ଗଳ୍ପ ଉପନ୍ୟାସ ଲେଖିଲା ବେଳେ ମୁଁ ନିଜକୁ ଜଣେ ସାହିତ୍ୟ ଅଧ୍ୟାପକ ବୋଲି ଭୁଲିଯାଏ। ପ୍ରବୀଣ କଥାକାର ଶ୍ରୀ ବିଭୂତି ପଟ୍ଟନାୟକ…ଆଗକୁ ପଢନ୍ତୁ
Category: ସାକ୍ଷାତକାର
ସାକ୍ଷାତକାର
ବରିଷ୍ଠ କବୟିତ୍ରୀ ପ୍ରତିଭା ଶତପଥୀଙ୍କ ସହ ଏକ ସାରସ୍ବତ ଆଳାପ
ଡ଼. ପ୍ରତିଭା ଶତପଥୀ ଆଧୁନିକ ଓଡ଼ିଆ କବିତା ଜଗତରେ ଜଣେ ବରିଷ୍ଠ ତଥା ପ୍ରତିଷ୍ଠିତ ବ୍ୟକ୍ତିତ୍ବ। ୧୯୪୫ ମସିହାରେ ଜନ୍ମ ଗ୍ରହଣ…ଆଗକୁ ପଢନ୍ତୁ
ବିଶିଷ୍ଟ ସାରସ୍ୱତ ସ୍ରଷ୍ଟା ହରପ୍ରସାଦ ପରିଛା ପଟ୍ଟନାୟକଙ୍କ ସହ ଏକ ଆଳାପ
ଓଡ଼ିଆ କବିତାର ଭବିଷ୍ୟତ ଭଲ ନାହିଁ ବୋଲି ତ ଅନେକେ କହିଛନ୍ତି। କିନ୍ତୁ ମୋ ମତରେ ଏହା ଏକ ଟ୍ରାଂଜିସନାଲ୍ ଫେଜ୍।…ଆଗକୁ ପଢନ୍ତୁ
ପ୍ରବୀଣ ଲେଖିକା ସରୋଜିନୀ ସାହୁଙ୍କ ସହ ଏକ ସାରସ୍ବତ ଆଳାପ
ଜଗଦୀଶ ମୋ ଜୀବନକୁ ଆସିବା ପୂର୍ବରୁ ମୋର ଜଣେ ପତ୍ରବନ୍ଧୁ ଥିଲେ, ଅର୍ଥାତ୍ ମୋତେ ଯେତେବେଳେ ତେର କି ଚଉଦ ବର୍ଷ…ଆଗକୁ ପଢନ୍ତୁ
ବରେଣ୍ୟ ସାହିତ୍ୟିକ ସାତକଡ଼ି ହୋତାଙ୍କ ସହ ଆଳାପ ଆଲୋଚନା
ଡ଼. ସାତକଡି ହୋତା ଓଡ଼ିଶାର ସାହିତ୍ୟ ଏବଂ ସାମାଜିକ ଜଗତରେ ଜଣେ ବର୍ଷୀୟାନ ତଥା ସ୍ୱନାମଧନ୍ୟ ବ୍ୟକ୍ତିତ୍ୱ ଭାବରେ ସୁପରିଚିତ ।…ଆଗକୁ ପଢନ୍ତୁ
ବିଶିଷ୍ଟ ସାରସ୍ବତ ସ୍ରଷ୍ଟା ଦାଶ ବେନହୁରଙ୍କ ସହ କିଛି ମହାର୍ଘ କ୍ଷଣ
ଓଡ଼ିଶାର ସାହିତ୍ୟିକ ଓ ବୌଦ୍ଧିକ ଜଗତରେ ଶ୍ରୀ ଦାଶ ବେନହୁର ଏକ ବିଶିଷ୍ଟ ଆସନର ଅଧିକାରୀ। ସେ ଏକାଧାରରେ ଜଣେ ଶିଶୁ…ଆଗକୁ ପଢନ୍ତୁ
ଵର୍ଷୀୟାନ ଲେଖକ ଶ୍ରୀନିବାସ ଉଦଗାତାଙ୍କ ସହ କିଛି ଅନ୍ତରଙ୍ଗ ଆଳାପ
ନୂତନ ପିଢ଼ିର ଲେଖକଙ୍କୁ ମୋର ପରାମର୍ଶ, ଶହେ ଭାଗ ପଢ଼ ଏବଂ ପାଂଚ ଭାଗ ଲେଖ। ଦ୍ଵିତୀୟ କଥା, ସାହିତ୍ୟର ଶତ୍ରୁ…ଆଗକୁ ପଢନ୍ତୁ
ଯଶସ୍ବୀ ସାହିତ୍ୟ ସାଧକ ବୈଷ୍ଣବ ଚରଣ ସାମଲଙ୍କ ସହ କେତୋଟି ମୁହୂର୍ତ୍ତ
ପ୍ରଫେସର ବୈଷ୍ଣବ ଚରଣ ସାମଲ ଓଡ଼ିଆ ପ୍ରବନ୍ଧ ଓ ସମାଲୋଚନା ସାହିତ୍ୟ ଜଗତର ଅଗ୍ରଗଣ୍ୟ ନାମ। ୧୯୩୯ରେ ଜନ୍ମିତ ଏହି ବର୍ଷୀୟାନ୍…ଆଗକୁ ପଢନ୍ତୁ