Blog

ଆମ ଭାଷା

କଥିତ ଭାଷାର ବ୍ୟାକରଣିକ ନିୟମସବୁ ଢିଲା ବୋଲି କେତେକ ଲୋକଙ୍କ ଧାରଣା ଠିକ ନୁହେଁ। ‘ସାହିତ୍ୟ ଚର୍ଚ୍ଚା’ର ଜାନୁଆରୀ,୨୦୨୫ ସଂଖ୍ୟାରେ ପ୍ରକାଶିତ…ଆଗକୁ ପଢନ୍ତୁ

ଅକବି କବି ସମସ୍ତେ ଶୁଣ

କେତେକ ହୃଦୟରେ ଯଦି ଗୋଟିଏ ଯୋଡ଼ିଏ ଭୋଲ୍ଟର କୁରୁଳିଆ ଭାବନା ଉଦ୍ରେକ କରାଇ ପାରିବି, ତାହେଲେ ମୋର ଏ ପ୍ରୟାସ ସଫଳ…ଆଗକୁ ପଢନ୍ତୁ

ଷାଠିଏ ମହଣ ଘିଅ ଓ ଆମ ଭାଷା ରାଧିକା

ଆମ ଶିକ୍ଷାବିଭାଗର ବଡ଼ପଣ୍ଡାମାନେ, ଆମ ଶିକ୍ଷାବିତ୍‍, ଭାଷାବିଦ୍‍ମାନେ ଥରୁଟିଏ ପରୀକ୍ଷାକରି ଦେଖନ୍ତୁ ଆମ ଓଡ଼ିଆ ଭାଷାକୁ କୁମ୍ଭୀର ନେଇ କେମିତି ମଝିନଈରେ…ଆଗକୁ ପଢନ୍ତୁ

ପୁନଶ୍ଚ ’ଅମଡ଼ାବାଟ’

ଭାରତୀୟ ପାଠକମାନଙ୍କ ନିକଟରେ ଏହି ପୁସ୍ତକଟି ପହଞ୍ଚାଇବା ଥିଲା ମୋ ବୋଉ ପ୍ରତି ମୋର ଶ୍ରଦ୍ଧାଞ୍ଜଳି। ମୁଁ ଯେତେବେଳେ ନ୍ୟାସନାଲ୍ ବୁକ୍ ଟ୍ରଷ୍ଟ…ଆଗକୁ ପଢନ୍ତୁ

ଯୋଦ୍ଧା, ଗୁରୁ, କବି

ପ୍ରଥମ ଥର ପାଇଁ ଏହି ପତ୍ରିକାର ପୃଷ୍ଠାରେ ଆମେ ଶୂନ୍ୟ ଦାମ୍ ଯୁକ୍ତ ଗୋଟିଏ କବିତା ସଂକଳନର ସମୀକ୍ଷା ସ୍ଥାନିତ କରୁଛୁ।…ଆଗକୁ ପଢନ୍ତୁ

ପ୍ରବୀଣ ଲେଖକ ନିଖିଳାନନ୍ଦ ପାଣିଗ୍ରାହୀଙ୍କ ସହ ଅନ୍ତରଙ୍ଗ ଆଳାପ

ନ ଲେଖିଲେ ମୁଁ ବଞ୍ଚିପାରିବିନି। ୭୮ ବର୍ଷ ଏହି ଯେ ବଞ୍ଚିଛି ତା’ କେବଳ ଲେଖା ପାଇଁ। ଡ. ନିଖିଳାନନ୍ଦ ପାଣିଗ୍ରାହୀ…ଆଗକୁ ପଢନ୍ତୁ

ପୁସ୍ତକ ସମ୍ପାଦନା କାହିଁକି

ଏହି କାହିଁକିର ଯଥାର୍ଥ ଉତ୍ତରଟିଏ ଖୋଜିବା ପାଇଁ ଆମ ଓଡ଼ିଆ ସାହିତ୍ୟ ଜଗତର ନା ଲେଖକ, ନା ପ୍ରକାଶକ, କେହି ବି…ଆଗକୁ ପଢନ୍ତୁ

ଅତୃପ୍ତ

ସପ୍ତାହରେ ଦିନେ ତ ମଣିଷକୁ ଘରେ ରହିବାକୁ ଦିଅ, ସବୁଦିନ କେତେ ଧାଉଁଥିବା ବାହାରକୁ ! ଏକ ସାଧାରଣ ବସିବା ଘର।…ଆଗକୁ ପଢନ୍ତୁ

ଗୀର୍ବାଣବାଣୀ*

ପାଠକଙ୍କ ପଦୁଟିଏ କଥା, ଦି ପଦ ମନ୍ତବ୍ୟ ଆଉ ଚାରିପଦ ପ୍ରେରଣାରେ ହିଁ ଲେଖକର ସାହିତ୍ୟତରୀ ଏଇ ଆଲୋଚନା ଆଉ ସମାଲୋଚନାର…ଆଗକୁ ପଢନ୍ତୁ

କମ୍ପ୍ୟୁଟରକୁ କେମିତି ବୁଝେଇବା

ରେଳଷ୍ଟେସନ ରିଜର୍ଭେସନ ଅଫିସରେ ଦେଖିଛୁ ସେ କମ୍ପ୍ୟୁଟରମାନଙ୍କ ବିକଳ କ୍ରନ୍ଦନ। କେଁ କେଁ ହୋଇ ଭିଡ଼ି ଓଟାରି ହୋଇ ଟିକେଟଟିଏ ବଢ଼ାଇଦିଅନ୍ତି।…ଆଗକୁ ପଢନ୍ତୁ