ଆଜି ବୋଲାଏ ଯେ ଏକାଂତ ନିଜର, କାଲି ହୋଇପାରେ ପର। ଦିନସାରା ଯିଏ ଶିଷ୍ଟ ଭଦ୍ରଲୋକରାତିବେଳେ ହୁଏ ଶଠରାତି ଯେ ବିତାଏ…ଆଗକୁ ପଢନ୍ତୁ
Category: କବିତା
ଦାରୁବ୍ରହ୍ମ
ଶ୍ରୀଜଗନ୍ନାଥଙ୍କ ପବିତ୍ର ଘୋଷଯାତ୍ରା ଉପଲକ୍ଷେ କବିହୃଦୟରୁ ଝରିଆସିଛି ଏହି ପ୍ରତିବେଦନ। ସ୍ମୃତିପଟେ ଦୃଶ୍ୟମାନ୍ ବିଂଦୁଏ ଆଲୋକସଦ୍ୟଜାତ ସଂତାନର ହସ ପରି ଛବି…ଆଗକୁ ପଢନ୍ତୁ
ବାପା
ବାପାକୁ ବୁଝିବାକୁ ବୟସ ବି ହୁଏ ନାହିଁ ଲୋଡ଼ା। ବାପା ଗୋଟେ ଶବ୍ଦନୁହେଁମୁଠାଏ ସ୍ୱପ୍ନର ଆକାଶ,ବାପା ଗୋଟେ ବସ୍ତୁ କିବାବ୍ୟକ୍ତିଟିଏ ନୁହଁଜୀବନର…ଆଗକୁ ପଢନ୍ତୁ
ଅପରେସନ୍ ସିନ୍ଦୂର
ମୋ ଦେଶର ସେନା ଆଗେଇ ଚାଲରେ, ଭାବନାର ବେଳ ନାହିଁ। ଆର୍ଯ୍ୟ ମୁହିଁରେ ଆର୍ଯ୍ୟାବର୍ତ୍ତରଭାରତ ଭୂଇଁରେ ଠିଆହୋଇମୋର ଆହ୍ବାନ। ତୁ କାହୁଁ…ଆଗକୁ ପଢନ୍ତୁ
ରୁବାଇ
ରୁବାଇ ହେଉଛି ଏକ ଚାରିଧାଡ଼ିଆ ମିନିକବିତା, ଯାହାର ଆଗମନ ହୋଇଛି ପାରସ୍ୟ ଭାଷାର ସାହିତ୍ୟରୁ। ଗୋପାଳ କାନୁନଗୋଙ୍କ ଦ୍ବାରା ଓମାର୍ ଖାୟାମ୍ଙ୍କ…ଆଗକୁ ପଢନ୍ତୁ
ବରଷା ଭାବନା
ବରଷା ନଥିଲେ ବାଜିବନି ସାହାନାଇ। ବର୍ଷାକୁ କହୁଛି କିଏ ପ୍ରିୟତମାକିଏ ବା କହୁଛି ବୋହୂ,କିଏ ସେ କହୁଛି ଖାଣ୍ଟି ଓଡ଼ିଆଣୀକିଏ ସେ…ଆଗକୁ ପଢନ୍ତୁ
ମାଟିରୁ ତୁ ଆସୁ ଆଉ ମାଟିକୁ ତୁ ଯାଉ
ପଢନ୍ତୁ ବିନୟ ପଟ୍ଟନାୟକଙ୍କ କଲମରୁ ଏକ ମନଛୁଆଁ କବିତା, ଏବଂ ଶୁଣନ୍ତୁ ମଧ୍ୟ ତାଙ୍କ ନିଜ କଣ୍ଠରେ କବିତାଟିର ଆବୃତ୍ତି। ମାଟିରୁ…ଆଗକୁ ପଢନ୍ତୁ
ଝିଅ
ଝିଅ ନାହିଁ ଯାହାର, କେତେ ଦୁଃଖ ତାହାର। ଝିଅ ନାହିଁ ଯାହାରକେତେ ଦୁଃଖ ତାହାରଅନୁଭବୀ ହୃଦୟକୁଏକାନ୍ତରେ ପଚାର। ଝିଅ ଘିଅ କହନାବଣ୍ଟାକୁଣ୍ଟା…ଆଗକୁ ପଢନ୍ତୁ
ମଶାଣି
ବୁଝିଛି ଏତିକି ଶେଷ ପ୍ରାଣ ବିନ୍ଦୁ ପାଉଁଶ ମୁଠାଏ ସତେ। ମଶାଣି କାହାର ଠିକଣା ଜାଣିନିଜାଣିନି କାହାର ନାଆଁ,କଳା ଗୋରା ରଙ୍ଗ…ଆଗକୁ ପଢନ୍ତୁ
ଫଗୁଣ ସବୁଠି ଥାଏ
ହୋଲି ଖେଳି ସବୁରି ସେ ମିତ ବନିଯାଏ, ସବୁରି ହିତରେ ସିଏ ନିଜ ହିତ ଚାହେଁ। ପଳାଶ ଫୁଲରେ ବଣ ନାଲି…ଆଗକୁ ପଢନ୍ତୁ