Forum Replies Created
-
AuthorPosts
-
sahityacharcha
Keymasterମାତ୍ର କିଛିଦିନ ତଳେ ଡ. ଅଜୟ କୁମାର ମିଶ୍ରଙ୍କର ଏକ ଆଧୁନିକ ଢ଼ଗଢ଼ମାଳି ପୁସ୍ତକ ପ୍ରକାଶ ପାଇଛି ‘ତୁଣ୍ଡବାଣୀ’ ନାମରେ। ଏଥିରେ ଚଳନ୍ତି ସମୟର ନୂଆ ଢ଼ଗଢ଼ମାଳି ସବୁ ପଢ଼ିପାରିବେ।
ଏମିତି ଆଉ କିଛି ବହି ଥିଲେ ମଧ୍ୟ ଅନ୍ୟମାନେ ଜଣାନ୍ତୁ।sahityacharcha
Keymasterମାତ୍ର କିଛିଦିନ ତଳେ ଡଃ. ଅଜୟ କୁମାର ମିଶ୍ରଙ୍କର ଏକ ଆଧୁନିକ ଢ଼ଗଢ଼ମାଳି ପୁସ୍ତକ ପ୍ରକାଶ ପାଇଛି ‘ତୁଣ୍ଡବାଣୀ’ ନାମରେ। ଏଥିରେ ଚଳନ୍ତି ସମୟର ନୂଆ ଢ଼ଗଢ଼ମାଳି ସବୁ ପଢ଼ିପାରିବେ।
ଏମିତି ଆଉ କିଛି ବହି ଥିଲେ ମଧ୍ୟ ଅନ୍ୟମାନେ ଜଣାନ୍ତୁ।sahityacharcha
Keymaster‘ପଞ୍ଜିକରଣ’ଶବ୍ଦରୁ ‘ପାଞ୍ଜି’ର ସୃଷ୍ଟି। ଏଥିରେ ତିନି ପ୍ରକାର ଘଟଣା ପଞ୍ଜିକୃତ ବା ଲିପିବଦ୍ଧ ହୋଇଥାଏ। ଯଥା, ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ।
ତେଣୁ ଯେଉଁ ବ୍ୟକ୍ତିର ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ ବୋଲି କିଛି ହିଁ ନାହିଁ, ତାହା ପାଇଁ କୁହାଯାଏ ଯେ ‘ତିନି ପାଞ୍ଜିରୁ ଗଲା’।sahityacharcha
Keymasterଶେଷରେ ଚାଲିଗଲେ ପ୍ରଜ୍ଞା ପଥର ଯାତ୍ରୀ। ତାଙ୍କ ଅବର୍ତ୍ତମାନରେ ହଜି ଯାଇଛି ଭାଷା।
sahityacharcha
Keymasterସାହିତ୍ୟର ଉନ୍ମେଷ କାବ୍ୟରୁ ହିଁ ହୋଇଛି। ଏହା ଆମେ ଭୁଲିଯିବା ଉଚିତ ନୁହେଁ। ଅବଶ୍ୟ ସାହିତ୍ୟର ସମସ୍ତ ବିଭାଗର ସମ ପରିମାଣରେ ବିକାଶ ଆବଶ୍ୟକ।
ସମ୍ପାଦକ
sahityacharcha
Keymasterଆପଣମାନଙ୍କ ଆଗ୍ରହ କ୍ରମେ ଆଜିଠାରୁ ଆମ ଇ-ପତ୍ରିକାରେ ଆରମ୍ଭ ହେଲା ଅନୁବାଦ ବିଭାଗ।
ଏହି ବିଭାଗର ପ୍ରଥମ ଗଳ୍ପଟି ଏହି ଲିଂକ୍ ରେ ପଢ଼ିପାରିବେ।
https://www.sahityacharcha.com/2020/11/18/lupta-aranya/ସମ୍ପାଦକ
-
This reply was modified 5 years, 5 months ago by
sahityacharcha.
sahityacharcha
Keymasterଆପଣଙ୍କ ମତାମତ ପାଇଁ ଧନ୍ୟବାଦ। ଅନୁବାଦ ସାହିତ୍ୟ ପାଇଁ ବିଭାଗଟିଏ ରଖିବା ପ୍ରସ୍ତାବ ଆମ ମନରେ ମଧ୍ୟ ଅଛି। ଉପଯୁକ୍ତ ଲେଖା ପାଇଲେ ଏହା ଯଥା ଶୀଘ୍ର ସମ୍ପାଦିତ ହେବ।
-ସମ୍ପାଦକ-
This reply was modified 5 years, 5 months ago by
sahityacharcha.
-
This reply was modified 5 years, 5 months ago by
-
AuthorPosts