Blog

ଆସିବ ସୁଦିନ?

ଆମ ରାଇଜରେ ଏକ ସ୍ୱର୍ଣ୍ଣିମ ବ୍ୟବସ୍ଥାର ସ୍ୱପ୍ନ ଦେଖନ୍ତି କବି। ନେତାଗଣ ହୋଇଯିବେ ସ୍ପଷ୍ଟ ସତ୍ୟବାଦୀକର୍ମୀଗଣ ହୋଇବେନି ଆଉ ପ୍ରତିବାଦୀବେପାରୀ ସମୂହ…ଆଗକୁ ପଢନ୍ତୁ

ଈଶ୍ୱରଙ୍କୁ ଇ-ମେଲ୍‌

ଆପଣ କାହାରି ଆବେଦନ, ନିବେଦନ ପ୍ରତି କର୍ଣ୍ଣପାତ ନ କରି ଚୁଟିଧରି ଏ ପୃଥିବୀରୁ ଉଠେଇ ନିଅନ୍ତି ସମସ୍ତଙ୍କୁ। ମତେ ବି…ଆଗକୁ ପଢନ୍ତୁ

ବର୍ଷୀୟାନ୍ ଲେଖକ ଓ ଗବେଷକ ସୁଦର୍ଶନ ଆଚାର୍ଯ୍ୟଙ୍କ ସହ କିଛି ଆଳାପ

ରାଧାନାଥଙ୍କର କେବେହେଲେ ଓଡ଼ିଆ ପ୍ରତି, ବା ଓଡ଼ିଶା ପ୍ରତି ମମତା ନଥିଲା। ପ୍ରଫେସର ଡ଼. ସୁଦର୍ଶନ ଆଚାର୍ଯ୍ୟ ଓଡ଼ିଆ ସାହିତ୍ୟର ଅଧ୍ୟୟନ…ଆଗକୁ ପଢନ୍ତୁ

ପ୍ରକାର ଭେଦରେ ଓଡ଼ିଆ କବିତା

ସାହିତ୍ୟର କଲମି ଚାରାଗୁଡାକ ହୁ ହୁ ହୋଇ ବଢିବାରେ ଲାଗିଛନ୍ତି। ଓଡ଼ିଆ! ମୋ ଭାଷା, ଶାସ୍ତ୍ରୀୟ ଭାଷା, ଗାଁ ବାଲାଙ୍କ ଭାଷା,…ଆଗକୁ ପଢନ୍ତୁ

ମୁଦ୍ରିତ ସାହିତ୍ୟର ଭବିଷ୍ୟତ

କିଛିଦିନ ତଳେ ଭୁବନେଶ୍ୱରସ୍ଥିତ ଭାରତୀୟ ବିଦ୍ୟା ଭବନରେ ଏକ ଆଲୋଚନା ସଭାରେ ଆମେ ଶ୍ରୋତା ଭାବରେ ଉପସ୍ଥିତ ରହିବାର ଅବସର ପାଇଥିଲୁ।…ଆଗକୁ ପଢନ୍ତୁ

ଓଡ଼ିଆ ସାହିତ୍ୟର ଅନଲାଇନ୍ ପ୍ଲାଟଫର୍ମ୍‌

ଆମେ ଲେଖକ ଏଠି ଶହେ, ହେଲେ ପାଠକ ଏଠି ହଜାର ହଜାର। ଅଧିକାଂଶ ପାଠକ ନୀରବରେ ଲେଖା ପଢି ଚାଲିଯାଇଥାନ୍ତି। ଓଡ଼ିଆ…ଆଗକୁ ପଢନ୍ତୁ

ଏଜନ୍ *

“କସ୍ୟ ଋଣଗ୍ରହଣ ପତ୍ରମିଦଂ କାର୍ଯ୍ୟଞ୍ଚାଗେ; ଲେଖିତଂ ଅମୁକ ଦେବ୍ୟା।”ଆରମ୍ଭରୁ ଖେଚେଡ଼ିଆ ପଦେ ଲେଖିଛି ବୋଲି ଆମ୍ଭଙ୍କୁ ଖେଚେଡ଼ିଆ ବୋଲି ବୁଝିବେନି। ଏଇ…ଆଗକୁ ପଢନ୍ତୁ

କବିଙ୍କର ପ୍ଲେସମେଣ୍ଟ୍

କଵିମାନେ କୁଆଡେ ସ୍ୱର ଉତ୍ତୋଳନ କରିଛନ୍ତି, ବେକାରୀ ବିରୁଦ୍ଧରେ ! ଆମ ସମୟର ବିଶିଷ୍ଟ ରମ୍ୟରଚନାକାର ଅଭୟ ଦାଶଙ୍କ କଲମରୁ ଏକ…ଆଗକୁ ପଢନ୍ତୁ

ଚିଡ଼ିଆଖାନାର ଚିତ୍ର

ନିଜ ଗଳ୍ପ ସଂକଳନଟିର ସ୍ୱରୂପକୁ ଲେଖକ ବୋଧହୁଏ ସ୍ୱୟଂ ହିଁ ପରିଭାଷିତ କରିଦେଇଛନ୍ତି ‘ବେତାଳ କଥା’ ଶୀର୍ଷକ ନିଜର ମୁଖବନ୍ଧଟିରେ: ‘ଖୁବ୍…ଆଗକୁ ପଢନ୍ତୁ

ରକ୍ତମଗ୍ନା ରିଞ୍ଜୋଡି (୧)

ପାହାଡ ତୀଖଛୁଇଁ, ଘୁମେଁଇ ପଡିଥିବାନେଳି ନେଳିଆ,ଆଞ୍ଜୁଳାଏ ଆକାଶସାରାକିଏ, କେଜାଣି ଓଜାଡି, ଦେଇଛିମିଞ୍ଜିମିଞ୍ଜିଆ ଚାଙ୍ଗୁଡିଭର୍ତ୍ତି ତାରା ଫୁଲ,ଅନ୍ଧାର ସିନ୍ଥିରେ ଗାଢକଳାଲେସିଦେଇଛି, ପଥର ସନ୍ଧିରେଲୁଚିଥିବା,…ଆଗକୁ ପଢନ୍ତୁ