ଲିଟେରାରୀ ଇଂଜିନିୟରିଂ ବା ସାହିତ୍ୟିକ ଅଭିଯାନ୍ତ୍ରିକୀ ଶବ୍ଦଟି ସେତିକି ସୁବିଦିତ ନୁହେଁ, ଯେତିକି ‘ସୋସିଆଲ୍ ଇଂଜିନିୟରିଂ’ ବା ‘କଲଚରାଲ୍ ଇଂଜିନିୟରିଂ’। ଏହା…ଆଗକୁ ପଢନ୍ତୁ
Author: sahityacharcha
ସମ୍ପର୍କହୀନ
“କେତେ ପ୍ରଶ୍ନ ମାଟି ଭିତରୁ ଫଣା ଟେକୁଥିବେ?” ଚଳିତ ବର୍ଷ କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପୁରସ୍କାରରେ ସମ୍ମାନିତ କବି ଆଶୁତୋଷ ପରିଡ଼ାଙ୍କର…ଆଗକୁ ପଢନ୍ତୁ
ଖଦଡ଼
ଥରେ ଭୁବନେଶ୍ୱର ଆସିଲେ ଟଙ୍କା ତିନିଶହ ଖର୍ଚ୍ଚ। ଆଉ କେତେ ଦୌଡ଼ିବି? ସୁଧାକର ବାବୁ ନିରୀହ ଭାବରେ ପଚାରିଲେ- ‘ଆଜ୍ଞା, ଆଜି…ଆଗକୁ ପଢନ୍ତୁ
ଝରଣା ଦାସ: ଆତ୍ମଲିପି
ଓଡ଼ିଶାର ଅଭିନୟ ଜଗତରେ, ସେ ମଞ୍ଚ ହେଉ ବା ବେତାର ଅବା ଚଳଚ୍ଚିତ୍ର, ଝରଣା ଦାସ ଜଣେ ପ୍ରବାଦ-ଅଭିନେତ୍ରୀ ଭାବରେ ସୁପରିଚିତ।…ଆଗକୁ ପଢନ୍ତୁ
ଓଡ଼ିଆ ପତ୍ରିକାମାନଙ୍କର ପୂଜା ସଂଖ୍ୟା, ୨୦୨୩ – ଏକ ଦୃଷ୍ଟିପାତ
କେବଳ ପୂଜା ପ୍ରସଙ୍ଗ ନୁହେଁ, ବରଂ ଏକ ସୁଚୟନିତ ସମକାଳୀନ ସାହିତ୍ୟର ସମ୍ଭାର ହିଁ ପୂଜାସଂଖ୍ୟାଗୁଡ଼ିକୁ ବିଶେଷତ୍ୱ ପ୍ରଦାନ କରେ। ଓଡ଼ିଆ…ଆଗକୁ ପଢନ୍ତୁ
ଶୃଙ୍ଗାର ରସର ଦୁର୍ଦ୍ଦଶା
“ଅଭୟ ଦାଶ ଶୃଙ୍ଗାର ରସ ବିଷୟକ ନିଜର ପୁସ୍ତକଟି ଉନ୍ମୋଚନ କରାଇଦେଇ ଚାହିଁ ରହିଛି କିଏ ଖଣ୍ଡେ କିଣିନେବ ଅବା !”…ଆଗକୁ ପଢନ୍ତୁ
ସମ୍ପ୍ରତିସଞ୍ଚର *
ଓଡ଼ିଆ ଭାଷାରେ ଶିକ୍ଷାପ୍ରାପ୍ତ ହୋଇ ଆମ୍ଭର ଅନେକ ଭାଇଭଉଣୀ ଉପାର୍ଜନକ୍ଷମ ହୋଇ ପାରୁନାହାନ୍ତି; ତେଣୁ ଆମ ଭାଷା ଅର୍ଥକରୀ ନୁହେଁ ବୋଲି…ଆଗକୁ ପଢନ୍ତୁ
ନାମ ଚାରି ଓ ବିଚରା ଗୋପାଳମାନେ
ତୁ ଓଡ଼ିଶାର ବୋଲି ଫଟାକପାଳ ! ନ ହେଲେ ତୁ ହିନ୍ଦିଆ ହୋଇଥିଲେ ଗୋପାଲ୍ ବା ଗୋପାଲା ହେଇ ଝୁଲା ଝୁଲୁଥାଆନ୍ତୁ,…ଆଗକୁ ପଢନ୍ତୁ
ବ୍ଲାଇଣ୍ଡନେସ୍
ମୁଁ ଜଣେ କଲର ବ୍ଲାଇଣ୍ଡ୍ ବ୍ୟକ୍ତି। ନୀଳ ରଙ୍ଗ କ’ଣ ଏବଂ ସବୁଜ ରଙ୍ଗ କ’ଣ ମୁଁ ଜାଣେନାହିଁ। ପୃଥିବୀବାସୀ ଆସି…ଆଗକୁ ପଢନ୍ତୁ
‘ସାରୋଳଦାସ ମହାଭାରଥ’?
ମୋର ମତ ହେଉଛି ଯେ ବର୍ତ୍ତମାନ ନାଁ ବଦଳାଇ ‘ସାରୋଳ’ ଏବଂ ‘ମହାଭାରଥ’ କରିବା ଏକ ଭ୍ରମାତ୍ମକ ତଥ୍ୟ ପ୍ରଦାନ କରେ।…ଆଗକୁ ପଢନ୍ତୁ