Reply To: ଓଡିଆ ଢଗଢମାଳୀ

#20535
sahityacharcha
Keymaster

ମାତ୍ର କିଛିଦିନ ତଳେ ଡ. ଅଜୟ କୁମାର ମିଶ୍ରଙ୍କର ଏକ ଆଧୁନିକ ଢ଼ଗଢ଼ମାଳି ପୁସ୍ତକ ପ୍ରକାଶ ପାଇଛି ‘ତୁଣ୍ଡବାଣୀ’ ନାମରେ। ଏଥିରେ ଚଳନ୍ତି ସମୟର ନୂଆ ଢ଼ଗଢ଼ମାଳି ସବୁ ପଢ଼ିପାରିବେ।
ଏମିତି ଆଉ କିଛି ବହି ଥିଲେ ମଧ୍ୟ ଅନ୍ୟମାନେ ଜଣାନ୍ତୁ।