ଵରେଣ୍ୟ ଶ୍ରୀ ମନୋଜ ଦାସଙ୍କ ସ୍ବାସ୍ଥ୍ୟାବସ୍ଥା ପ୍ରସଙ୍ଗ

Odia Literary Magazine: ସାହିତ୍ୟ ଚର୍ଚ୍ଚା Forums Discussion Forum ଵରେଣ୍ୟ ଶ୍ରୀ ମନୋଜ ଦାସଙ୍କ ସ୍ବାସ୍ଥ୍ୟାବସ୍ଥା ପ୍ରସଙ୍ଗ

Viewing 4 posts - 1 through 4 (of 4 total)
  • Author
    Posts
  • #2255
    Nihar Satpathy
    Participant

    ବରେଣ୍ୟ ପ୍ରଜ୍ଞା-ପୁରୁଷ ଶ୍ରୀ ମନୋଜ ଦାସଙ୍କ ସ୍ବାସ୍ଥ୍ୟାବସ୍ଥା କୁ ନେଇ ସର୍ବତ୍ର ଚାଲିଥିବା ବିତର୍କରେ ସଂଯମ ଓ ଶାଳିନତା ରକ୍ଷା ହେଉ। ସାର୍
    ତ ଏସବୁରୁ ବହୁ ଉର୍ଦ୍ଧ୍ବରେ। ସେ କେବେବି ଆଶା କରି ନ ଥିବେ ଯେ ତା’ଙ୍କୁ କେନ୍ଦ୍ରକରି ହାଟମଝିରେ ଦିନେ ଏଭଳି ବାକବିତଣ୍ଡା ହେବ। ଏକଥା ଜାଣିପାରିଲେ ସେ ଦୁଃଖୀ ହେବେ।

    #2275
    Anonymous
    Inactive

    ସାର୍ ଆମ ସାହିତ୍ୟର ଅନନ୍ୟ ସ୍ରଷ୍ଟା। ତାଙ୍କର ଆଶୁ ଆରୋଗ୍ୟ କାମନା କରୁଛି।

    #2276
    Sujata Tripathy
    Participant

    ଶ୍ରୀ ମନୋଜ ଦାସ ଶୀଘ୍ର ସୁସ୍ଥ ହୋଇ ଉଚ୍ଚକୋଟିର ସାହିତ୍ୟ ରଚନା ପାଇଁ କଲମ ଚଳାଇବାକୁ ପୁନରାୟ ସମର୍ଥ ହୁଅନ୍ତୁ,ଏହା ଈଶ୍ବରଙ୍କ ନିକଟରେ ଆମର ପ୍ରାର୍ଥନା।

    #3623
    sahityacharcha
    Keymaster

    ଶେଷରେ ଚାଲିଗଲେ ପ୍ରଜ୍ଞା ପଥର ଯାତ୍ରୀ। ତାଙ୍କ ଅବର୍ତ୍ତମାନରେ ହଜି ଯାଇଛି ଭାଷା।

Viewing 4 posts - 1 through 4 (of 4 total)
  • You must be logged in to reply to this topic.