କେତେଜଣ ବନମାଳୀ ଦାସ?

Odia Literary Magazine: ସାହିତ୍ୟ ଚର୍ଚ୍ଚା Forums Discussion Forum କେତେଜଣ ବନମାଳୀ ଦାସ?

Viewing 4 posts - 1 through 4 (of 4 total)
  • Author
    Posts
  • #12511
    debashis
    Participant

    ଓଡିଆ ସାହିତ୍ୟରେ କେତେଜଣ ବନମାଳୀ ରହିଛନ୍ତି?

    #12512
    Gopabandhu
    Participant

    ଆଲୋଚକ ନୀଳମଣି ମିଶ୍ରଙ୍କ ମତରେ ପାଞ୍ଚଜଣ ବନମାଳୀ ରହିଛନ୍ତି। ରାସ ପ୍ରଣେତା, ପଦାବଳୀ ରଚୟିତା, ସୁଚିତ୍ର ରାମାୟଣ ପ୍ରଣେତା, ବାର୍ଷିକ ରାସ ପ୍ରଣେତା, ରାଧିକା ବୋଲି ଓ ଉଦ୍ଧବ ଚଉତିଶାର ରଚୟିତା ବନାମାଳୀଙ୍କ ସନ୍ଧାନ ମିଳେ। ପୁଣି ବନମାଳୀ ସାମନ୍ତରାୟ ବାର୍ଷିକ ରସ ରଚନା କରିଥିବାବେଳେ ଦ୍ଵିଜ ବନମାଳୀ ରାଧିକା ବୋଲି ଏବଂ ଉଦ୍ଧବ ଚଉତିଶା ରଚନା କରିଥିଲେ।

    #12513
    Gopabandhu
    Participant

    ଆମେ ଯେଉଁ ବନାମାଳୀଙ୍କୁ ଜାଣିଛୁ ସେ ପଦବଳୀର ରଚୟିତା। ଏହାସହ ଶ୍ରୀରାମ ଚମ୍ପୁ ମଧ୍ୟ ରଚନା କରିଥିଲେ।

    #12672
    G C Das
    Participant

    ଗୋପବନ୍ଧୁ ବାବୁ ଠିକ୍ କହିଛନ୍ତି

Viewing 4 posts - 1 through 4 (of 4 total)
  • You must be logged in to reply to this topic.