିଯାଇଛି ଆମ ଗାଁ? ଏହାର ଏକ ବାସ୍ତବବାଦୀ ଚିତ୍ରପଟ ଏଠାରେ ପ୍ରସ୍ତୁତ କରିଛନ୍ତି…ଆଗକୁ ପଢନ୍ତୁ

ଶପଥ ବୁଣିଛି ସୁନା କୋଇଲି …

ସୁଗାୟିକା ତପୁ ମିଶ୍ର ଯେ ଏତେ ଶୀଘ୍ର ଆମ ଗହଣରୁ ଚାଲିଯିବେ, ଜଣା ନଥିଲା। ତାଙ୍କର ଅକାଳ ବିୟୋଗରେ ସ୍ମୃତି ତର୍ପଣ…ଆଗକୁ ପଢନ୍ତୁ

ଗ୍ରୀଷ୍ମ-କାଳୀନ ବର୍ଷା

କବୟତ୍ରୀଙ୍କ କଲମରେ ରୂପାୟିତ ଗ୍ରୀଷ୍ମ-କାଳୀନ ଅଦିନ ମେଘର ଚିତ୍ର । ବର୍ଷା ଆସେ ଥରକୁ ଥର, ଆମାଜନ୍ ରୁପାର୍ସଲ ଆସିଲା ପରି,ମୌସୁମୀ…ଆଗକୁ ପଢନ୍ତୁ