ଗଳ୍ପ ଲିଖନ କୌଶଳ

Viewing 3 posts - 1 through 3 (of 3 total)
  • Author
    Posts
  • #17154
    debashis
    Participant

    ବର୍ତ୍ତମାନ ସମୟରେ ଆମେ ଦେଖିବାକୁ ପାଉଛେ ସାହିତ୍ୟ ଜଗତକୁ ଅନେକ ଗାଳ୍ପିକ ଆସିଲେଣି। ଦ୍ରୁତ ଗତିରେ ଗଳ୍ପ ପୁସ୍ତକ ମଧ୍ଯ ଛପା ହୋଇଯାଉଛି। । ମାତ୍ର ଗଳ୍ପରେ ସେଭଳି କୌଣସି ବୈପ୍ଲବିକ ପରିବର୍ତ୍ତନ ଦେଖିବାକୁ ମିଳୁନାହିଁ। ଗଳ୍ପ ରଚନା କରିବାର କୌଶଳ ମଧ୍ୟ ଅନେକଙ୍କୁ ଜଣା ନଥିବାରୁ ସେହି ଗଳ୍ପ କୌଣସି ପ୍ରଭାବ ପକାଇ ପାରୁନାହିଁ। ଏଣୁ ଗଳ୍ପ ସଠିକଭାବେ କିପରି ରଚନା କରାଗଲେ ତାହା ପାଠକଙ୍କ ପାଖରେ ଆଦୃତି ପାଇବ।

    #19812
    Ranjan Kumar
    Participant

    କିଶୋରୀ ଚରଣ ଦାସଙ୍କ ‘କଥାସାହିତ୍ୟର କଳା ଓ କାରିଗରୀ’ ନାମକ ବହିଟି ପଢ଼ନ୍ତୁ। ଏଥିରେ ଗଳ୍ପ ରଚନାର କଳା ସମ୍ପର୍କରେ ଅନେକ ଦିଗଦର୍ଶନ ଅଛି। ବହିଟି ଇଷ୍ଟର୍ଣ ମିଡିଆ ଲିମିଟେଡ ଦ୍ୱାରା ୧୯୯୦ ମସିହାରେ ପ୍ରକାଶିତ। ଏହାର ନୂଆ ସଂସ୍କରଣ ମଧ୍ୟ ବୋଧହୁଏ ମିଳୁଥିବ।

    #20395
    debashis
    Participant

    ‘କଥା ସାହିତ୍ୟର କଳା ଓ କାରିଗରୀ’ ପୁସ୍ତକଟି ସମସ୍ତଙ୍କ ପାଇଁ ଅତ୍ୟନ୍ତ ଉପାଦେୟ।

Viewing 3 posts - 1 through 3 (of 3 total)
  • You must be logged in to reply to this topic.