ମୁଦ୍ରିତ ସାହିତ୍ୟର ଭବିଷ୍ୟତ

କିଛିଦିନ ତଳେ ଭୁବନେଶ୍ୱରସ୍ଥିତ ଭାରତୀୟ ବିଦ୍ୟା ଭବନରେ ଏକ ଆଲୋଚନା ସଭାରେ ଆମେ ଶ୍ରୋତା ଭାବରେ ଉପସ୍ଥିତ ରହିବାର ଅବସର ପାଇଥିଲୁ।…ଆଗକୁ ପଢନ୍ତୁ

ଓଡ଼ିଆ ସାହିତ୍ୟର ଅନଲାଇନ୍ ପ୍ଲାଟଫର୍ମ୍‌

ଆମେ ଲେଖକ ଏଠି ଶହେ, ହେଲେ ପାଠକ ଏଠି ହଜାର ହଜାର। ଅଧିକାଂଶ ପାଠକ ନୀରବରେ ଲେଖା ପଢି ଚାଲିଯାଇଥାନ୍ତି। ଓଡ଼ିଆ…ଆଗକୁ ପଢନ୍ତୁ

ଏଜନ୍ *

“କସ୍ୟ ଋଣଗ୍ରହଣ ପତ୍ରମିଦଂ କାର୍ଯ୍ୟଞ୍ଚାଗେ; ଲେଖିତଂ ଅମୁକ ଦେବ୍ୟା।”ଆରମ୍ଭରୁ ଖେଚେଡ଼ିଆ ପଦେ ଲେଖିଛି ବୋଲି ଆମ୍ଭଙ୍କୁ ଖେଚେଡ଼ିଆ ବୋଲି ବୁଝିବେନି। ଏଇ…ଆଗକୁ ପଢନ୍ତୁ

କବିଙ୍କର ପ୍ଲେସମେଣ୍ଟ୍

କଵିମାନେ କୁଆଡେ ସ୍ୱର ଉତ୍ତୋଳନ କରିଛନ୍ତି, ବେକାରୀ ବିରୁଦ୍ଧରେ ! ଆମ ସମୟର ବିଶିଷ୍ଟ ରମ୍ୟରଚନାକାର ଅଭୟ ଦାଶଙ୍କ କଲମରୁ ଏକ…ଆଗକୁ ପଢନ୍ତୁ

ଚିଡ଼ିଆଖାନାର ଚିତ୍ର

ନିଜ ଗଳ୍ପ ସଂକଳନଟିର ସ୍ୱରୂପକୁ ଲେଖକ ବୋଧହୁଏ ସ୍ୱୟଂ ହିଁ ପରିଭାଷିତ କରିଦେଇଛନ୍ତି ‘ବେତାଳ କଥା’ ଶୀର୍ଷକ ନିଜର ମୁଖବନ୍ଧଟିରେ: ‘ଖୁବ୍…ଆଗକୁ ପଢନ୍ତୁ

ରକ୍ତମଗ୍ନା ରିଞ୍ଜୋଡି (୧)

ପାହାଡ ତୀଖଛୁଇଁ, ଘୁମେଁଇ ପଡିଥିବାନେଳି ନେଳିଆ,ଆଞ୍ଜୁଳାଏ ଆକାଶସାରାକିଏ, କେଜାଣି ଓଜାଡି, ଦେଇଛିମିଞ୍ଜିମିଞ୍ଜିଆ ଚାଙ୍ଗୁଡିଭର୍ତ୍ତି ତାରା ଫୁଲ,ଅନ୍ଧାର ସିନ୍ଥିରେ ଗାଢକଳାଲେସିଦେଇଛି, ପଥର ସନ୍ଧିରେଲୁଚିଥିବା,…ଆଗକୁ ପଢନ୍ତୁ

ମହତାବଜୀ, ଟମାଟୋ ଖଟା ଆଉ ମୁଁ

ମହତାବ ବାବୁ ପୋଖତ କବିରାଜ ଥିଲେ। ନାଡିବାରି ସେ ମଣିଷ ଚିହ୍ନିଥିଲେ। ନ ହେଲେ, ଉପେନ୍ଦ୍ର ପଣ୍ଡାଙ୍କୁ ସେ ଏକଦା ‘ପ୍ରଜାତନ୍ତ୍ର’…ଆଗକୁ ପଢନ୍ତୁ

ଡ. ଶକୁନ୍ତଳା ବଳିଆରସିଂହଙ୍କ ସହ ଏକ ସାରସ୍ୱତ ବାର୍ତ୍ତାଳାପ

ଓଡିଶା ଜନନୀ କ’ଣ ଏତେ ଗରିବ ଯେ ତାଙ୍କର ସାହିତ୍ୟ ପଢିଥିବା ପୁଅଝିଅମାନଙ୍କୁ ରାସ୍ତାରେ ବସାଇଦେବେ? ଡ. ଶକୁନ୍ତଳା ବଳିଆରସିଂହ ଓଡ଼ିଶାର…ଆଗକୁ ପଢନ୍ତୁ

ହାଉସ୍ ହଜ୍‌ବେଣ୍ଡ୍‌

ନିଜ ସ୍ତ୍ରୀ ରୋଜଗାର କରିବ, ତୁମେ ରାଜା ଭଳି ବୁଲି ବୁଲି ଖାଇବ ! ଲୋକେ କ’ଣ କହିବେ ? ଅଫିସ…ଆଗକୁ ପଢନ୍ତୁ

ଲେଖକ ପରିଚୟ

ଆମେ ଜାଣୁ ଯେ ପ୍ରତ୍ୟେକ ସାହିତ୍ୟଧର୍ମୀ ରଚନାଟିଏର ପଛରେ ଥାଆନ୍ତି ଜଣେ ବିନ୍ଧାଣି, ଯାହାଙ୍କୁ ଆମେ କବି ବା ଲେଖକ ଭାବରେ…ଆଗକୁ ପଢନ୍ତୁ