ଶିଶୁ ସାହିତ୍ୟ କାହା ପାଇଁ?

Odia Literary Magazine: ସାହିତ୍ୟ ଚର୍ଚ୍ଚା Forums Discussion Forum ଶିଶୁ ସାହିତ୍ୟ କାହା ପାଇଁ?

Viewing 4 posts - 1 through 4 (of 4 total)
  • Author
    Posts
  • #999
    Sujata Tripathy
    Participant

    ଆମ ଓଡ଼ିଆରେ ଶିଶୁ ସାହିତ୍ୟର ଅପାର ସମ୍ଭାର ରହିଛି। ତେବେ କଥା ହେଲା ଏହା କାହା ପାଇଁଁ। ଶିଶୁ ସାହିତ୍ୟ ପଢିବ କିଏ? ଓଡ଼ିଶାର ଗାଁ ଗହଳିଠାରୁ ନେଇ ସହର ପର୍ଯ୍ୟନ୍ତ ସବୁଠି ତ ପିଲାଏ ଇଂରାଜୀ ମାଧ୍ୟମରେ ପାଠ ପଢିଲେ। ତାଙ୍କ ମଧ୍ୟରୁ କେତେଜଣ ଓଡ଼ିଆ ଗଳ୍ପ ବା ଗୀତ ପଢିବାର ସାମର୍ଥ୍ୟ ରଖନ୍ତି? ଏଣୁ ଓଡିଆରେ ଶିଶୁ ସାହିତ୍ୟ ସୃଷ୍ଟି ତ ହେଉଛି, କିନ୍ତୁ ତାହା କେବଳ ଶିଶୁ ସାହିତ୍ୟିକଙ୍କ ଆତ୍ମ ସନ୍ତୁଷ୍ଟି ପାଇଁ, ଆଉ କିଛି ନୁହେଁ।

    #1029
    Nihar Satpathy
    Participant

    ଏହା କେବଳ ଶିଶୁ ସାହିତ୍ୟ ନୁହେଁ, ବରଂ ସାହିତ୍ୟର ସବୁଗୁଡିକ ବିଭାଗ ପାଇଁ ପ୍ରଯୂଜ୍ୟ। ଏବହୁଁ ସତର୍କ ନହେଲେ ଆଗକୁ ଓଡ଼ିଆ ସାହିତ୍ୟର ପାଠକ ମିଳିବେ ନାହିଁ।

    #1065
    Ranjan Kumar
    Participant

    These days do the children really read books? They would rather watch the TV or a mobile phone. I think that the golden days of our childhood is lost.

    #2140
    Anonymous
    Inactive

    ଜୟ ଜଗନ୍ନାଥ। ବର୍ତ୍ତମାନ ଯୁଗର ଶିଶୁ ମାନଙ୍କ ପାଇଁ ସାହିତ୍ୟ ଯେ କେତେ ଗୁରୁତ୍ୱପୂର୍ଣ୍ଣ ତାହା କଳ୍ପନା କରିବା ବହୁତ କଷ୍ଟ। ସାହିତ୍ୟ କୁ ମାନ୍ୟତା ଦେବା ପାଇଁ କେତେ ବଡ ବଡ ସାହିତ୍ୟକ ଯେ କେତେ କଷ୍ଟ କରିଛନ୍ତି। କିନ୍ତୁ ଏବେକାର ଶିଶୁ ତାହା ବୁଝୁନାହାନ୍ତି। ଟିଭି ଓ ମୋବାଇଲ ବ୍ୟବହାର କରି ନିଜର ସମୟ ଅତିବାହିତ କରୁଛନ୍ତି।

Viewing 4 posts - 1 through 4 (of 4 total)
  • You must be logged in to reply to this topic.