ଝିଅ ଛୁଆ

କାହିଁକି ପଢ଼ିବୁ ?ତୁ ଝିଅ ଛୁଆଟେ,ପାଠ ପଢ଼ି କଣ କରିବୁ ?ଯେତେ ଅଧିକ ପଢିବୁବର ଖୋଜୁ ଖୋଜୁ ସେତିକି ହିନସ୍ତାଭାଇକୁ ପଢ଼ିବାକୁ…ଆଗକୁ ପଢନ୍ତୁ

ସହରର ରାସ୍ତା

ପଳାୟମାନ ନାଲିବତୀର ତରଂଗରୁଗ୍ଣବାହିକାର ସାଇରନରଅନ୍ତର୍ଭେଦୀ ଚିତ୍କାର ଯାହା ଚିରି ଯାଏନୀରବତାର ମୂର୍ଦ୍ଧନା ଆଉ ଏଇ ସର୍ବଂସହା ରାସ୍ତାସହି ଥାଏ କଣରେ କୁଢ଼ା…ଆଗକୁ ପଢନ୍ତୁ

ଗୁନ୍ଥନ

କୁସୁମ ଗୁନ୍ଥିଲେ ହାର,ଭାବ ଗୁନ୍ଥିଲେ ଈଶ୍ବର ,ବିଶ୍ୱାସ ଗୁନ୍ଥିଲେ ସଂପର୍କ ସୁନ୍ଦର,ସଂପର୍କ ଗୁନ୍ଥିଲେ ଘର। [୧] ଲହରୀ ଗୁନ୍ଥି ସାଗର,ପ୍ରେମ ଗୁନ୍ଥି…ଆଗକୁ ପଢନ୍ତୁ

ନିଜେ ନିଜ ସହ

ଏବେ ଏଇନେ ହଠାତ୍ ଦେଖାହେଇଗଲା ନିଜ ସହପଚାରିଲି ତାକୁ ଭଲମନ୍ଦ ଖବର ଅନ୍ତରହସି କି କହିଲା ହଁ ଗାଡି ଚାଲିଛିଧୁଆ ଲୁଗାରୁ…ଆଗକୁ ପଢନ୍ତୁ

ବିନ୍ଦୁ ମୁଁ

ସଂକୁଚିତ ରେଖା ମୁଁପାଲଟିଛି ବିନ୍ଦୁ ……..ମୁଁ ଆଦିମୁଁ ଅନ୍ତ ………ହଜିଯାଇଥିବାଅସ୍ତିତ୍ବ ମୁଁ। ଚଉକୋଣ, ତ୍ରିଭୁଜ …….ଆଙ୍କୁଥିଲେ ମୋତେ ନେଇଥିଲି ଯେବେ ମୁଁ…ଆଗକୁ ପଢନ୍ତୁ

ମରୁ ଝରଣା

ଜୀବନ ମୋ ଏକ ମରୁ ଝରଣାଯାଇଛି କେବେଠୁ ଶୁଖିଜଳିଛି ଶ୍ୟାମଳ ସବୁଜ ସ୍ୱପନବାସ୍ତବତା ପାରେ ଦେଖି।ଅତୀତ ମୋ ପାଇଁ ସ୍ମୃତିର ଶାୟରୀସମ୍ପର୍କ…ଆଗକୁ ପଢନ୍ତୁ

ସ୍ବଭାଷା ହୋଇନି ସ୍ବାଧୀନ

ଲୋକଭାଷାଠୁଁ ହୋଇ ଭିନ୍ନଚାଲିଛି ସ୍ବଭାଷା ଲିଖନତେଣୁ ଏ ନୁହେ ସୁସଂପନ୍ନଏବେ ବି ପରଂପରାଧୀନ ଲେଖିବା ମାତ୍ରକେ ‘ ତତ୍ସମ ‘ହୁଏନି ଲୋକ…ଆଗକୁ ପଢନ୍ତୁ

ତିନି ମାଇଲ ଖୁଣ୍ଟ

ଶୈଶବ:ଧୂଳି ଖେଳ, ବାଲିଘର, ମା କୋଳେ ଶୟନଗୀତ, ନାଚ, ହସ ଖୁସି ବିତିଯାଏ ରାତି ଦିନଲୁଚକାଳି, ଗୁଡିଟଣା, ବର୍ଷା ଭିଜା ଦିନମାନକାଗଜ…ଆଗକୁ ପଢନ୍ତୁ

ଅପରାହ୍ନର ଅନୁଭବ

ଆକାଶ ରେ ଭେଳା ଭେଳା ପାଉଁଶିଆମେଘ ଉଢ଼ାଳରେ ରବିଅପରାହ୍ନ ଖରା ପ୍ରଖର ପ୍ରଦୀପ୍ତିମହକ ଯାଇଛି ଦବି।ବିଷର୍ଣ୍ଣ ଧୂସର ଆଲୋକରେ ଧୂପଦିଶୁଅଛି ଚାରିଆଡଯାତ୍ରୀଟିଏ…ଆଗକୁ ପଢନ୍ତୁ

ଅନ୍ଧାର ଲୁହ

ସାରା ଆକାଶରେ ଘୋଟିଚି ବାଦଲସୋରାଏ ସୂର୍ଯ୍ୟର ତେର୍ଚ୍ଛା କିରଣଝଲସୁଛି ତୀକ୍ଷ୍‌ଣଧାର ଅସୀଟିଏ ପରିସତେ ଚିରିଦେବହୃଦୟ ସେ ମୋହରି । ମେଞ୍ଚା ମେଞ୍ଚା…ଆଗକୁ ପଢନ୍ତୁ