ମଞ୍ଚ ନାଟକ

Viewing 2 posts - 1 through 2 (of 2 total)
  • Author
    Posts
  • #18140
    Gopabandhu
    Participant

    ନାଟକ ବହୁତ ପ୍ରକାରରେ ଅଭିନୀତ ହୋଇଥାଏ। ତେବେ ଏହି ମଞ୍ଚ ନାଟକ କଣ ? ଏହା କଣ କିଛି ଭିନ୍ନ କି ?

    #20512
    debashis
    Participant

    ମଞ୍ଚ ଓ ନାଟକ ହେଉଛି ସଂସ୍କୃତିର ରକ୍ଷାକବଚ ସଦୃଶ। ନାଟକଟିଏ ମଞ୍ଚ ଉପରେ ଅଭିନୟ ହେବାପରେ ଜୀବସତ୍ତା ଲାଭ କରିଥାଏ।

Viewing 2 posts - 1 through 2 (of 2 total)
  • You must be logged in to reply to this topic.