ଏଠି ଦିନଗୁଡ଼ା କେମିତି କଟେ ଜଣାନାହିଁ। ସମସ୍ତଙ୍କ ଦୁଆର ବନ୍ଦ, ସବୁ ସମୟରେ। ଅଭୟ ଦାଶ; ଜନ୍ମ ସ୍ଥାନ ଜଗତସିଂପୁର ବାଇଶିମୌଜା…ଆଗକୁ ପଢନ୍ତୁ
Author: sahityacharcha
ପରିଣାମ
ପରକୀୟା ପ୍ରୀତିର ପରିଣାମ କେବେ ବି ଭଲ ନୁହେଁ, ନାରୀ ! ପରଦା ଉଠିବା ପରେ ଦେଖାଗଲା, ଏକ ଅଭିଜାତ ପରିବାରର…ଆଗକୁ ପଢନ୍ତୁ
ଚନ୍ଦ୍ରଚୋରି
ଚନ୍ଦ୍ରର କେତେ ରୂପ? ଲେଖକ ଓ କଳାକାରମାନେ ତ ଆମର ପ୍ରିୟ ଜହ୍ନମାମୁଙ୍କୁ ବାସ୍ତବତାରୁ ନେଇ କଳ୍ପନା ପର୍ଯ୍ୟନ୍ତ ବିଭିନ୍ନ ପୁଟ…ଆଗକୁ ପଢନ୍ତୁ
ଛାଡଖାଇର ଆରପାଖ
କଡ଼ାକଡ଼ି ଧର୍ମମାସ ପରେ ଆସିଛି ଏଇ ଛାଡ଼ଖାଇ। ଯେତେ ଧର୍ମ ସେତେ ପାପ। ନହେଲେ ବିଧାତାଙ୍କର ସନ୍ତୁଳନ ବିଗିଡ଼ି ଯିବ ନାଇଁ?…ଆଗକୁ ପଢନ୍ତୁ
ପୁସ୍ତକଙ୍କ ବିଳାପ
ମଂଚ ର ପର୍ଦା ଖୋଲିଲା। ପୁସ୍ତକ ମେଳାର ଦୃଶ୍ଯ। ପିପିଟି’ରେ ଦେଖାଯିବ ଯେ ଟେବୁଲମାନଙ୍କରେ ବହି ସବୁ ସଜାହେଇ ରଖା ହେଇଚି।…ଆଗକୁ ପଢନ୍ତୁ
ଅବିରାମ ଭାବୁଥିବା ସେ ଲୋକଟି
ଏହା ଏକ ପ୍ରୟୋଗାତ୍ମକ ଗଳ୍ପ। ସମ୍ପୂର୍ଣ୍ଣ ଗପଟି ଏକ ମିଶ୍ରବାକ୍ୟ ବା ଏକ ଦୀର୍ଘ ପରିଚ୍ଛେଦ। ଏହାର ମଝିରେ କୌଣସି ପୂର୍ଣ୍ଣଛେଦ…ଆଗକୁ ପଢନ୍ତୁ
ସାହିତ୍ୟରେ କଳାର ଭୂମିକା
କଳ୍ପନା, ପ୍ରେରଣା ବା କଳା ନଥିଲେ ଜୀବନ କାଇଁ ନା ସାହିତ୍ୟ କାଇଁ? ସାହିତ୍ୟ ଯେ ଏକ କଳା ଏ କଥା…ଆଗକୁ ପଢନ୍ତୁ
ଖାନନଗରରେ ଦିନେ
ଜିଅନ୍ତାରେ ବୁଢ଼ାକୁ ପଚାରୁ ନ ଥିବେ, ମଲାପରେ ପତିଆରା ଯେ ନ କହ। (ଖାନନଗର ଶ୍ମଶାନଘାଟ। ବସିଛନ୍ତି ଦୁଇଜଣ। ମଡାଚଣ୍ଡିଆ ଧୋବେଇ,…ଆଗକୁ ପଢନ୍ତୁ
ଓଡ଼ିଆ ପୋଥି ସମ୍ପାଦନା – ଏକ ବିବେଚନା
ଆମ ଭାଷାରେ ଶୁଦ୍ଧ ଅଶୁଦ୍ଧ ବିଚାରରେ କିଏ ଶୁଦ୍ଧ, କିଏ ଅଶୁଦ୍ଧ? ଓଡ଼ିଆରେ ମୌଖିକ ସାହିତ୍ୟ ଓ କାଗଜରେ ଛପା ସାହିତ୍ୟ…ଆଗକୁ ପଢନ୍ତୁ
ସୂଚିପତ୍ର
ମାସିକ ସାହିତ୍ୟ ପତ୍ରିକା ‘ସାହିତ୍ୟ ଚର୍ଚ୍ଚା’ର ସମସ୍ତ ସଂଖ୍ୟାର ସୂଚୀପତ୍ର ଆମର ପ୍ରିୟ ପାଠକମାନଙ୍କ ପାଇଁ ଏଠାରେ ପ୍ରସ୍ତୁତ କରୁଛୁ। ମାର୍ଚ୍ଚ…ଆଗକୁ ପଢନ୍ତୁ