ବାଡୁଅ ରଖିଲା ସ୍ମାର୍ଟ ସହର

ବନ୍ୟା ପ୍ଲାବିତ ସ୍ମାର୍ଟ ସହରରେ ବାହା ହେବାକୁ ଯାଇ ବରମାନେ କଣ ବା ହଟହଟା ନ ହୁଅନ୍ତି! ଏହାରି ଉପରେ ମନୋରମ…ଆଗକୁ ପଢନ୍ତୁ

ମାଟି ଆଉ ମଣିଷର କବି କୃଷ୍ଣପ୍ରସାଦ ବେହେରା

ଓଡ଼ିଶାର ଏହି ଅନନ୍ୟ ଅଥଚ ବିସ୍ମୃତ କାବ୍ୟ ପ୍ରତିଭାଙ୍କ ଆଜି ପଚାଶତମ ମୃତ୍ୟୁ ବାର୍ଷିକୀ ଉପଲକ୍ଷେ ପ୍ରସ୍ତୁତ କରୁଛୁ ମହାନ ସ୍ରଷ୍ଟାଙ୍କ…ଆଗକୁ ପଢନ୍ତୁ

ଧରଣୀ ରାଣୀର ବ୍ୟଥା

କୁମ୍ଭାର ଭାଇ ପୃଥିବୀ ବୁକୁରେ ଥିବା ମାଟିକୁ ଦଳିଚକଟି ଏବଂ ଜାଳିପୋଡି ସୁନ୍ଦର ଦୀପଟିଏର ରୂପ ଦିଏ। ତେବେ ଏହା ପଛରେ…ଆଗକୁ ପଢନ୍ତୁ

ବାପା

ପିଲାଟି ରାହା ଧରି କାନ୍ଦୁଥିଲା। ହେଲେ ବାପା କଣ ସତରେ ଥିଲେ ନିଷ୍ଠୁର? ପଢନ୍ତୁ, ଗାଳ୍ପିକ ବିଜୟକୃଷ୍ଣ ପଟ୍ଟନାୟକଙ୍କ କଲମରୁ ମିନି…ଆଗକୁ ପଢନ୍ତୁ

ଲେଖକୀୟ ପ୍ରତିବଦ୍ଧତା

ଅନମନୀୟ ଲେଖକ ହିଁ ସାମାଜିକ ବିପ୍ଳବର ସୂତ୍ରଧର। ଏହି ପରିପ୍ରେକ୍ଷୀରେ ଲେଖକ-କଳାକାର-ଶିଳ୍ପୀଙ୍କର ମାନସ ମନ୍ଥନ କରିବାର ସମୟ ଉପଗତ ବୋଲି ମନେକରନ୍ତି…ଆଗକୁ ପଢନ୍ତୁ

ବାତ୍‌ଫୁରୁସି *

“ଅପରେ କିଂ ଭବିଷ୍ୟତି।”ଗାଁଗହଳିରେ ଏଇ କଥାଟି ଶୁଣୁଥିଲି ସମୟ ସମୟରେ। ସେତେବେଳେ ଗାଁଗହଳିରେ କେଉଁ ପଣ୍ଡିତଙ୍କ ମୁହଁରୁ ସଂସ୍କୃତରୁ ଉଦ୍ଧୃତ ଏଇ…ଆଗକୁ ପଢନ୍ତୁ

ପୁରସ୍କାର ଓ ଲେଖକ

ଆମ ‘ଲଳିତ ନିବନ୍ଧ’ ବିଭାଗରେ ବିଶିଷ୍ଟ ରମ୍ୟରଚନାକାର ଡା. ଅଭୟ କୁମାର ଦାସ ନିଜର ‘ସାହିତ୍ୟରେ ଫାଟ’ ଶୀର୍ଷକ ଲେଖାଟିରେ ବିଚାରଣୀୟ…ଆଗକୁ ପଢନ୍ତୁ

ଶିଳାର ସାଧକ

କାନାଡ଼ା ଦେଶରେ ଅବସ୍ଥାନ କରୁଥିବା ଲେଖକ ଏକଦା ନିଜର ଭୁବନେଶ୍ୱର ଆଗମନ କାଳରେ ଦୈବାତ ଗୋଟିଏ ଘରର ଫାଟକରେ ନିଜର ଜଣେ…ଆଗକୁ ପଢନ୍ତୁ

ଆଞ୍ଜୁଳାଏ ଲିମେରିକ୍

ଲିମେରିକ୍ ହେଉଛି ଏକ ପାଞ୍ଚ ଧାଡ଼ିଆ ଲଘୁ କବିତା ଯାହାର ଉନ୍ମେଷ ଇଂରାଜୀ ସାହିତ୍ୟରେ ଘଟିଥିଲା। ଏଠାରେ ଆମ ଭାଷାରେ ଚଉଦ…ଆଗକୁ ପଢନ୍ତୁ

ୱାଡ଼େ ବାଇଆ

ସେ ତ ନିଜର ଟିକି ମନରେ ଧରିନେଇଥିଲା ଯେ ସିଏ ସତସତିକା ଭୟାନକ ବାଇଆଟିଏ ହୋଇଥିବ। କିନ୍ତୁ…..! ପଢନ୍ତୁ ପ୍ରବୀଣ କଥାକାର…ଆଗକୁ ପଢନ୍ତୁ