Blog

ମନୋଜଶ୍ରୀ – ଯୋଗଜନ୍ମା ମନୋଜ ଦାସଙ୍କୁ ଶ୍ରଦ୍ଧାଞ୍ଜଳି

ପ୍ରଶାନ୍ତ ଭୂୟାଁଙ୍କ କଲମରୁ ଚିର-ନମସ୍ୟ ମନୋଜ ଦାସଙ୍କ ପାଇଁ ୨୭ଟି ସ୍ମୃତି ସ୍ତବକ :- ॥ ୦୧ ॥ସେ ଆମ ଗହଣରେ…ଆଗକୁ ପଢନ୍ତୁ

ଏକ ଯୁଗର ଅବସାନ

ବରେଣ୍ୟ ସାହିତ୍ୟ-ସାଧକ ମନୋଜ ଦାସ ଶେଷରେ ସ୍ମୃତିର ଇଲାକାକୁ ଅବତରିତ ହୋଇଗଲେ। ଏହାକୁ କେବଳ ଜଣେ ଯୋଗଜନ୍ମା ଲେଖକଙ୍କ ଦେହାବସାନ ନୁହେଁ,…ଆଗକୁ ପଢନ୍ତୁ

ଅନୁତ୍ତରିତ ଚିଠି

ମୋବାଇଲ ଫୋନ୍ ରିଙ୍ଗ ଶୁଣି ଅରିନ୍ଦମଙ୍କ ନିଦ ଭାଙ୍ଗିଗଲା। ସମୟ ଅପରାହ୍ନ ଚାରିଟା। ଉଠିବାକୁ ଇଚ୍ଛା ନଥିଲା କାରଣ ଖାଇ ସାରି…ଆଗକୁ ପଢନ୍ତୁ

କପିଳାସ ପୀଠରେ ଏକ ଦିବ୍ୟ ଅନୁଭୂତି

ବୈଜ୍ଞାନିକ ଜଣକ ପ୍ରଥମେ ବୀକ୍ଷଣ କାଚ ଦେଇ ଭୂପୃଷ୍ଠର ଅଭ୍ୟନ୍ତରକୁ ଦେଖିଲେ ଏବଂ ହଠାତ୍ ଭୟାତୁର ହୋଇ ଚେତାଶୂନ୍ୟ ହୋଇ ପଡିଗଲେ।…ଆଗକୁ ପଢନ୍ତୁ

ବଡ଼ମାଆଙ୍କ ଋଣ

ସୌମ୍ୟରଞ୍ଜନ ଦୁଇବର୍ଷ ପରେ ତାଙ୍କ ଗାଁକୁ ଯିବା ପାଇଁ ଭୁବନେଶ୍ୱରରୁ ବସ୍ ଧରିଲେ। ଗାଁର ବିଲବାଡ଼ି ସବୁ ବଖରାରେ ଗାଁର ଭାଗଚାଷୀମାନଙ୍କୁ…ଆଗକୁ ପଢନ୍ତୁ

ଆଙ୍ଗିକ ଓ ଆତ୍ମିକ ସୌନ୍ଦର୍ଯ୍ୟର କବିତା: ‘ମନୁଆ ଦାଶ’

“କେଉଁ ଓଡ଼ିଆ କବିତାଟି ମୋତେ ଭଲ ଲାଗେ, ଏବଂ କାହିଁକି?“ଏହି ଶୀର୍ଷକରେ କିଛିଦିନ ତଳେ ଆମେ ଗୋଟିଏ ପ୍ରତିଯୋଗିତାର ଘୋଷଣା କରିଥିଲୁ।…ଆଗକୁ ପଢନ୍ତୁ

ଭେଜି ବାଇଗଣର ଅଭିଳାଷ

ପ୍ରତି ସପ୍ତାହରେ ଫୁଡ଼ମାର୍ଟକୁ ଯାଏ ଭଲ ଭଲ, ଭଳିକି ଭଳି ପନିପରିବା ଆଣିବା ପାଇଁ। ଥରେଅଧେ ଦେଖାହୁଏ ଭେଜିବାଇଗଣ ମାନଙ୍କ ସହ।…ଆଗକୁ ପଢନ୍ତୁ

ଘଇତାମାରୀ ପାଟ

ରାତିର ଆଖିରୁ ନିଦ ସରିନାହିଁ ବାଜିଲା କାହାର ହାତ“ଭୁଲି ଗଲୁ କି ଲୋ ହଳ ଧରି ଯିବି ମଝି ପାଟ ଧାନ…ଆଗକୁ ପଢନ୍ତୁ

ସାହିତ୍ୟରେ ତାଳି ଓ ଗାଳି

ଆମ ସଂପାଦକୀୟ ପାଇଁ ଏମନ୍ତ ବିଷୟଟିଏ କେବେଠାରୁ ଆମ ମନରେ ଉଙ୍କି ମାରୁଥିଲା। ସଂଯୋଗକୁ ଏବେ ଆମ ପତ୍ରିକାର ‘ଚିତ୍ରରେ ସାହିତ୍ୟ’…ଆଗକୁ ପଢନ୍ତୁ

ବୋଉ ପାଇଁ ଚିଠିଟିଏ

ବୋଉଲୋ,ଜାଣିଛୁ, ଆଜି କାଳେ ବିଶ୍ୱ ମାତୃ ଦିବସ। ଫେସବୁକ୍ ଆଉ ହ୍ବାଟସଆପ୍ ରେ ସମସ୍ତେ ତାଙ୍କ ମା ଙ୍କ ଛବି ଦେଉଛନ୍ତି।…ଆଗକୁ ପଢନ୍ତୁ