ସମୟ ପ୍ରବାହର ଦୁଇଟି ବିନ୍ଦୁ ପ୍ରତି ଦୃଷ୍ଟିପାତ କଲେ ଆମେ ପ୍ରସଙ୍ଗଟିକୁ ବୁଝି ପାରିବା। ଧରାଯାଉ ଉନବିଂଶ ଶତାବ୍ଦୀର ଏକାନ୍ତ ଆଦ୍ୟ…ଆଗକୁ ପଢନ୍ତୁ
Author: sahityacharcha
ଇହାଟା କୁଆଡ଼େ ଗଲା?
ଅଜା ପୂଜାରେ ବସିଲାବେଳେ ଡାକ ଦିଅନ୍ତି ଆରେ ମୋ ଇହାଟା କୁଆଡ଼େ ଗଲା? ସେ ଇହା ଟା ଯେ କ’ଣ ତାହା…ଆଗକୁ ପଢନ୍ତୁ
ପୀକ ପଂଚମ ସ୍ବନ
ମାନଗୋବିନ୍ଦ ହୋତା • ମାନଗୋବିନ୍ଦ ହୋତାଙ୍କ ଜନ୍ମ ବିବରଣୀ ଠିକ କହି ହେବନାହିଁ । ଆନୁମାନିକ ସମୟ ଉନବିଂଶ ଶତାବ୍ଦି ର…ଆଗକୁ ପଢନ୍ତୁ
କବି କଣ୍ଠରେ କବିତା
କବି ଓ କବୟିତ୍ରୀମାନଙ୍କ କଣ୍ଠରେ ସ୍ୱରଚିତ କବିତାର ଆବୃତ୍ତି ଶୁଣିବାର ଅନୁଭୂତି ହିଁ ନିଆରା। ଆସନ୍ତୁ ଏଠାରେ ଶୁଣିବା ସେଭଳି କିଛି…ଆଗକୁ ପଢନ୍ତୁ
ମରୁ ଝରଣା
ଜୀବନ ମୋ ଏକ ମରୁ ଝରଣାଯାଇଛି କେବେଠୁ ଶୁଖିଜଳିଛି ଶ୍ୟାମଳ ସବୁଜ ସ୍ୱପନବାସ୍ତବତା ପାରେ ଦେଖି।ଅତୀତ ମୋ ପାଇଁ ସ୍ମୃତିର ଶାୟରୀସମ୍ପର୍କ…ଆଗକୁ ପଢନ୍ତୁ
ସୁପ୍ତ ଆଗ୍ନେୟଗିରି
ଅତନୁ ଆଶ୍ଚର୍ଯ୍ୟ ହେଉଥିଲା ନିର୍ଦ୍ଦିଷ୍ଟ ଏକ ବିଷୟ ପାଇଁ। କିଛି ବର୍ଷ ହେଲାଣି,ରାକ୍ଷୀ ପୂର୍ଣ୍ଣିମା ଦିନ ବା ତା ପୂର୍ବରୁ ଘରୁ…ଆଗକୁ ପଢନ୍ତୁ
କୁକୁଡ଼ା ଲଢ଼େଇ
ଆମେ ଦୁଇ ଭାଇ ଖେଳୁଥିଲୁ ସାଙ୍ଗ ହୋଇ ମାଲିକର ବାଡ଼ି ଅଗଣାରେ।ସମୟ ଗଡ଼ି ଚାଲିଲା।ବଡ଼ହୋଇ ଚାଲିଗଲୁ ଯେ ଯାହା ବାଟରେ ।ମାଲିକ…ଆଗକୁ ପଢନ୍ତୁ
The Devdas Chhotray Effect
Devdas Chhotray has survived tectonic shifts in Odia living and thinking and yet has remained unfazed.…ଆଗକୁ ପଢନ୍ତୁ
କୃଷ୍ଣଙ୍କର ପ୍ରଭାତ ଅବକାଶ
ଉନବିଂଶ ଶତାବ୍ଦୀର ଶେଷ ଭାଗରେ ପଣ୍ଡିତ ଗଣେଶ ମିଶ୍ର ଜଣେ ବୈଷ୍ଣବ କବି ଭାବରେ ଓଡ଼ିଆ, ସଂସ୍କୃତ, ବଂଗଳା ଓ ବ୍ରଜ…ଆଗକୁ ପଢନ୍ତୁ
ସ୍ବଭାଷା ହୋଇନି ସ୍ବାଧୀନ
ଲୋକଭାଷାଠୁଁ ହୋଇ ଭିନ୍ନଚାଲିଛି ସ୍ବଭାଷା ଲିଖନତେଣୁ ଏ ନୁହେ ସୁସଂପନ୍ନଏବେ ବି ପରଂପରାଧୀନ ଲେଖିବା ମାତ୍ରକେ ‘ ତତ୍ସମ ‘ହୁଏନି ଲୋକ…ଆଗକୁ ପଢନ୍ତୁ