ଆକାଶ ରେ ଭେଳା ଭେଳା ପାଉଁଶିଆମେଘ ଉଢ଼ାଳରେ ରବିଅପରାହ୍ନ ଖରା ପ୍ରଖର ପ୍ରଦୀପ୍ତିମହକ ଯାଇଛି ଦବି।ବିଷର୍ଣ୍ଣ ଧୂସର ଆଲୋକରେ ଧୂପଦିଶୁଅଛି ଚାରିଆଡଯାତ୍ରୀଟିଏ…ଆଗକୁ ପଢନ୍ତୁ
Category: କବିତା
ଅନ୍ଧାର ଲୁହ
ସାରା ଆକାଶରେ ଘୋଟିଚି ବାଦଲସୋରାଏ ସୂର୍ଯ୍ୟର ତେର୍ଚ୍ଛା କିରଣଝଲସୁଛି ତୀକ୍ଷ୍ଣଧାର ଅସୀଟିଏ ପରିସତେ ଚିରିଦେବହୃଦୟ ସେ ମୋହରି । ମେଞ୍ଚା ମେଞ୍ଚା…ଆଗକୁ ପଢନ୍ତୁ
ଜାଣିଲି ଯେବେଠୁ
ସେହିକାଳୁ ମନରେ ରଖିଛିକହିବାକୁ ପଦିଏକୋଉ କହିପାରୁଛିଜାଣିଲି ଯେବେଠୁ ତୁମେଅନ୍ତର୍ଯ୍ୟାମୀ ବୋଲି ।ଆଉ ରହିଲାତୁମ ପାଖକୁ ଯିବାକଥାତୁମେ ତ ଅଛ ସବୁଠିଅଯଥାରେ ଯିବି…ଆଗକୁ ପଢନ୍ତୁ
ବିଦଗ୍ଧ କବିତା
ଚିଠିକୁ ଦେଖିଲେ ମନେ ପଡିଯାଏହଜିଲା ଦିନର କଥାକେମିତି ଭୁଲିବି କହଗୋ ସଜନୀତୁମରି ବିରହ ବ୍ୟଥାତୁମେ ଗଲା ଦିନୁ ହଜିଛି ସପନଯାଇଛି ଆଖିର…ଆଗକୁ ପଢନ୍ତୁ
ମୋ ମମତା ମୋ ଭାଷା
ମାଆର ମମତା ପାଇବାପାଙ୍କ ଆଦର ପାଇଁଆଦରିଲି ମାତୃଭାଷା ଶିକ୍ଷା,ମାଆ ତ ରହିଛି ଚାହିଁବାପା ତ ଗଲେଣି କାହିଁଆଚରିଲି ମାତୃଭାଷା ଦୀକ୍ଷା ।…ଆଗକୁ ପଢନ୍ତୁ
ଶରତ୍କାଳ
ଶରତ ଋତୁର ପ୍ରବେଶ ହୁଅନ୍ତେଇନ୍ଦିନ୍ଦର ଦେଖ ବାତୁଳଓଡ୍ରପୁଷ୍ପ ଯେହ୍ନେ ଗୋଲାପ ପ୍ରାୟେକହୃଦକୁ କରଇ ଆକୁଳଶୁଣ ସୁଜନେବୃକ୍ଷରାଜୀ ଲଭି କାକରଇନ୍ଦ୍ରଧନୁ ସତେ ଲୋଟି…ଆଗକୁ ପଢନ୍ତୁ
ସ୍ବପ୍ନକ୍ଷରା
ତମର ସେ ନମ୍ର ସ୍ବୀକାରୋକ୍ତିନୀଳାଭ ସ୍ପନ୍ଦନ, ନୀଳ ନିଧୂବନଚନ୍ଦନ ଚର୍ଚ୍ଚିତ ଚାରୁ ଚିତ୍ରପଟେଅପଲକେ ଲୋଟିପଡ଼େକୋଟି ପାରିଜାତ ; ଅର୍ବୁଦ ସୁଷମାତୁମେଇ ତ…ଆଗକୁ ପଢନ୍ତୁ
ବାଲକନିରେ ସଂଜବତୀ
ଯଶୋଧାରା ମିଶ୍ର ବାଲକନି ଚଉରାରେ ସଂଜବତୀ ଦିଏସାଲୁଆର ସୁଟ୍ ପିନ୍ଧା ବୋହୂଟିଏବାଦୁଡ଼ିମାନେ ଘଉଡ଼ିଦେଉଥାନ୍ତି ଆକାଶରୁସଂଜର ଶେଷ ନାଲି ଟିକକଏବର୍ଷ ପତ୍ର ଝାଡ଼ିନଥିବା…ଆଗକୁ ପଢନ୍ତୁ