Online Odia Literary Magazine
Odia Literary Magazine: ସାହିତ୍ୟ ଚର୍ଚ୍ଚା › Forums › Discussion Forum › ସାହିତ୍ୟ ପତ୍ରିକା
ବର୍ତ୍ତମାନର ସମୟରେ ସାହିତ୍ୟ ପତ୍ରିକା ଛତୁ ଫୁଟିଲା ପରି ଫୁଟି ଉଠିଲେଣି। ତେବେ ଆମେ କାହାକୁ ଠିକ୍ ବୋଲି ମାନିବା? ପତ୍ରିକାର ମାନ କିପରି ହେବା ଉଚିତ୍? ବର୍ତ୍ତମାନ ଯେପରି କବିତା ହନୁକରଣ କରି ଲେଖୁଛନ୍ତି ପତ୍ରିକାରେ କେବଳ କବିତା ହିଁ ସ୍ଥାନ ପାଉଛି। ବର୍ତ୍ତମାନର ସମାଜରେ ସାହିତ୍ୟ ପତ୍ରିକାର ଭୂମିକା କଣ ?
ଆପଣଙ୍କ ନଜରରେ କେତୋଟି ସାହିତ୍ଯ ପତ୍ରିକା ପ୍ରକାଶ ପାଉଛି ? ଦୟାକରି ସେମାନଙ୍କର ନାମ କହିବେ କି ?
ସାହିତ୍ୟ ପତ୍ରିକା କହିଲେ କେବଳ ଯେ ପ୍ରବନ୍ଧ ସାହିତ୍ୟକୁ ବୁଝାଇବ ତାହା ନୁହେଁ, ବରଂ ସାହିତ୍ୟର ପ୍ରାୟ ସମସ୍ତ ବିଭାଗ ସ୍ଥାନ ପାଉଥିବା ଆବଶ୍ୟକ।
Log in / Register