କ୍ଲରିହ୍ୟୁ ହେଉଛି ଏକ ଚାରି ଧାଡ଼ିଆ ଖିଆଲି ବା ହାଲୁକା କବିତା ଯାହାକି ଜଣେ ବ୍ୟକ୍ତିବିଶେଷଙ୍କୁ ଆଧାର କରି ଲେଖା ଯାଇଥାଏ।…ଆଗକୁ ପଢନ୍ତୁ
Author: sahityacharcha
ସେମାନେ
ରଘୁନାଥ ମହାପାତ୍ର ରଘୁନାଥ ମହାପାତ୍ର ପୁରୀରମନୋନୀତ ରାଜ୍ୟ ସଭା ମେମ୍ବରକଥାକହିପାରେ ପଥର ଯେପରି ତାଙ୍କରି ନିହାଣ ମୁନରେକୋଣାର୍କ ଗୋଟିଏ ଗଢ଼ିବା ନିଶାରେ…ଆଗକୁ ପଢନ୍ତୁ
ଉତ୍କଳରତ୍ନ ବାରିଷ୍ଟର ବିଶ୍ୱନାଥ ମିଶ୍ର
ତାଙ୍କୁ ଯଥାର୍ଥରେ କୁହାଯାଉଛି ଓଡ଼ିଶା ଇତିହାସର ବହ୍ନିପୁରୁଷ। ସେ ପୁଣି ଉତ୍କଳରତ୍ନ। ବାରିଷ୍ଟର ବିଶ୍ୱନାଥ ମିଶ୍ର ଥିଲେ ଏକ କିମ୍ବଦନ୍ତୀ। ସାକ୍ଷୀଗୋପାଳ…ଆଗକୁ ପଢନ୍ତୁ
ଚିଫ୍ ୱାଟର ସପ୍ଲାଇ ଅଫିସର
ଶରତ ବାବୁ ଝିଅ ବାହାଘର ପାଇଁ ଜ୍ୱାଇଁ ଖୋଜି ଖୋଜି ବ୍ୟସ୍ତ ହୋଇ ପଡିଲେଣି। ମନ ଲାଖି ଜ୍ୱାଇଁଟିଏ ପାଇଁ କେତେ…ଆଗକୁ ପଢନ୍ତୁ
ପୌଷ ସଂଜର ସନେଟ୍
ସଂଜର କୁଆଁରୀ ଦେହେ ମାଡ଼ିଆସେ ଜ୍ୟୋତ୍ସ୍ନାର ଜୁଆରଆଖିରେ ମହୁଲି ସ୍ବପ୍ନ ମନତଳେ ଫାଲଗୁନୀ ଫୁଆରପଞ୍ଚମ ତାନରେ ଗାଏ ବେପରୁଆ ପୁବେଇ ପବନପୌଷର…ଆଗକୁ ପଢନ୍ତୁ
ଚୁକ୍ତି ଭିତ୍ତିକ ଚାକିରୀ
ଛେଲାଗଡ ଛକରେ ଓହ୍ଲାଇ ଦେଇ ବସ୍ ଟି ଆଗକୁ ଗଡି ଚାଲିଲା। ତ୍ରିପାଠୀଏ ରାତି ଚାରିଟାରୁ ବାହାରି ଲେଣି। ଏଠାରେ ପହଞ୍ଚୁ…ଆଗକୁ ପଢନ୍ତୁ
ରୀତିଯୁଗୀୟ କାବ୍ୟାଦର୍ଶରେ ଅଭିମନ୍ୟୁଙ୍କ କାବ୍ୟ ସଂସାର
ରୀତିର ଆଦି ଉତ୍ସ ହେଉଛି ବେଦ। ରୀଡ୍ଂ ଧାତୁରେ ଅଧିକରଣାର୍ଥେ “କ୍ତିନ” ପ୍ରତ୍ୟୟ ଯୋଗେ ହେବା ଦ୍ୱାରା ରୀତି ଶବ୍ଦର ସୃଷ୍ଟି।…ଆଗକୁ ପଢନ୍ତୁ
ପନ୍ଦରଟି ଲିମେରିକ୍
୧ଛକି ଲୁଚି ବସିଥିଲା ମଦନାଧରିବାକୁ ଗୋଟେ ବଡ଼ ମଇନାଭାବୁଥିଲା ବାରମ୍ବାରଆଜି ତାର କଚ୍ଚେପୁଅବାରଧରିପକାଇଲା ତାକୁ ରେଞ୍ଜର ଭାଇନା। ୨ଶୋଇଲି ଦିନେ ଖାଇ…ଆଗକୁ ପଢନ୍ତୁ
ଅତନୁ ଅତସୀ
କ’ଣ କହିବା ଏହାକୁ? ଗଳ୍ପ ନା କବିତା? ‘ଅ’ ଅକ୍ଷର ଅନୁପ୍ରାସରେ ରଚିତ ଏଭଳି ଲେଖା ଓଡ଼ିଆ ସାହିତ୍ୟରେ ବିରଳ। ଏଥିରୁ…ଆଗକୁ ପଢନ୍ତୁ
ଅଯୋଗ୍ୟ
କଣ କହିବି ସାର୍? ରେଟ୍ ପୁରା ଡବଲ ଅଛି, କିନ୍ତୁ ଆପଣ ଯେହେତୁ ମୋତେ ପାଠ ପଢାଇଛନ୍ତି ସେଥିପାଇଁ ମୁଁ ଅଧାରେଟରେ…ଆଗକୁ ପଢନ୍ତୁ