ଶିଶୁମାନେ ହେଉଛନ୍ତି ଦେଶ ଓ ଜାତିର ଭବିଷ୍ୟତ। ଆଜି ଯେ ଶିଶୁ କାଲି ସେ ଦେଶର ନାଗରିକ। ତେଣୁ ଏହି ଭବିଷ୍ୟତ…ଆଗକୁ ପଢନ୍ତୁ
Author: sahityacharcha
ରଜା ଘର କଥା
ଓଡିଶାର ପନ୍ଦରଗୋଟି ଗଡ଼ଜାତ ରାଜ୍ୟ ସଂପର୍କରେ ତଥ୍ୟ ସମ୍ବଳିତ ରଚନାରେ ସମୃଦ୍ଧ ଏହି ପୁସ୍ତକଟି। ପନ୍ଦରଟି ଯାକ ଲେଖା ସୁଖପାଠ୍ୟ ଓ…ଆଗକୁ ପଢନ୍ତୁ
ଦଶଟି ଲିମେରିକ୍
ଲିମେରିକ୍ ହେଉଛି ଏକ ପାଞ୍ଚ ଧାଡିଆ ମିନି କବିତା ଯେଉଁଥିରେ ଏକ ହାଲୁକା କଥାକୁ ବ୍ୟଂଗ ଅବା ହାସ୍ୟରସର ଖୋରାକ ଭାବରେ…ଆଗକୁ ପଢନ୍ତୁ
ଶାସ୍ତ୍ରୀୟ ଓଡ଼ିଆ ଭାଷାର ସୁରକ୍ଷା ଓ ସମୃଦ୍ଧି
ଓଡ଼ିଆ ଭାଷା ଇଣ୍ଡୋ-ଇଉରୋପୀୟ ଭାଷା ପରିବାରର ଆର୍ଯ୍ୟ ଶାଖାନ୍ତର୍ଗତ ଖ୍ରୀଷ୍ଟପୂର୍ବ କାଳୀନ ଏକ ସ୍ଵାତନ୍ତ୍ର୍ୟସମୃଦ୍ଧ, ଉତ୍କୃଷ୍ଟ, ପୂର୍ଣ୍ଣାଙ୍ଗ ଓ ଶାସ୍ତ୍ରୀୟ ଭାଷା,…ଆଗକୁ ପଢନ୍ତୁ
ନବଗୁଞ୍ଜର – ଓଡ଼ିଆ ସଂସ୍କୃତିର ଅପ୍ରତିମ କୃତି
ନବଗୁଞ୍ଜର, ପୁରାଣ ବର୍ଣିତ ଏକ ଅଦ୍ଭୁତ କାଳ୍ପନିକ ପ୍ରାଣୀ ଯାହାକି ନ’ଅ ଟି ଜୀବଙ୍କ ସମାହାର। ଏହାର ବର୍ଣ୍ଣନା କେବଳ ଓଡ଼ିଆ…ଆଗକୁ ପଢନ୍ତୁ
ଦେବଦାସ ଛୋଟରାୟଙ୍କ ସିନେମା ଗୀତ
ବହିଟିର ମଲାଟ ଓଲଟାଇଲେ ଯେଉଁ ବାକ୍ୟଟି ପ୍ରଥମେ ଦୃଷ୍ଟିରେ ପଡେ ତା’ ହେଉଛି ବିଶିଷ୍ଟ ଗୀତିକାର ଶ୍ରୀ ଦେବଦାସ ଛୋଟରାୟଙ୍କ ଏକ…ଆଗକୁ ପଢନ୍ତୁ
ତୁମ ଓ ମୋ ସମ୍ପର୍କ
ତୁମ ଓ ମୋ ସମ୍ପର୍କକିଏ କହେ ନଦୀ-ସମୁଦ୍ରକିଏ ପୁଣି କହେ ମାଟି-ଆକାଶ। ମୁଁ ନିରିମାଖୀ ନଦୀଟେନିରବେ ନିଃଶୋକେ ନିଃସଂକୋଚେନିଃଶେଷଇ ନୀଳ-ନୀଳୟେନିଶ୍ବାସ ନଥାଏ…ଆଗକୁ ପଢନ୍ତୁ
ଫୁଲ
ଆରେ ବାଃ ! କେତେ ସୁନ୍ଦର ଏଇ ଦୁନିଆ !! ଏଇ ନୀଳ ଆକାଶ…ପାହାନ୍ତି ସୁରୂଜର ଉଷୁମ୍ ସିନିହ…. ଆଉ ଚାରିପାଖର…ଆଗକୁ ପଢନ୍ତୁ
ଆହା, ମୋ କାଞ୍ଜି!
ବଜାରରେ କାଞ୍ଜି ର ବିଜ୍ଞାପନ ଦେଖି ମନହେଲା, ଅନଲାଇନରେ ମଗାଇବାକୁ। କେତେଦିନ ହେଲା ବିଭିନ୍ନ ମେଡିଆରେ ପ୍ରଚାର ଦେଖିଛି । ଖୁବ୍ବ…ଆଗକୁ ପଢନ୍ତୁ
କବିତାରେ ପ୍ରଥମ ପୁରୁଷ ଏକବଚନ
ଆମ ଭାଷାର ଆଧୁନିକ କବିତା ସମ୍ଭାରକୁ ଲକ୍ଷ୍ୟ କଲେ ଯେ କେହି ପାଇବେ ଯେ ସେଥିରୁ ଅଧିକାଂଶଟିରେ କଥକ ଜଣକ ପ୍ରତିଭାତ…ଆଗକୁ ପଢନ୍ତୁ