୧ଛକି ଲୁଚି ବସିଥିଲା ମଦନାଧରିବାକୁ ଗୋଟେ ବଡ଼ ମଇନାଭାବୁଥିଲା ବାରମ୍ବାରଆଜି ତାର କଚ୍ଚେପୁଅବାରଧରିପକାଇଲା ତାକୁ ରେଞ୍ଜର ଭାଇନା। ୨ଶୋଇଲି ଦିନେ ଖାଇ…ଆଗକୁ ପଢନ୍ତୁ
Author: sahityacharcha
ଅତନୁ ଅତସୀ
କ’ଣ କହିବା ଏହାକୁ? ଗଳ୍ପ ନା କବିତା? ‘ଅ’ ଅକ୍ଷର ଅନୁପ୍ରାସରେ ରଚିତ ଏଭଳି ଲେଖା ଓଡ଼ିଆ ସାହିତ୍ୟରେ ବିରଳ। ଏଥିରୁ…ଆଗକୁ ପଢନ୍ତୁ
ଅଯୋଗ୍ୟ
କଣ କହିବି ସାର୍? ରେଟ୍ ପୁରା ଡବଲ ଅଛି, କିନ୍ତୁ ଆପଣ ଯେହେତୁ ମୋତେ ପାଠ ପଢାଇଛନ୍ତି ସେଥିପାଇଁ ମୁଁ ଅଧାରେଟରେ…ଆଗକୁ ପଢନ୍ତୁ
ଆନ୍ତଃ ଚେତନାର ଆବିଷ୍କାର
ନିଜକୁ ଚିହ୍ନିବା ଆଉ ଭଲପାଇବା ଏକ ସାଧନାର କଥା। ଏଥିପାଇଁ ନିଜ ଆନ୍ତର୍ଚେତନାକୁ ଯିବାକୁ ପଡ଼େ। ଆନ୍ତର୍ଚେତନାକୁ ଗଲେ ଯାଇ ନିଜକୁ…ଆଗକୁ ପଢନ୍ତୁ
ପୁଣି ଫେରିଲା ଛନ୍ଦ
କବିତାର ଏକ ଛନ୍ଦମୁକ୍ତ ସ୍ବରୂପ ଆମ ସାହିତ୍ୟରେ ପ୍ରବେଶ କଲା ବିଶେଷତଃ ଆଧୁନିକ କାଳରେ। ଟି.ଏସ୍.ଏଲିଅଟଙ୍କ କବିତାରେ ଅନୁପ୍ରାଣିତ ହୋଇ ଶ୍ରୀ…ଆଗକୁ ପଢନ୍ତୁ
ସାରଳାଦାସଙ୍କ ନିଜସ୍ଵ ପରିକଳ୍ପନା ନବଗୁଞ୍ଜର ରୂପ
ମହାଭାରତ ହେଉଛି ଭାରତବର୍ଷର ଜାତୀୟ ମହାକାବ୍ୟ। ସମଗ୍ର ଭାରତବର୍ଷର ଜନଜୀବନର ଚିତ୍ର ଏଥିରେ ପ୍ରତିଫଳିତ। ଭାରତବର୍ଷରେ ପ୍ରାଗ୍ ଐତିହାସିକ ଯୁଗରୁ ବିଭିନ୍ନ…ଆଗକୁ ପଢନ୍ତୁ
ଦୀପ
ଦୀପ ଟିଏ ମୋତେ କରିଦିଅ ପ୍ରଭୁଧିମି ଧିମି ଜଳୁ ଥାଏ,ତୁମ ଶ୍ରୀଚରଣେ ଆସରି ନିଜକୁମୁକ୍ତି ପଥ ଖୋଜୁ ଥାଏ। ତାରା ଟିଏ…ଆଗକୁ ପଢନ୍ତୁ
ଜୀବନ୍ତ ଟାଇପରାଇଟର
ନିର୍ଜନ ଇଲାକାରେ କାଁ ଭାଁ କେଉଁଠି ଘରମାନଙ୍କରେ ଆଲୁଅ ଜଳୁଛି ଲାଗୁଚି ଯେମିତି ଆକାଶର ଛବି ଏଇ ମାଟି ଉପରେ ପଡିଛି…ଆଗକୁ ପଢନ୍ତୁ
ମୁଖପାତ୍ର
ପିଲାଦିନେ ଯେତେବେଳେ ରେଡ଼ିଓରୁ “ମୁଖପାତ୍ର” ଶବ୍ଦ ଶୁଣିଲି ଅର୍ଥ ବୁଝିପାରିଲି ନାହିଁ। ତାକୁ ଇଂରାଜୀରେ ରୂପାନ୍ତରିତ କରି ଭାବିଲି “ଫେସ” ମାନେ…ଆଗକୁ ପଢନ୍ତୁ
Diminishing Marginal Utility and the Tenth Apple
【I】 On a sleepless night, I was fascinated and my willingness got elongated when God himself…ଆଗକୁ ପଢନ୍ତୁ