ଅନୁବାଦ ସାହିତ୍ୟ

Viewing 4 posts - 1 through 4 (of 4 total)
  • Author
    Posts
  • #1809
    Anonymous
    Inactive

    ସମ୍ପାଦକ ମହୋଦୟ!
    ନମସ୍କାର
    ସାହିତ୍ଯ ଚର୍ଚ୍ଚାର ବିଷୟ ସୂଚୀରେ ଅନୁବାଦ ସାହିତ୍ୟକୁ ମଧ୍ଯ ସ୍ଥାନୀତ କରିବାକୁ ମୋର ଏହି ବିନମ୍ର ଅନୁରୋଧ। ଯଦି ଉଚିତ୍ ମଣନ୍ତି ତେବେ ଏଥିପ୍ରତି ଧ୍ଯାନଦେବେ।

    ପ୍ରଦୀପ

    #1828
    sahityacharcha
    Keymaster

    ଆପଣଙ୍କ ମତାମତ ପାଇଁ ଧନ୍ୟବାଦ। ଅନୁବାଦ ସାହିତ୍ୟ ପାଇଁ ବିଭାଗଟିଏ ରଖିବା ପ୍ରସ୍ତାବ ଆମ ମନରେ ମଧ୍ୟ ଅଛି। ଉପଯୁକ୍ତ ଲେଖା ପାଇଲେ ଏହା ଯଥା ଶୀଘ୍ର ସମ୍ପାଦିତ ହେବ।
    -ସମ୍ପାଦକ

    #1830
    Anonymous
    Inactive

    ସମ୍ପାଦକ ମହୋଦୟ
    ପ୍ରଣାମ,

    କିଛି ଆନ୍ତର୍ଜାତିୟ୍ ଅନୁବାଦ ଗଳ୍ପ ,ସଂକଳନ ପତ୍ରିକାରେ ସ୍ଥାନିତ କରିବାକୁ ସବିନୟ ଅନୁରୋଧ କରୁଅଛି।

    ସୌମ୍ୟ

    #1883
    sahityacharcha
    Keymaster

    ଆପଣମାନଙ୍କ ଆଗ୍ରହ କ୍ରମେ ଆଜିଠାରୁ ଆମ ଇ-ପତ୍ରିକାରେ ଆରମ୍ଭ ହେଲା ଅନୁବାଦ ବିଭାଗ।
    ଏହି ବିଭାଗର ପ୍ରଥମ ଗଳ୍ପଟି ଏହି ଲିଂକ୍ ରେ ପଢ଼ିପାରିବେ।
    https://www.sahityacharcha.com/2020/11/18/lupta-aranya/

    ସମ୍ପାଦକ

Viewing 4 posts - 1 through 4 (of 4 total)
  • You must be logged in to reply to this topic.