ଦେଶଜ ଓ କଥିତ ଭାଷାର ସହଜ ସାହିତ୍ୟ

କମଣ ଡୁଡୁ ହେଇଟି ଇଆଡ଼େ ଟିକିଏ କାନୋଉନୁ;ଆମ ଗାଁ ସାଉପୁଅ ପରା ତା ବୋଉକୁ “ମମ୍‌” ବେଲି ହୁଙ୍କାରୁଚି ଆଉ ତା’ବାଆ…ଆଗକୁ ପଢନ୍ତୁ

ସ୍ବପ୍ନକ୍ଷରା

ତମର ସେ ନମ୍ର ସ୍ବୀକାରୋକ୍ତିନୀଳାଭ ସ୍ପନ୍ଦନ, ନୀଳ ନିଧୂବନଚନ୍ଦନ ଚର୍ଚ୍ଚିତ ଚାରୁ ଚିତ୍ରପଟେଅପଲକେ ଲୋଟିପଡ଼େକୋଟି ପାରିଜାତ ; ଅର୍ବୁଦ ସୁଷମାତୁମେଇ ତ…ଆଗକୁ ପଢନ୍ତୁ

ଓଡ଼ିଆ ପକ୍ଷର ଅନ୍ୟତମ ଧୂଆଁବାଣ: ଓଡ଼ିଆରେ ନାମଫଳକ ଲେଖା ଅଭିଯାନ ପ୍ରଖ୍ୟାତ ଗାଳ୍ପିକ ସଦାନନ୍ଦ ତ୍ରିପାଠୀଙ୍କର ଦେହାବସାନ ସାହିତ୍ୟ ଏକାଡେମୀର ଫେଲୋସିପ…ଆଗକୁ ପଢନ୍ତୁ

ବାଲକନିରେ ସଂଜବତୀ

ଯଶୋଧାରା ମିଶ୍ର ବାଲକନି ଚଉରାରେ ସଂଜବତୀ ଦିଏସାଲୁଆର ସୁଟ୍‍ ପିନ୍ଧା ବୋହୂଟିଏବାଦୁଡ଼ିମାନେ ଘଉଡ଼ିଦେଉଥାନ୍ତି ଆକାଶରୁସଂଜର ଶେଷ ନାଲି ଟିକକଏବର୍ଷ ପତ୍ର ଝାଡ଼ିନଥିବା…ଆଗକୁ ପଢନ୍ତୁ

ଜଗତ ନାଥ ପ୍ରଭୁ ହେ

ଜଗତ ନାଥ ପ୍ରଭୁ ଜଗନ୍ନାଥ ହେ ଜଗତ ନାଥ ପ୍ରଭୁ ଜଗନ୍ନାଥ…        ପତିତପାବନ ହରି ଏ ଭବରୁ ଦେବେ ତାରି ଅପଲକ…ଆଗକୁ ପଢନ୍ତୁ

ବୟସ ବୃଦ୍ଧି ଓ ସାମାଜିକ ସହୃଦୟତା

ସମୟ ବୃକ୍ଷରୁ ମୁହୂର୍ତ୍ତ ଗୁଡ଼ିକ ପତ୍ର ପରି ପ୍ରତି ମୂହୂର୍ତ୍ତରେ ଝଡ଼ି ପଡ଼ୁଥାନ୍ତି । ବୟସ ବଢିଲେ ଅବଶେଷ ଆୟୁ କ୍ରମାଗତ…ଆଗକୁ ପଢନ୍ତୁ

ଗୀତିକବିତାର ଦୁଇ କୁଳ ଓଡ଼ିଆ ଗୀତିକବିତାର ସାମ୍ପ୍ରତିକ ଦଶା ବିଷୟରେ ଭାବିଲେ ମନକୁ ଆସେ ପୁରୁଣା ପ୍ରବାଦଟିଏ, “ନା ଏ କୁଳର…ଆଗକୁ ପଢନ୍ତୁ

ଭାଷା ଓ ସାହିତ୍ୟର ସମ୍ବାଦ

Updated on 16 July 2025 ସାରଳା ଦାସଙ୍କ ୬୦୦ତମ ଜନ୍ମବାର୍ଷିକୀ ପାଳନକୁ ନେଇ ପ୍ରଶ୍ନ ଉଠାଇଲେ ବହୁ ଗବେଷକ ସାରଳା…ଆଗକୁ ପଢନ୍ତୁ