ବସନ୍ତ ରାସ

ବସନ୍ତ ଅଇଲା ମଳୟ ସାଙ୍ଗରେହିମ ଶୀତଳ ପରଶ।ଭ୍ରମର ଗାଉଛି ପ୍ରେମରଙ୍ଗ ରାଗଧରଣୀ ହୃଦ ସନ୍ତୋଷ ॥୦୧॥ କୋଷାର କୋଷରେ ଡେଣା କଅଁଳୁଛିକୁନି…ଆଗକୁ ପଢନ୍ତୁ

ମୋର୍ ଚିଠି

କବିତାଟି ସମ୍ବଲପୁରୀ ଭାଷାରେ ରଚିତ ଏବଂ ବଲାଙ୍ଗୀର ଜିଲ୍ଲାରେ ଥିବା ରାଣୀପୁର-ଝରିଆଲ୍ ଅଂଚଳର ଗୌରବଗାଥା ସହିତ ଜଡିତ। ଉଠିଗଲା ମୋର୍ ନାଁ…ଆଗକୁ ପଢନ୍ତୁ

ପୌଷ ସଂଜର ସନେଟ୍

ସଂଜର କୁଆଁରୀ ଦେହେ ମାଡ଼ିଆସେ ଜ୍ୟୋତ୍ସ୍ନାର ଜୁଆରଆଖିରେ ମହୁଲି ସ୍ବପ୍ନ ମନତଳେ ଫାଲଗୁନୀ ଫୁଆରପଞ୍ଚମ ତାନରେ ଗାଏ ବେପରୁଆ ପୁବେଇ ପବନପୌଷର…ଆଗକୁ ପଢନ୍ତୁ

ତୁମ ଓ ମୋ ସମ୍ପର୍କ

ତୁମ ଓ ମୋ ସମ୍ପର୍କକିଏ କହେ ନଦୀ-ସମୁଦ୍ରକିଏ ପୁଣି କହେ ମାଟି-ଆକାଶ। ମୁଁ ନିରିମାଖୀ ନଦୀଟେନିରବେ ନିଃଶୋକେ ନିଃସଂକୋଚେନିଃଶେଷଇ ନୀଳ-ନୀଳୟେନିଶ୍ବାସ ନଥାଏ…ଆଗକୁ ପଢନ୍ତୁ

ଲୁହ

ଆଖିକୁ ଚାହିଁଲେ ଦେଖା ଦିଏନାହିଁକେଉଁ କୋଣେ ଲୁଚି ଥାଏସୁଖଦୁଃଖ ଆଉ ହସକାନ୍ଦ ମେଳେସବୁ କଥା କହିଯାଏ ।ଘର ଛାଡିଦେଇ ବନ୍ଧୁ ପରିଜନପରଦେଶେ…ଆଗକୁ ପଢନ୍ତୁ

ଝିଅ ଛୁଆ

କାହିଁକି ପଢ଼ିବୁ ?ତୁ ଝିଅ ଛୁଆଟେ,ପାଠ ପଢ଼ି କଣ କରିବୁ ?ଯେତେ ଅଧିକ ପଢିବୁବର ଖୋଜୁ ଖୋଜୁ ସେତିକି ହିନସ୍ତାଭାଇକୁ ପଢ଼ିବାକୁ…ଆଗକୁ ପଢନ୍ତୁ

ସହରର ରାସ୍ତା

ପଳାୟମାନ ନାଲିବତୀର ତରଂଗରୁଗ୍ଣବାହିକାର ସାଇରନରଅନ୍ତର୍ଭେଦୀ ଚିତ୍କାର ଯାହା ଚିରି ଯାଏନୀରବତାର ମୂର୍ଦ୍ଧନା ଆଉ ଏଇ ସର୍ବଂସହା ରାସ୍ତାସହି ଥାଏ କଣରେ କୁଢ଼ା…ଆଗକୁ ପଢନ୍ତୁ

ଗୁନ୍ଥନ

କୁସୁମ ଗୁନ୍ଥିଲେ ହାର,ଭାବ ଗୁନ୍ଥିଲେ ଈଶ୍ବର ,ବିଶ୍ୱାସ ଗୁନ୍ଥିଲେ ସଂପର୍କ ସୁନ୍ଦର,ସଂପର୍କ ଗୁନ୍ଥିଲେ ଘର। [୧] ଲହରୀ ଗୁନ୍ଥି ସାଗର,ପ୍ରେମ ଗୁନ୍ଥି…ଆଗକୁ ପଢନ୍ତୁ

ନିଜେ ନିଜ ସହ

ଏବେ ଏଇନେ ହଠାତ୍ ଦେଖାହେଇଗଲା ନିଜ ସହପଚାରିଲି ତାକୁ ଭଲମନ୍ଦ ଖବର ଅନ୍ତରହସି କି କହିଲା ହଁ ଗାଡି ଚାଲିଛିଧୁଆ ଲୁଗାରୁ…ଆଗକୁ ପଢନ୍ତୁ

ବିନ୍ଦୁ ମୁଁ

ସଂକୁଚିତ ରେଖା ମୁଁପାଲଟିଛି ବିନ୍ଦୁ ……..ମୁଁ ଆଦିମୁଁ ଅନ୍ତ ………ହଜିଯାଇଥିବାଅସ୍ତିତ୍ବ ମୁଁ। ଚଉକୋଣ, ତ୍ରିଭୁଜ …….ଆଙ୍କୁଥିଲେ ମୋତେ ନେଇଥିଲି ଯେବେ ମୁଁ…ଆଗକୁ ପଢନ୍ତୁ