(ଅ) ସାହିତ୍ୟିକର ପରିଚୟ

ଗତକାଲି ଏକ ପ୍ରମୁଖ ସମ୍ବାଦପତ୍ରରେ ଲେଖାଟିଏ ପଢିଲି। ଏବେର ନୂଆ ନୂଆ ଲେଖକମାନଙ୍କୁ ଲକ୍ଷ୍ୟକରି ଖୁବ୍ ଶାଣିତ ବ୍ୟଙ୍ଗ ମାଧ୍ୟମରେ ପ୍ରକାରାନ୍ତରେ…ଆଗକୁ ପଢନ୍ତୁ

ମେଜର ସାହେବ

ଗାଁ ଜାଟମୁକୁନ୍ଦ, ଅଟାରୀ ବର୍ଡର ଠାରୁ ଆଠ ଦଶ କିଲୋମିଟର ପଛକୁ । ସେଇ ଗାଁରେ ସିଖ ସମ୍ପ୍ରଦାୟର ଅନେକ ଲୋକ…ଆଗକୁ ପଢନ୍ତୁ

ଜାଣିଲି ଯେବେଠୁ

ସେହିକାଳୁ ମନରେ ରଖିଛିକହିବାକୁ ପଦିଏକୋଉ କହିପାରୁଛିଜାଣିଲି ଯେବେଠୁ ତୁମେଅନ୍ତର୍ଯ୍ୟାମୀ ବୋଲି ।ଆଉ ରହିଲାତୁମ ପାଖକୁ ଯିବାକଥାତୁମେ ତ ଅଛ ସବୁଠିଅଯଥାରେ ଯିବି…ଆଗକୁ ପଢନ୍ତୁ

ଦୁଇଟି ଅଣୁ ଗଳ୍ପ

୧. ଜିତାପଟ ବାହାର ଟିଣ କବାଟରେ ଦୁମ୍ ଦୁମ୍ କରାଘାତ। କାନ୍ଥର ଗୋଟିଏ କଣକୁ ଟଂଗା ହୋଇଥିବା କ୍ୟାଲେଣ୍ଡରର ପୃଷ୍ଠାକୁ ନିରିଖିଲା…ଆଗକୁ ପଢନ୍ତୁ

ରଜ ଗୀତରେ କଲମ କୀଳା

ବନସ୍ତେ ଡ଼ାକିଲା ଗଜ ,ସାହିତ୍ଯ ବେପାରୀ କଲେ ମଉଜ ,କଲେ ମଉଜ ଲୋମୁଖେ ନାହିଁ ଟିକେ ଲାଜ ।। ରଜ ଦୋଳି…ଆଗକୁ ପଢନ୍ତୁ

ସାହିତ୍ୟ ଆଉ ସାହିତ୍ୟ ହୋଇ ନାହିଁ

ସାହିତ୍ୟ ଯାହା ସଦାସର୍ବଦା ସଙ୍ଗତରେ ଥାଏ । ସହିତ ଶବ୍ଦରେ ‘ୟ’ ପ୍ରତ୍ଯୟ ଯୋଗ କରି ସାହିତ୍ଯ ଶବ୍ଦର ଉତ୍ପତ୍ତି ହୋଇଛି…ଆଗକୁ ପଢନ୍ତୁ

ବିଦଗ୍ଧ କବିତା

ଚିଠିକୁ ଦେଖିଲେ ମନେ ପଡିଯାଏହଜିଲା ଦିନର କଥାକେମିତି ଭୁଲିବି କହଗୋ ସଜନୀତୁମରି ବିରହ ବ୍ୟଥାତୁମେ ଗଲା ଦିନୁ ହଜିଛି ସପନଯାଇଛି ଆଖିର…ଆଗକୁ ପଢନ୍ତୁ

ସାଧାରଣ, ଅସାଧାରଣ

ସମସ୍ତେ କହନ୍ତି ଆମେ ସାଧାରଣ। ନେତା କହନ୍ତି ଆମେ ସାଧାରଣ, ଜନତା କହନ୍ତି ଅାମେ ସାଧାରଣ। ଅଭିନେତା ବି କହନ୍ତି ଆମେ…ଆଗକୁ ପଢନ୍ତୁ

ମୋ ମମତା ମୋ ଭାଷା

ମାଆର ମମତା ପାଇବାପାଙ୍କ ଆଦର ପାଇଁଆଦରିଲି ମାତୃଭାଷା ଶିକ୍ଷା,ମାଆ ତ ରହିଛି ଚାହିଁବାପା ତ ଗଲେଣି କାହିଁଆଚରିଲି ମାତୃଭାଷା ଦୀକ୍ଷା ।…ଆଗକୁ ପଢନ୍ତୁ

ଶରତ୍କାଳ

ଶରତ ଋତୁର ପ୍ରବେଶ ହୁଅନ୍ତେଇନ୍ଦିନ୍ଦର ଦେଖ ବାତୁଳଓଡ୍ରପୁଷ୍ପ ଯେହ୍ନେ ଗୋଲାପ ପ୍ରାୟେକହୃଦକୁ କରଇ ଆକୁଳଶୁଣ ସୁଜନେବୃକ୍ଷରାଜୀ ଲଭି କାକରଇନ୍ଦ୍ରଧନୁ ସତେ ଲୋଟି…ଆଗକୁ ପଢନ୍ତୁ