କବି କଣ୍ଠରେ କବିତା

କବି ଓ କବୟିତ୍ରୀମାନଙ୍କ କଣ୍ଠରେ ସ୍ୱରଚିତ କବିତାର ଆବୃତ୍ତି ଶୁଣିବାର ଅନୁଭୂତି ହିଁ ନିଆରା। ଆସନ୍ତୁ ଏଠାରେ ଶୁଣିବା ସେଭଳି କିଛି ମନଛୁଆଁ କବିତାର ଆବୃତ୍ତି


  • “ଝରକା ଖୋଲିଲେ ମୁହଁଟିଏ ଦିଶେ” – କବି ଡ଼.କୁଳମଣି ଓଝାଙ୍କ କଣ୍ଠରେ ସ୍ଵରଚିତ କବିତାଟିଏ।
ଡ଼.କୁଳମଣି ଓଝା

  • “ସମ୍ପର୍କ ଧାରଟିଏ, ତା’ ବାହାରକୁ ଗଲେ ଦାଗ ଲାଗିଯାଏ” – କବୟିତ୍ରୀ ଶ୍ରୀମତୀ ବବି ଅନସୂୟା (ଆର.ଜେ.ଅନୁ)ଙ୍କ କଣ୍ଠରେ ସ୍ଵରଚିତ କବିତାଟିଏ।
ବବି ଅନସୂୟା

  • “କୁହ ଚକାଆଖି, ଆଜି ପଚାରୁଛି ଗୃହ ବନ୍ଦୀଶାଳେ ରହି” – ଶ୍ରୀମତୀ ପୁଷ୍ପାଞ୍ଜଳି ବାରିକ ଆବୃତ୍ତି କରିଛନ୍ତି ସ୍ଵରଚିତ ଜଣାଣଟିଏ।
ପୁଷ୍ପାଞ୍ଜଳି ବାରିକ

  • ଏହି ଭୂମି ଅତି ଆପଣାର, ହେଲେ ନୁହେଁ ଏ ସଦା ଆମର” – କବି ଶ୍ରୀ ବିନୟ ପଟ୍ଟନାୟକଙ୍କ କଣ୍ଠରେ।
ବିନୟ ପଟ୍ଟନାୟକ

  • ବିଶିଷ୍ଟ କବି ଡ଼. କୁଳମଣି ଓଝାଙ୍କ କଣ୍ଠରେ ଏକ ସ୍ଵରଚିତ କବିତା: ‘ବର୍ଷାନୁରାଗ’।
ଡ଼. କୁଳମଣି ଓଝା

  • ସ୍ଵାଧୀନତା ଦିବସ ଉପଲକ୍ଷେ ବିଶିଷ୍ଟ ବେତାର ଉପସ୍ଥାପିକା ତଥା କବୟିତ୍ରୀ ଶ୍ରୀମତୀ ବବି ଅନସୂୟା (ଆର୍.ଜେ.ଅନୁ) ଆବୃତ୍ତି କରିଛନ୍ତି ସ୍ଵରଚିତ ଦେଶାତ୍ମବୋଧକ କବିତାଟିଏ।
ବବି ଅନସୂୟା

  • “ଆମ ଘର ଏଇ ପୃଥିବୀ” – ଏଥର ଶ୍ରୀ ବିନୟ ପଟ୍ଟନାୟକଙ୍କ କଣ୍ଠରେ ଶୁଣିବା ଏକ ସ୍ୱରଚିତ କବିତାର ଆବୃତ୍ତି।
ବିନୟ ପଟ୍ଟନାୟକ

ଓଡିଆ ଭାଷାରେ କବିତା ଆବୃତ୍ତିର କଳାକୁ ଉତ୍ସାହିତ କରିବା ଆମର ଉଦ୍ଦେଶ୍ୟ। ଏଣୁ କବି ଓ କବୟିତ୍ରୀମାନଙ୍କୁ ଅନୁରୋଧ ଯେ ନିଜ କଣ୍ଠରେ ସ୍ବରଚିତ କବିତାର ଆବୃତ୍ତି କରି ତାହାର ଭିଡ଼ିଓ ଆମ ପାଖକୁ info@sahityacharcha.com ଠିକଣାରେ ଇମେଲ୍ କରନ୍ତୁ, କିମ୍ବା ଯଦି ତାହା ୟୁଟିଉବ୍ ରେ ଅପଲୋଡ୍ ହୋଇଥାଏ ତେବେ ତାହାର ଲିଂକ୍ ପଠାନ୍ତୁ।

8 thoughts on “କବି କଣ୍ଠରେ କବିତା

  1. Excellent presentation by Dr Vinay Patnaik and superb poem by Bobby Anasuya !

  2. ବିନୟ ପଟ୍ଟନାୟକ ଭାଈନା ଏବଂ ଅନସୂୟା ଭଉଣୀଙ୍କୁ 🙏
    ଜୟ ଜଗନ୍ନାଥ। ଆପଣମାନଙ୍କ କବିତା ଯେତିକି ମନକୁ ଛୁଇଁଥିଲା ତାଠାରୁ ବେଶି ଆବେଗ ସୃଷ୍ଟି କଲା ଆବୃତ୍ତିଶୈଳୀ। ଅନସୂୟା ଭଉଣୀ ଆପଣଙ୍କ ଆବୃତ୍ତି ଶୁଣିବା ବେଳେ ମୋତେ ଅନୁଭବ ହେଉଥିଲା ଆପଣ ଲେଖିବା ସମୟରେ କିଭଳି ଭାବରେ ଚରିତ୍ରମାନଙ୍କ କଥା ହୃଦୟଙ୍ଗମ କରୁଥିବେ।
    ତା ଛଡ଼ା ସ୍ବାଧୀନା ନାଆଁ ସହିତ ମୋର ଗୋଟେ ଅଧୁରା ସ୍ବପ୍ନ ରହିଛି ।ତେଣୁ ମୁଁ କିଛି ସମୟ ନିଜକୁ ହଜେଇ ଦେଇ ଥିଲି ସେ କବିତା ରେ ।

  3. ଅନସୂୟା ଭଉଣୀ ସମ୍ପର୍କ ର ଅର୍ଥ କେତେ ସୁନ୍ଦର ଭାବେ ହସି ହସି ବୁଝେଇଦେଲେ । ଆପଣଙ୍କ ହସ କହେ ସମ୍ପର୍କ ହସ ଖୁସିର ଲହରୀ ଟିଏ ବୋଧେ ।

  4. ସବୁ କବିତା ଆବୃତି ଭଲ ଲାଗିଲା ।
    ଡ କୁଳମଣି ଓଝାଙ୍କ ବର୍ଷାନୁରାଗ ଭଲ ଲାଗିଲା ।
    ସମ୍ପାଦନା ମଧ୍ୟ ସୁନିର୍ବାଚିତ ।

  5. ବବି ଅନସୂୟାଙ୍କ କବିତା “ମୁଁ ସ୍ୱାଧିନା” ବହୁତ ପ୍ରଭାବଶାଳୀ ଓ ବାସ୍ତବିକ ଓ ହୃଦୟସ୍ପର୍ଶୀ।

  6. ପୁଷ୍ପାଞ୍ଜଳି ବାରିକଙ୍କ ନିଜସ୍ବ କବିତା ଓ କଣ୍ଠ ଦାନ ଅତ୍ୟନ୍ତ ଭାବଗ୍ରାହୀ।

Leave a Reply

Your email address will not be published. Required fields are marked *