‘ଶିଶୁଲେଖା’ ପତ୍ରିକାର ପୁନଃପ୍ରକାଶକୁ ସ୍ବାଗତ

Odia Literary Magazine: ସାହିତ୍ୟ ଚର୍ଚ୍ଚା Forums Discussion Forum ‘ଶିଶୁଲେଖା’ ପତ୍ରିକାର ପୁନଃପ୍ରକାଶକୁ ସ୍ବାଗତ

Viewing 4 posts - 1 through 4 (of 4 total)
  • Author
    Posts
  • #3077
    Anonymous
    Inactive

    ଅତୀତରେ ଦିନେ ଓଡିଶା ସରକାରଙ୍କ ପୃଷ୍ଠପୋଷକତାରେ ପ୍ରକାଶିତ ହୋଇ ଶିଶୁ ସାହିତ୍ଯକୁ ସମୃଦ୍ଧ କରିଥିବା ‘ଶିଶୁ ଲେଖା’ ପତ୍ରିକାଟି ବନ୍ଦ ହୋଇଯାଇଥିବାରୁ ଆମେ ମ୍ରିୟମାଣ ହୋଇପଡିଥିଲୁ। ଏବେ ଏହାର ପୁନଃପ୍ରକାଶ ପାଇଁ ନିଷ୍ପତ୍ତି ନିଆଯାଇଥିବା ଅତି ଆନନ୍ଦର କଥା।

    #3082
    Sujata Tripathy
    Participant

    ଏହି ପତ୍ରିକାଟି କେଉଁଠାରେ ମିଳିପାରିବ?

    #7007
    Bibek
    Participant

    ଉନବିଂଶ ଶତାବ୍ଦୀର ଶେଷ ଏବଂ ବିଂଶ ଶତାବ୍ଦୀର ପ୍ରାରମ୍ଭକୁ “ଶିଶୁ ସାହିତ୍ୟର ସୁବର୍ଣ୍ଣ ଯୁଗ” କୁହାଯାଏ କାରଣ ସେହି ସମୟରେ ଅନେକ କ୍ଲାସିକ ଶିଶୁ ସାହିତ୍ୟ ପୁସ୍ତକ ପ୍ରକାଶିତ ହୋଇଥିଲା ।

    #8489
    debashis
    Participant

    ଶିଶୁଲେଖାର ନୂତନ ସଂଖ୍ୟା ଦୀର୍ଘଦିନ ହେଲା ବଜାରରେ ଦେଖିବାକୁ ପାଉନୁ , କେବେ ପ୍ରକାଶ ପାଇବ?

Viewing 4 posts - 1 through 4 (of 4 total)
  • You must be logged in to reply to this topic.