When eminent author Binapani Mohanty was recently conferred with the prestigious Atibadi Jagannath Das Samman –…ଆଗକୁ ପଢନ୍ତୁ
Author: sahityacharcha
ଗୁନ୍ଥନ
କୁସୁମ ଗୁନ୍ଥିଲେ ହାର,ଭାବ ଗୁନ୍ଥିଲେ ଈଶ୍ବର ,ବିଶ୍ୱାସ ଗୁନ୍ଥିଲେ ସଂପର୍କ ସୁନ୍ଦର,ସଂପର୍କ ଗୁନ୍ଥିଲେ ଘର। [୧] ଲହରୀ ଗୁନ୍ଥି ସାଗର,ପ୍ରେମ ଗୁନ୍ଥି…ଆଗକୁ ପଢନ୍ତୁ
ନିଜେ ନିଜ ସହ
ଏବେ ଏଇନେ ହଠାତ୍ ଦେଖାହେଇଗଲା ନିଜ ସହପଚାରିଲି ତାକୁ ଭଲମନ୍ଦ ଖବର ଅନ୍ତରହସି କି କହିଲା ହଁ ଗାଡି ଚାଲିଛିଧୁଆ ଲୁଗାରୁ…ଆଗକୁ ପଢନ୍ତୁ
ଢଗଢମାଳି ଯାଉଛେ ଭୁଲି
ପୂର୍ବେ ଗାଁ ଗହଳିରେ ଅନେକ ଢ଼ଗଢ଼ମାଳିର ପ୍ରଚଳନ ଥିଲା । ଏବେ ଆଉ ଶୁଣିବାକୁ ମିଳୁନି । ବୁଢ଼ା ବୁଢ଼ୀମାନେ ଏଇ…ଆଗକୁ ପଢନ୍ତୁ
ଆସି ପାରିବନି କରୋନା
ମାସ୍କ ପିନ୍ଧି ଦୁଇ ଗଜରେ ରହିଥର ଥର ସାବୁନରେ ହାତ ଧୁଅଇ ମୁହିଁ ।କରୋନା କୁ ମୋର ନାହିଁଟି ଡରପାଖ ମାଡିବନି…ଆଗକୁ ପଢନ୍ତୁ
ଅଳି ହୃଦୟର
ଆଫତାବ ହୋସେନ୍ ଆଜି ଓଡିଶାରେ ଏକ ସୁପରିଚିତ ନାମ। ଏ ବର୍ଷ ଯେତେବେଳେ ଉଚ୍ଚତମ ନ୍ୟାୟାଳୟ ପୁରୀରେ ରଥଯାତ୍ରା ପାଇଁ ଅନୁମତି…ଆଗକୁ ପଢନ୍ତୁ
ଶବ୍ଦ ଖେଳ
ବର୍ଷୀୟାନ୍ ଭାଷାତତ୍ତ୍ବବିତ୍ ଶ୍ରୀ ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ଦ୍ଵାରା ରଚିତ ଏହି କବିତାଟି ହୁଏତ ସହଜ-ସାହିତ୍ୟ ପର୍ଯ୍ୟାୟରେ ଯାଇନପାରେ। ତଥାପି ଏହାକୁ…ଆଗକୁ ପଢନ୍ତୁ
ଅଭିମନ୍ୟୁ ସାମନ୍ତସିଂହାରଙ୍କ ରାଜଦାୟିତ୍ୱ ଓ ସାହିତ୍ୟ ସେବା
ଅଭିମନ୍ୟୁ ସାମନ୍ତସିଂହାରଙ୍କ ସ୍ୱଳ୍ପ ଜୀବନ କାଳରେ ଘଟଣା କ୍ରମ ବଡ଼ ବିଚିତ୍ର । ଅଷ୍ଟାଦଶ ଶତଦ୍ଦୀରେ ଓଡ଼ିଶାରେ ଯେତେବେଳେ ମୋଗଲ ଶାସନର…ଆଗକୁ ପଢନ୍ତୁ
ସମ୍ପର୍କ
ଆତ୍ମତୃପ୍ତିର ହସଟିଏ ଖେଳିଗଲା ବିବେକ୍ ମୁହଁରେ ।ମାତ୍ର ଛଅ ମାସରେ ପାଞ୍ଚ ଶହ ବନ୍ଧୁ !କନ୍ଧମାଳରୁ କାଲିଫର୍ଣ୍ଣିଆ ….!! ସ୍କୁଲ୍ ସାଙ୍ଗରୁ…ଆଗକୁ ପଢନ୍ତୁ
ବିନ୍ଦୁ ମୁଁ
ସଂକୁଚିତ ରେଖା ମୁଁପାଲଟିଛି ବିନ୍ଦୁ ……..ମୁଁ ଆଦିମୁଁ ଅନ୍ତ ………ହଜିଯାଇଥିବାଅସ୍ତିତ୍ବ ମୁଁ। ଚଉକୋଣ, ତ୍ରିଭୁଜ …….ଆଙ୍କୁଥିଲେ ମୋତେ ନେଇଥିଲି ଯେବେ ମୁଁ…ଆଗକୁ ପଢନ୍ତୁ