ବଜାରରେ କାଞ୍ଜି ର ବିଜ୍ଞାପନ ଦେଖି ମନହେଲା, ଅନଲାଇନରେ ମଗାଇବାକୁ। କେତେଦିନ ହେଲା ବିଭିନ୍ନ ମେଡିଆରେ ପ୍ରଚାର ଦେଖିଛି । ଖୁବ୍ବ…ଆଗକୁ ପଢନ୍ତୁ
Author: sahityacharcha
କବିତାରେ ପ୍ରଥମ ପୁରୁଷ ଏକବଚନ
ଆମ ଭାଷାର ଆଧୁନିକ କବିତା ସମ୍ଭାରକୁ ଲକ୍ଷ୍ୟ କଲେ ଯେ କେହି ପାଇବେ ଯେ ସେଥିରୁ ଅଧିକାଂଶଟିରେ କଥକ ଜଣକ ପ୍ରତିଭାତ…ଆଗକୁ ପଢନ୍ତୁ
ଲୁହ
ଆଖିକୁ ଚାହିଁଲେ ଦେଖା ଦିଏନାହିଁକେଉଁ କୋଣେ ଲୁଚି ଥାଏସୁଖଦୁଃଖ ଆଉ ହସକାନ୍ଦ ମେଳେସବୁ କଥା କହିଯାଏ ।ଘର ଛାଡିଦେଇ ବନ୍ଧୁ ପରିଜନପରଦେଶେ…ଆଗକୁ ପଢନ୍ତୁ
ସିଡ଼ି
ସିଡ଼ି ର ସବୁଠୁ ତଳ ପାହାଚରେ ମୋତେ ମାଲିକ ବସେଇଦେଇଥାନ୍ତି। ମୁଁ ଖୁସି ମନରେ ବସିଥାଏ। ମୋ ଦୁଇ ପାର୍ଶ୍ଵ ରେ…ଆଗକୁ ପଢନ୍ତୁ
ମରଣ ବେଳକୁ ତୋର ଶରଣ
ମରଣ ବେଳକୁ ତୋର ଶରଣପ୍ରଭୁ ହୁଅନ୍ତି କି ତୋ ପୀତ ବାସତୋ ଦେହେ ଯାଆନ୍ତି ଲାଖିହୁଅନ୍ତି କି ତୁଳସୀ ଦୟଣା ମାଳଦେହେ…ଆଗକୁ ପଢନ୍ତୁ
ପ୍ରଭୂ
ଏହି ପୁସ୍ତକଟି ଯଦି କେବେ ଆପଣଙ୍କ ହସ୍ତଗତ ହୁଏ ତେବେ ଏହାର ଶିରୋନାମାଟିକୁ ସର୍ବପ୍ରଥମେ ଟିକିଏ ନିଠେଇକରି ପଢିନେବା ଜରୁରୀ। ନଚେତ…ଆଗକୁ ପଢନ୍ତୁ
ବାପୁ
ବରପ୍ରାପ୍ତି ହୋଇଗଲା। ଯେ, ମୁଁ ମୃତ୍ୟୁଲୋକ ପର୍ଯ୍ୟନ୍ତ ଯାତ୍ରା କରିପାରିବି ଏବଂ ମୃତାତ୍ମାମାନଙ୍କୁ ସ୍ଥୁଳ ଶରୀରରେ ଦେଖି ବି ପାରିବି।ହେଲେ, ଈଶ୍ବର…ଆଗକୁ ପଢନ୍ତୁ
ଝିଅ ଛୁଆ
କାହିଁକି ପଢ଼ିବୁ ?ତୁ ଝିଅ ଛୁଆଟେ,ପାଠ ପଢ଼ି କଣ କରିବୁ ?ଯେତେ ଅଧିକ ପଢିବୁବର ଖୋଜୁ ଖୋଜୁ ସେତିକି ହିନସ୍ତାଭାଇକୁ ପଢ଼ିବାକୁ…ଆଗକୁ ପଢନ୍ତୁ
ସହରର ରାସ୍ତା
ପଳାୟମାନ ନାଲିବତୀର ତରଂଗରୁଗ୍ଣବାହିକାର ସାଇରନରଅନ୍ତର୍ଭେଦୀ ଚିତ୍କାର ଯାହା ଚିରି ଯାଏନୀରବତାର ମୂର୍ଦ୍ଧନା ଆଉ ଏଇ ସର୍ବଂସହା ରାସ୍ତାସହି ଥାଏ କଣରେ କୁଢ଼ା…ଆଗକୁ ପଢନ୍ତୁ
On being Jagannath Prasad Das
He stands tall, unbending in his demeanour and stature in the journey since the late forties…ଆଗକୁ ପଢନ୍ତୁ