ଆମ ପିମ୍ପୁଡି ସମାଜରେ କେହି ଭିକାରି ନାହାନ୍ତି। ଅଭାବ କଣ ସେମାନେ ଜାଣନ୍ତି ନାହିଁ । ନିକଟରେ ଦୂରଦର୍ଶନ କେନ୍ଦ୍ର ତରଫରୁ…ଆଗକୁ ପଢନ୍ତୁ
Author: sahityacharcha
ଟଙ୍କାର
ହେ ଅର୍ଜୁନ ! କଷିଥାନ୍ତ ଗୁଣ, ଯୋଖିଥାନ୍ତ ବାଣ, ନା ଶୁଭିଥାନ୍ତା ପଞ୍ଚଜନ୍ୟ ଶଙ୍ଖ ଧ୍ୱନି, ନା ବାଜିଥାନ୍ତା ଯୁଦ୍ଧର ନାଗରା,…ଆଗକୁ ପଢନ୍ତୁ
ଓଡ଼ିଆ ଗଜଲ୍ର ଶୈଳୀ ଏବଂ କ୍ରମବିକାଶ
ଓଡ଼ିଆ ସାହିତ୍ୟରେ ପ୍ରତ୍ୟକ୍ଷ ରୂପେ ନହେଲେ ହେଁ ଗଜଲ୍-ଗୋତ୍ରୀୟ କବିତାମାନ ରୀତିକାଳରୁ ଆଧୁନିକ କାଳ ଯାବତ ରଚିତ ହୋଇ ଆସୁଥିଲା। ଗଜଲ୍…ଆଗକୁ ପଢନ୍ତୁ
ବରିଷ୍ଠ କବୟିତ୍ରୀ ପ୍ରତିଭା ଶତପଥୀଙ୍କ ସହ ଏକ ସାରସ୍ବତ ଆଳାପ
ଡ଼. ପ୍ରତିଭା ଶତପଥୀ ଆଧୁନିକ ଓଡ଼ିଆ କବିତା ଜଗତରେ ଜଣେ ବରିଷ୍ଠ ତଥା ପ୍ରତିଷ୍ଠିତ ବ୍ୟକ୍ତିତ୍ବ। ୧୯୪୫ ମସିହାରେ ଜନ୍ମ ଗ୍ରହଣ…ଆଗକୁ ପଢନ୍ତୁ
ସାହିତ୍ୟରେ ଇମୋଜୀ
ସଂସାରରେ ପରିବର୍ତ୍ତନ ତ ଏକ ଚିରନ୍ତନ ପ୍ରକ୍ରିୟା। ଆମ ଭାଷା ଓ ସାହିତ୍ଯ ଏଥିରୁ ଅବା ବାଦ୍ ଯାଆନ୍ତା କିପରି! ଆପଣମାନେ…ଆଗକୁ ପଢନ୍ତୁ
ଦୋକାନ ଆଗରେ ବସିଥିବା ସେଇ ଲୋକଟି
ଗୋଟାଏ ଦେଖିଥିବା ଲୋକ ଆଉ ଗୋଟାଏ ଅଦେଖା ଲୋକକୁ ମୁଁ ବାରମ୍ବାର ଖୋଜି ହେଉଛି। ବୋଧହୁଏ ଶେଷ ନିଶ୍ୱାସ ଯାଏଁ ମୁଁ…ଆଗକୁ ପଢନ୍ତୁ
ଖେଣ୍ଟାବୁଢା
ଯେତେବେଳେ ମନହୁଏ ପିଲାଙ୍କ ସଙ୍ଗେ ମିଶି ଗପଶୁଣାଇ ଦିନ କଟିଯାଆନ୍ତା, ସେତିକି ବେଳକୁ ଶୁଣିବାକୁ କେହି ନମିଳିଲେ, ମନ ଭାଙ୍ଗିଯାଏ। ଜୀବନ…ଆଗକୁ ପଢନ୍ତୁ
ଆହତ ଅହଙ୍କାର
ଶ୍ରୀଦେବୀର ପରିବାର ଲୋକଙ୍କ ଅହଙ୍କାରର ପାହାଡ଼ ପରସ୍ତ ପରସ୍ତ ହୋଇ ଭୁଷୁଡି ପଡ଼ୁଥିଲା। ସେମାନଙ୍କ ମନ ପଦ୍ମପତ୍ରରେ ଢଳଢ଼ଳ ହେଉଥିବା ଅହଂର…ଆଗକୁ ପଢନ୍ତୁ
ନିଜ ଚା ଶୋଷିନିଅ
“ମୁଁ ମରିଗଲା ପରେ ତୁମ ଲୁହ ଝରୁଥିବ, ମୁଁ କିନ୍ତୁ ଜାଣିବି ନାହିଁ, ବରଂ ମୋ ସାଥିରେ ସାଥି ହୋଇ କାନ୍ଦ।“…ଆଗକୁ ପଢନ୍ତୁ
‘କଳସା ଚଉତିଶା’ର ରଚୟିତା କବି ବଚ୍ଛା ଦାସ
ଓଡ଼ିଆ ସାହିତ୍ୟ ଜଗତରେ ଆଦି ଚଉତିଶା ଭାବରେ ବଚ୍ଛା ଦାସଙ୍କ ଚଉତିଶା ପରିଚିତ। କବିଙ୍କର ଏଭଳି ରଚନା ଓଡ଼ିଆ ସାହିତ୍ୟ କାହିଁକି…ଆଗକୁ ପଢନ୍ତୁ