ନବଗୁଞ୍ଜର – ଓଡ଼ିଆ ସଂସ୍କୃତିର ଅପ୍ରତିମ କୃତି

ନବଗୁଞ୍ଜର, ପୁରାଣ ବର୍ଣିତ ଏକ ଅଦ୍ଭୁତ କାଳ୍ପନିକ ପ୍ରାଣୀ ଯାହାକି ନ’ଅ ଟି ଜୀବଙ୍କ ସମାହାର। ଏହାର ବର୍ଣ୍ଣନା କେବଳ ଓଡ଼ିଆ…ଆଗକୁ ପଢନ୍ତୁ

ଦେବଦାସ ଛୋଟରାୟଙ୍କ ସିନେମା ଗୀତ

ବହିଟିର ମଲାଟ ଓଲଟାଇଲେ ଯେଉଁ ବାକ୍ୟଟି ପ୍ରଥମେ ଦୃଷ୍ଟିରେ ପଡେ ତା’ ହେଉଛି ବିଶିଷ୍ଟ ଗୀତିକାର ଶ୍ରୀ ଦେବଦାସ ଛୋଟରାୟଙ୍କ ଏକ…ଆଗକୁ ପଢନ୍ତୁ

ତୁମ ଓ ମୋ ସମ୍ପର୍କ

ତୁମ ଓ ମୋ ସମ୍ପର୍କକିଏ କହେ ନଦୀ-ସମୁଦ୍ରକିଏ ପୁଣି କହେ ମାଟି-ଆକାଶ। ମୁଁ ନିରିମାଖୀ ନଦୀଟେନିରବେ ନିଃଶୋକେ ନିଃସଂକୋଚେନିଃଶେଷଇ ନୀଳ-ନୀଳୟେନିଶ୍ବାସ ନଥାଏ…ଆଗକୁ ପଢନ୍ତୁ

ଫୁଲ

ଆରେ ବାଃ ! କେତେ ସୁନ୍ଦର ଏଇ ଦୁନିଆ !! ଏଇ ନୀଳ ଆକାଶ…ପାହାନ୍ତି ସୁରୂଜର ଉଷୁମ୍ ସିନିହ…. ଆଉ ଚାରିପାଖର…ଆଗକୁ ପଢନ୍ତୁ

ଆହା, ମୋ କାଞ୍ଜି!

ବଜାରରେ କାଞ୍ଜି ର ବିଜ୍ଞାପନ ଦେଖି ମନହେଲା, ଅନଲାଇନରେ ମଗାଇବାକୁ। କେତେଦିନ ହେଲା ବିଭିନ୍ନ ମେଡିଆରେ ପ୍ରଚାର ଦେଖିଛି । ଖୁବ୍ବ…ଆଗକୁ ପଢନ୍ତୁ

କବିତାରେ ପ୍ରଥମ ପୁରୁଷ ଏକବଚନ

ଆମ ଭାଷାର ଆଧୁନିକ କବିତା ସମ୍ଭାରକୁ ଲକ୍ଷ୍ୟ କଲେ ଯେ କେହି ପାଇବେ ଯେ ସେଥିରୁ ଅଧିକାଂଶଟିରେ କଥକ ଜଣକ ପ୍ରତିଭାତ…ଆଗକୁ ପଢନ୍ତୁ

ଲୁହ

ଆଖିକୁ ଚାହିଁଲେ ଦେଖା ଦିଏନାହିଁକେଉଁ କୋଣେ ଲୁଚି ଥାଏସୁଖଦୁଃଖ ଆଉ ହସକାନ୍ଦ ମେଳେସବୁ କଥା କହିଯାଏ ।ଘର ଛାଡିଦେଇ ବନ୍ଧୁ ପରିଜନପରଦେଶେ…ଆଗକୁ ପଢନ୍ତୁ

ସିଡ଼ି

ସିଡ଼ି ର ସବୁଠୁ ତଳ ପାହାଚରେ ମୋତେ ମାଲିକ ବସେଇଦେଇଥାନ୍ତି। ମୁଁ ଖୁସି ମନରେ ବସିଥାଏ। ମୋ ଦୁଇ ପାର୍ଶ୍ଵ ରେ…ଆଗକୁ ପଢନ୍ତୁ

ମରଣ ବେଳକୁ ତୋର ଶରଣ

ମରଣ ବେଳକୁ ତୋର ଶରଣପ୍ରଭୁ ହୁଅନ୍ତି କି ତୋ ପୀତ ବାସତୋ ଦେହେ ଯାଆନ୍ତି ଲାଖିହୁଅନ୍ତି କି ତୁଳସୀ  ଦୟଣା ମାଳଦେହେ…ଆଗକୁ ପଢନ୍ତୁ