ଲେଖା ଓ ଲେଖକ ମଧ୍ୟରେ ବ୍ୟବଧାନ

ଜଣେ ଲେଖକ ହେଉଛନ୍ତି ନିଜ ଲେଖାର ସ୍ରଷ୍ଟା ବା ଜନ୍ମଦାତା। ଏମାନଙ୍କ ମଧ୍ୟରେ ବ୍ୟବଧାନ ପୁଣି କ’ଣ? ଏ ପ୍ରଶ୍ନଟି ଆମ…ଆଗକୁ ପଢନ୍ତୁ

ଏକ ଯୁଗର ଅବସାନ

ବରେଣ୍ୟ ସାହିତ୍ୟ-ସାଧକ ମନୋଜ ଦାସ ଶେଷରେ ସ୍ମୃତିର ଇଲାକାକୁ ଅବତରିତ ହୋଇଗଲେ। ଏହାକୁ କେବଳ ଜଣେ ଯୋଗଜନ୍ମା ଲେଖକଙ୍କ ଦେହାବସାନ ନୁହେଁ,…ଆଗକୁ ପଢନ୍ତୁ

ସାହିତ୍ୟରେ ତାଳି ଓ ଗାଳି

ଆମ ସଂପାଦକୀୟ ପାଇଁ ଏମନ୍ତ ବିଷୟଟିଏ କେବେଠାରୁ ଆମ ମନରେ ଉଙ୍କି ମାରୁଥିଲା। ସଂଯୋଗକୁ ଏବେ ଆମ ପତ୍ରିକାର ‘ଚିତ୍ରରେ ସାହିତ୍ୟ’…ଆଗକୁ ପଢନ୍ତୁ

ସାହିତ୍ୟର ସ୍ଵରୁପ

ଏଠାରେ ଆମେ ସାହିତ୍ୟର ପରିଭାଷା ବା ଉପାଦାନ ସଂପର୍କରେ ଚର୍ଚ୍ଚା କରିବାକୁ ଯାଉନାହୁଁ। ବରଂ ଆମର ଉଦ୍ଵେଗର ହେତୁ ଅନ୍ୟ କିଛି।…ଆଗକୁ ପଢନ୍ତୁ

ପୁଣି ଫେରିଲା ଛନ୍ଦ

କବିତାର ଏକ ଛନ୍ଦମୁକ୍ତ ସ୍ବରୂପ ଆମ ସାହିତ୍ୟରେ ପ୍ରବେଶ କଲା ବିଶେଷତଃ ଆଧୁନିକ କାଳରେ। ଟି.ଏସ୍.ଏଲିଅଟଙ୍କ କବିତାରେ ଅନୁପ୍ରାଣିତ ହୋଇ ଶ୍ରୀ…ଆଗକୁ ପଢନ୍ତୁ

କବିତାରେ ପ୍ରଥମ ପୁରୁଷ ଏକବଚନ

ଆମ ଭାଷାର ଆଧୁନିକ କବିତା ସମ୍ଭାରକୁ ଲକ୍ଷ୍ୟ କଲେ ଯେ କେହି ପାଇବେ ଯେ ସେଥିରୁ ଅଧିକାଂଶଟିରେ କଥକ ଜଣକ ପ୍ରତିଭାତ…ଆଗକୁ ପଢନ୍ତୁ

ସଂକ୍ଷିପ୍ତ ସାହିତ୍ୟ – ଆଜିର ଆବଶ୍ୟକତା

ସମୟ ପ୍ରବାହର ଦୁଇଟି ବିନ୍ଦୁ ପ୍ରତି ଦୃଷ୍ଟିପାତ କଲେ ଆମେ ପ୍ରସଙ୍ଗଟିକୁ ବୁଝି ପାରିବା। ଧରାଯାଉ ଉନବିଂଶ ଶତାବ୍ଦୀର ଏକାନ୍ତ ଆଦ୍ୟ…ଆଗକୁ ପଢନ୍ତୁ

ଭାଷାଗତ ବିସଂଗତି ଓ ସାହିତ୍ୟ

ଓଡ଼ିଆ ଭାଷା ଯେ ବର୍ତ୍ତମାନ କତିପୟ ଭାଷାଗତ ବିସଂଗତି ଓ ଦ୍ବନ୍ଦ୍ବର ସମ୍ମୁଖୀନ ଏଥିରେ ସନ୍ଦେହ ନାହିଁ। ସାହିତ୍ୟ ଜଗତ ହେଉଛି…ଆଗକୁ ପଢନ୍ତୁ