ସ୍ୱାଧୀନତା ପରବର୍ତ୍ତୀ ଓଡ଼ିଆ ନାଟକରେ ମୁଖତଃ କେଉଁ ଧାରା ଦେଖିବାକୁ ମିଳେ?

Odia Literary Magazine: ସାହିତ୍ୟ ଚର୍ଚ୍ଚା Forums Discussion Forum ସ୍ୱାଧୀନତା ପରବର୍ତ୍ତୀ ଓଡ଼ିଆ ନାଟକରେ ମୁଖତଃ କେଉଁ ଧାରା ଦେଖିବାକୁ ମିଳେ?

Viewing 1 post (of 1 total)
  • Author
    Posts
  • #9645
    debashis
    Participant

    ସାହିତ୍ୟର ବିଭିନ୍ନ ବିଭାଗରୁ ନାଟକ ଅନ୍ୟତମ। ଜଗନ୍ମୋହନ ଲାଲ ୧୮୭୫ ମସିହାରେ ନିଜ କୁଳ ଦେବତାଙ୍କ ନାମାନୁସାରେ ‘ରାଧାକାନ୍ତ ମଞ୍ଚ’ ନାମରେ ଏକ ରଙ୍ଗମଞ୍ଚ ପ୍ରତିଷ୍ଠା କରିଥିଲେ। ସେହି ରଙ୍ଗମଞ୍ଚରେ ୧୮୭୭ ମସିହାରେ ବାବାଜୀ ନାଟକ ରଚନା କରି ମଞ୍ଚସ୍ଥ କରାଇଥିଲେ। ତତ୍କାଳୀନ ସମାଜରେ ଥିବା ସାମାଜିକ ଅବ୍ୟବସ୍ଥା ବିରୁଦ୍ଧରେ ଏହି ନାଟକ ଏକ ସାଣିତ ପ୍ରହାର ହୋଇଥିଲା। ପରେ ପରେ ଅନେକ ନାଟକ ରଚନା ହୋଇଛି। ତତ୍କାଳୀନ ସମୟରେ ରଚିତ ନାଟକ ଗୁଡ଼ିକ ସାମାଜିକ , ରାଜନୈତିକ, ଐତିହାସିକ ଇତ୍ୟାଦି ଧାରାରେ ରଚିତ।
    ସେହିପରି ସ୍ୱାଧୀନତା ପରବର୍ତ୍ତୀ ନାଟକର ମୁଖ୍ୟ ସ୍ୱର କଣ ଥିଲା?

Viewing 1 post (of 1 total)
  • You must be logged in to reply to this topic.